ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ବଡ ବଡ କଳାକାର ମାନଙ୍କୁ ବେସ ଭଲ ଭାବେ ଜାଣିଥିବେ । ଆମ ଓଡିଶା ସମେତ ପୁରା ଭାରତରେ ଓଡିଆ କଳାକାର ମାନଙ୍କର ଅଭିନୟକୁ ଦର୍ଶକ ମାନେ ବେସ ପ୍ରଶଂସା କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି । ଭାରତରେ ଓଡିଆ ଫିଲ୍ମ ଜଗତର ବେସ ଚର୍ଚ୍ଚା ଆରମ୍ଭ ହୋଇ ସାରିଲାଣି । ତେବେ ଓଡିଆ କଳାକାର ମାନେ ନିଜର ଅଭିନୟ ଦୁନିଆ ବ୍ଯତୀତ ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ ପ୍ରାୟତ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତା ବାବୁସାନ ମହାନ୍ତିଙ୍କ ସହ କେଉଁ ଦୁର୍ଘଟଣା ଘଟିଛି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଓଡିଆ ଜାଗତର ଚକଲେଟ ହିରୋ ତଥା ଆକ୍ସନ ଅଭିନେତା ବାବୁସାନ ମହାନ୍ତି ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଦମଦାର ଅଭିନୟ ଯାଦୁ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ମାନେ ତାଙ୍କର ଅଭିନୟକୁ ବେସ ପ୍ରଶଂସା କରିଥାନ୍ତି ।
ଆପଣ ମାନେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ଶିଶୁ କଳାକାର ଭାବେ ନିଜର ଅଭିନୟ କ୍ଯାରିୟର ଓଡିଆ ଜଗତରେ ଆରମ୍ଭ କରିଥିଲେ । ସେ ମଧ୍ୟ ନିଜର ଅଭିନୟ ଓ ଡ୍ୟାନ୍ସ ପର୍ଫୋମାଂସ ପାଇଁ ବେସ ଚର୍ଚ୍ଚା ରେ ରହିଛନ୍ତି । ତେବେ ପ୍ରକୃତି ମିଶ୍ର ଓ ବାବୁସାନ ଶୁଟିଙ୍ଗ ସେଟରେ ଶୁଟିଙ୍ଗ କରିବା ସମୟରେ ଏହା ଦୁର୍ଘଟଣା ଘଟିଛି ।

ଆପଣ ମାନେ ଦେଖି ପାରିବେ ପ୍ରକୃତିଙ୍କ ଛୋଟ ଭୁଲ ପାଇଁ ବାବୁସାନ ଙ୍କ ହାତ ଭାଙ୍ଗି ତାଙ୍କ ସହ ଏପରି ଅଘଟଣ ଘଟିଛି । ଦୁହେଁ ନିଜର କୌଣସି ଆଗାମୀ ଫିଲ୍ମ ପାଇଁ ଶୁଟିଙ୍ଗ କରୁଥିଲେ । ସେହି ସମୟରେ ବାବୁସାନଙ୍କ ସହ ଏମିତି ଅଘଟଣ ଘଟିଛି । ଯାହା ପାଇଁ ସମସ୍ତେ ଚିନ୍ତା ରେ ପଡି ଯାଇଛନ୍ତି । ତେବେ ବାବୁସାନ ଓ ପ୍ରକୃତିଙ୍କ ଯୋଡି ବେସ ସୁନ୍ଦର ଲାଗୁଛି ।
ଏହା ଦୁହେଁ ରୋମାଣ୍ଟିକ ପୋଜ ରେ ନିଜର ବେଷ୍ଟ ପରଫୋମାଂସ ଦେବାରେ ଲାଗିଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ତେବେ ଦୁହିଙ୍କ ଅଭିନୟ ମଧ୍ୟ ଖୁବ ନିଆରା ଅଟେ । ତେବେ ବାବୁସାନ ବହୁତ ଜଲ୍ଦି ସୁସ୍ଥ ହୋଇ ଯାଆନ୍ତୁ ବୋଲି ଆମ ସମସ୍ତଙ୍କର କାମନା ରହିଛି ।

ବନ୍ଧୁଗଣ ଆପଣ ମାନଙ୍କର ବାବୁସାନ ଓ ପ୍ରକୃତିଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
