Ollywood ଇଣ୍ଡଷ୍ଟ୍ରିର ଖଳନାୟ କମାନଙ୍କ Real ଲାଇଫ ପତ୍ନୀ କେଉଁ Heroin ଠାରୁ କମ ନୁହନ୍ତି

ଗୋଟିଏ ଫିଲ୍ମରେ ହିରୋର ଭୂମିକାରେ ଯେତିକି ମହତ୍ଵ ପୂର୍ଣ ରଖିଥାଏ ସେତିକି ମୁଖ୍ୟ ଖଳନାୟକର ଭୂମିକା ବି ମହତ୍ଵ ପୂର୍ଣ ହୋଇଥାଏ । ବେଳେବେଳେ ଦର୍ଶକମାନଙ୍କୁ ଅଭିନେତା ଅପେକ୍ଷା ଖଳନାୟକ ଭୂମିକାରେ ନଜର ଆସୁଥିବା କଳାକାରମାନଙ୍କ ଅଭିନୟ ବହୁତ ପସନ୍ଦ ଆସିଥାଏ । ଓଲିଉଡ ଇଣ୍ଡଷ୍ଟ୍ରିରେ ବି ଏମିତି ବହୁତ ଖଳନାୟକ ଅଛନ୍ତି ଯେଉଁମାନେ ନିଜର ଅଭିନୟ ମାଧ୍ୟମରେ ପୁରା ଓଡିଶାରେ ଚର୍ଚିତ ଅଟନ୍ତି । ଆଜି ଆମେ ଆପଣଙ୍କୁ ସେହି ଖଲାନାୟକମାନଙ୍କର ରିୟଲ ଲାଇଫ ପତ୍ନୀଙ୍କ ବିଷୟରେ କହିବୁ ।

ମନୋଜ ମିଶ୍ର

ମନୋଜ ମିଶ୍ର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଖଳନାୟକ ଅଟନ୍ତି । ସେ କେବଳ ଓଲିଉଡ ଫିଲ୍ମରେ ନୁହେଁ ଅଥବା ବଲୀଉଡ ଓ ଟଲୀଉଡ ଫିଲ୍ମରେ ବି ଖଳନାୟକ ଭୂମିକାରେ ଅଭିନୟ କରିସାରିଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରିରେ ସେ ବହୁତ କମ ସମୟରେ ପପୁଳାର ହୋଇ ଯାଇଛନ୍ତି ।

ସମରେଶ

ସମରେଶ ବର୍ତ୍ତମାନ ସମୟରେ ଓଲିଉଡ ଦୁନିଆରୁ ଦୂରେଇ ଯାଇଛନ୍ତି । କିନ୍ତୁ ଆଜି ବି ତାଙ୍କର ଅଭିନୟ ପାଇଁ ଲୋକମାନେ ତାଙ୍କୁ ମନେ ପକାନ୍ତି । ଦର୍ଶକମାନେ ତାଙ୍କୁ ପୁଣି ଥରେ ଖଳନାୟକ ଭୂମିକାରେ ଦେଖିବାକୁ ଚାହୁଁଛନ୍ତି ।

ପିଣ୍ଟୁ ନନ୍ଦ

ପିଣ୍ଟୁ ନନ୍ଦ ଖଳନାୟକ ସହ ଫିଲ୍ମରେ ସହ କଳାକାର ରୂପରେ ବି ଅଭିନୟ କରିଛନ୍ତି । ତାଙ୍କର ଅଭିନୟ ଦର୍ଶକମାନଙ୍କ ହୃଦୟକୁ ଛୁଇଁ ଥାଏ ।

ବବି ମିଶ୍ର

ବବି ମିଶ୍ର ପ୍ରଥମେ ଆଲବମ ଗୀତରେ ନଜର ଆସୁଥିଲେ । ଏହା ପରେ ସେ ଫିଲ୍ମରେ ଖଳନାୟକ ରୂପରେ ନଜର ଆସିଲେ । ବର୍ତ୍ତମାନ ସମୟରେ ବବି ମିଶ୍ର ଖଳନାୟକ ରୂପରେ ଦର୍ଶକମାନଙ୍କୁ ବହୁତ ମନୋରଞ୍ଜନ କରୁଛନ୍ତି ।

କୁନା ତ୍ରିପାଠୀ

କୁନା ତ୍ରିପାଠୀ ଜଣେ ରିପୋର୍ଟର ରୂପରେ ଖ୍ୟାତି ଅର୍ଜନ କରିଛନ୍ତି । କିନ୍ତୁ ସେ କେତେକ ଫିଲ୍ମରେ ଖଳନାୟକ ରୂପରେ ବି ନଜର ଆସିଛନ୍ତି ।

ହର ପଟ୍ଟନାୟକ

ହର ପଟ୍ଟନାୟକଙ୍କୁ ସମସ୍ତେ ଜାଣିଛନ୍ତି । ହର ପଟ୍ଟନାୟକଙ୍କ ଦେହାନ୍ତ ହୋଇ ଯାଇଛି । କିନ୍ତୁ ଆଜି ବି ତାଙ୍କର ଅଭିନୀତ ସମସ୍ତ ରୋଲ ଚିର ସ୍ମରଣୀୟ ଅଟେ ।

ରାଏ ମୋହନ

ରାଏ ମୋହନ ବି ଜଣେ ମହାନ ଖଳନାୟକ ରୂପରେ ପରିଚିତ ଅଟନ୍ତି । ସେ କିଛି ଦିନ ହେବ ଫିଲ୍ମ ଠାରୁ ଦୂରେଇ ଯାଇ ଯାତ୍ରାରେ ଅଭିନୟ କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ଫିଲ୍ମରେ ନଜର ଆସୁଛନ୍ତି । ଏହା ସହିତ ସେ କେତେକ ସିରିଏଲରେ ବି ନଜର ଆସିଛନ୍ତି ।

ଶ୍ରୀତମ ଦାସ

ଶ୍ରୀତମ ଦାସ ଅଲିଉଡ ଇଣ୍ଡସତ୍ରିରେ ଜଣେ ଭଲ ଡାୟେରକ୍ଟର, ଅଭିନେତା ଓ ଖଳନାୟକ ରୂପରେ ପରିଚିତ ଅଟନ୍ତି । ସେ ବହୁତ କମ ଚଳଚିତ୍ରରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । କିନ୍ତୁ ଏହା ସତ୍ବେ ବି ଲୋକମାନେ ତାଙ୍କୁ ଖଳନାୟକ ରୂପରେ ଦେଖିବାକୁ ଚାହାନ୍ତି ।

ସୁଜୀତ

ସୁଜୀତ ପ୍ରଥେମ ସିରିଏଲରେ ଖଳନାୟକ ଭୂମିକାରେ ନଜର ଆସୁଥିଲେ । ଏହା ପରେ ସେ ଓଲିଉଡ ଜଗତରେ ଖଳନାୟକ ରୂପରେ ବହୁତ ପରିଚିତ ଅଟନ୍ତି ।

ଦଇତାରି ପଣ୍ଡା

ଦଇତାରି ପଣ୍ଡା ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ମହାନ କଳାକାର ଅଟନ୍ତି । ତାଙ୍କର ଅଭିନୟକୁ ଲୋକମାନେ ଆଜି ବି ପ୍ରଶଂସା କରନ୍ତି ।

Leave a Reply

Your email address will not be published. Required fields are marked *