Ollywood ଅଭିନେତା Aswini Tripathy ଙ୍କୁ ନେଇ ଆସିଲା ଏକ ବଡ଼ ଦୁଃଖ ଖବର

ଓଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ର୍ପୂପରେ ନଜର ନ ଆସିଲେ ବି ଦର୍ଶକମାନଙ୍କ ମଧ୍ୟରେ ସେମାନେ ବହୁତ ଲୋକପ୍ରିୟ ଅଟନ୍ତି । ସେ କିଛି ଫିଲ୍ମ, ସିରିଏଲ ଓ ଆଲବମରେ କାମ କରି ନିଜର ଏକ ଖାସ ପରିଚୟ ମଧ୍ୟ ସୃଷ୍ଟି କରି ଦିଅନ୍ତି । ସେହି ସମସ୍ତ କଳାକାରମାନଙ୍କ ମଧ୍ୟରୁ ଜଣେ ହେଉଛି ଅଶ୍ଵିନୀ । କିନ୍ତୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଓ ସିରିଏଲ ଜଗତର ଜଣା ଶୁଣା ଅଭିନେତା ଅଶ୍ଵିନୀଙ୍କୁ ନେଇ ଏହି ଖବର ଅଟେ ।

ଅଭିନେତା ଅଶ୍ଵିନୀ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲରେ ରହି ସେ ଚିକିତ୍ସିତ ହେଉଛନ୍ତି । ଅଶ୍ଵିନୀଙ୍କ ଛାତିରେ ଏକ ସ-ର୍ଜ-ରୀ ହୋଇଛି । ଏହା ବିଷୟରେ ତାଙ୍କର ବନ୍ଧୁ ପ୍ରେରଣା ମି-ଡି-ଆ ସାମ୍ନାରେ କହିଛନ୍ତି ।

ପ୍ରେରଣା ଅଶ୍ଵିନୀଙ୍କ କିଛି ଫ-ଟୋ ମଧ୍ୟ ଶେ-ୟା-ର କରିଛନ୍ତି । ଯେଉଁଥିରେ ଅଶ୍ଵିନୀ ବେଡରେ ଶୋଇଥିବା ଅବସ୍ଥାରେ ନଜର ଆସୁଛନ୍ତି ଓ ତାଙ୍କ ହାତ ବି ବ-ନ୍ଧା ହୋଇଛି । କୁହାଯାଉଛି କି ସ-ର୍ଜ-ରୀ ପରେ ତାଙ୍କର ସ୍ଥିତି ସାମାନ୍ୟ ଅଛି ଓ ସେ ସୁସ୍ଥ ଅଛନ୍ତି । ଆମେ ଆଶା କରୁଛୁ କି ଅଶ୍ଵିନୀ ଜଲ୍ଦି ହିଁ ସୁସ୍ଥ ହୋଇ ଘରକୁ ଚାଲି ଆସନ୍ତୁ ଓ ପୁଣି ଥରେ ଅଭିନୟ ଦୁନିଆକୁ ଫେ-ରି ଯାଆନ୍ତୁ । ପୂର୍ବ ପରି ଦର୍ଶକମାନଙ୍କୁ ମନୋରଞ୍ଜନ କରନ୍ତୁ ।

କହିଦେଉଛୁ କି ଅଶ୍ଵିନୀ ବର୍ତ୍ତମାନ ଆଲବମ ଜଗତର ରାଜା ବୋଲି କହିଲେ ଚଲେ । ତାଙ୍କର ପ୍ରାୟତଃ ସବୁ ଆଲବମ ହି-ଟ ହୋଇଥାଏ ଓ ୟୁଟ୍ୟୁବରେ ଦେଖୁ ଦେଖୁ ଭା-ଇ-ରା-ଲ ମଧ୍ୟ ହୋଇଥାଏ । କହିଦେଉଛୁ କି ଅଶ୍ଵିନୀ ବହୁତ ବର୍ଷ ହେବ ଓଲିଉଡ ଜାଗାରେ ଅଭିନୟ କରି ଆସୁଛନ୍ତି । ସେ କେତେକ ଫିଲ୍ମରେ ସହ କଳାକାର ରୂପରେ ନଜର ଆସିଛନ୍ତି । ଅଭିନେତା ଅନୁଭବଙ୍କ ଫିଲ୍ମ ଅଗସ୍ତ୍ୟରେ ବି ଅଶ୍ଵିନୀ ସହ କଳାକାର ରୂପରେ ନଜର ଆସିଛନ୍ତି ।

ଏହିଭଳି ବହୁତ ଫିଲ୍ମରେ ସେ ମୁଖ୍ୟ ରୋଲରେ ଅଭିନୟ କରିଛନ୍ତି । ଦର୍ଶକମାନଙ୍କୁ ବି ତାଙ୍କର ଅଭିନୟ ଖୁବ ପସନ୍ଦ ଲାଗେ । ଏତିକି ନୁହେଁ ସେ କେତେକ ସିରିଏଲରେ ବି ନଜର ଆସିଛନ୍ତି । ବର୍ତ୍ତମାନ ସେ ଆଲବମ ଜଗତରେ ରାଜ କରୁଛନ୍ତି ।

କହିଦେଉଛୁ କି ଅଶ୍ଵିନୀ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଏକ୍ଟିବ ରୁହନ୍ତି । ସେ ପ୍ରାୟତଃ ଫ-ଟୋ ନିଜର ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଶେୟାର କରନ୍ତି । ପ୍ରାୟତଃ ଫଟୋରେ ତାଙ୍କର ବାନ୍ଧବୀ ପ୍ରେରଣା ବି ନଜର ଆସନ୍ତି । ଦର୍ଶକମାନେ ବି ଅଶ୍ଵିନୀ ଓ ତାଙ୍କର ଅଭିନୟ ଓ ଫଟୋକୁ ବହୁତ ଲାଇକ ବି କରନ୍ତି ।

Leave a Reply

Your email address will not be published. Required fields are marked *