ଓଲିଉଡ ସେଲିବ୍ରେଟି Anubhab Mohanty ଓ Barsha ଙ୍କ ପାରିବାରିକ ମାମଲାକୁ ନେଇ କୋର୍ଟ ଦେଲା ଏହି ନିଷ୍ପତି

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଏହା ସହ କିଛି କଳାକାର ମାନେ ନିଜର ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଛନ୍ତି । ଓଡିଆ ଜଗତର ଅଭିନେତା ଓ ଅଭିନେତ୍ରୀ ମାନେ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ବା-ନ୍ଧି ହୋଇଛନ୍ତି । ଏହା ସହ କିଛି କଳାକାର ମାନେ ବିବାହ ପରେ ଅଲଗା ମଧ୍ୟ ହୋଇ ଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କର ଲାଗି ରହିଥିବା ପାରିବାରିକ ମା-ମ-ଲା ବିଷୟରେ ସୂଚନା ଦେବାକୁ ଯାଉଛୁ ।

ଆପଣ ମାନେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ପରସ୍ପର ସହ ପ୍ରେମ କରି ୨୦୧୪ରେ ବିବାହ ବନ୍ଧନରେ ଆ-ବ-ଦ୍ଧ ହୋଇଥିଲେ । ଦୁହେଁ ଓଡିଆ ଜଗତରେ ଅନେକ ଫିଲ୍ମରେ ଏକାଠି ଅଭିନୟ କରି ଖୁବ ପ୍ରଶଂସା ସାଉଣ୍ଟିଛନ୍ତି ।

କିନ୍ତୁ ଗତ କିଛି ଦିନ ହେବ ଦୁହିଙ୍କ ମଧ୍ୟରେ ପାରିବାରିକ କ-ଳ-ହ ଯୋଗୁ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ଦୁହିଙ୍କର ଯୋଡିକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି । ଦୁହିଙ୍କ ମଧ୍ୟ ରେ ଲାଗିଥିବା ବି-ବା-ଦ-ର ଏବେ ଅ-ନ୍ତ ଘଟିଛି ।

ଦୁହିଙ୍କର କେ-ସ-କୁ ନେଇ ହାଇ କୋ-ର୍ଟ-ରେ ଶେଷ ନିଷ୍ପତି ଶୁଣା ଯାଇଛି । ଦୁହିଙ୍କର କେ-ସ କୁ ନେଇ ଚୁଡାନ୍ତ ସ୍ଥିତି ରେ ମା-ମ-ଲା ରହିଛି । ଏ ନେଇ ମା-ମ-ଲା କୁ ଶେଷ କରିଛନ୍ତି ହାଇ କୋ-ର୍ଟ । ଧାର୍ଯ୍ୟ ସମୟରେ ମା-ମ-ଲା ର ଶୁଣାଣି କରିବାକୁ ଅନୁଭବ ମହାନ୍ତି ଙ୍କ ପକ୍ଷ ରୁ ଆବେଦନ କରା ଯାଇଥିଲା । ପରିବାର ଅଦାଲତ ଜଲ୍ଦି ନିଷ୍ପତି ଶୁଣାଇବାକୁ ଅନୁଭବ ମହାନ୍ତି ଆବେଦନ କରିଥିଲେ । ହାଇ କୋ-ର୍ଟ ତରଫରୁ ଏହି ମା-ମ-ଲାର ପୂର୍ଣ୍ଣଛେଦ ପଡିଥିଲେ ମଧ୍ୟ କୌଣସି ନିର୍ଦେଶନାମା ଆସି ନାହି ।

ହାଇ କୋ-ର୍ଟ ର ନିର୍ଦେଶ ଆସିବା ପରେ ଜଣା ପଡିବ ଯେ ମାନ୍ୟବର ଜଜ ଦୁହିଙ୍କର ମା-ମ-ଲା କୁ ନେଇ କଣ ମତ ରଖିଛନ୍ତି । ତେବେ ଦୁହେଁ ପରସ୍ପର ସହ ପୁଣି ଥରେ ଏକାଠି ହୋଇ ରୁହନ୍ତୁ ତାହା ପୁରା ଓଡିଶା ବାସୀ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଆଗକୁ ଦୁହିଙ୍କର ସ-ମ୍ପ-ର୍କ ରେ କେଉଁ ନୂଆ ମୋଡ ଆସୁଛି ତାହା ଦେଖିବାର ଅଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଅନୁଭବ ମହାନ୍ତି ଓ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *