Ollywood ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ହୀରୋ ହେରୋଇନ ମାନଙ୍କ Real ଲାଇଫ Brother ଓ Sisterଙ୍କୁ ଆଗରୁ କେବେ ଦେଖି ନଥିବେ

ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ଏମାନେ ବେଶ ଭଲ ଭାବେ ଜାଣିଥିବେ । ଏହି କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାନ୍ସ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଆପଣ ମାନେ ଜାଣିଥିବେ ଯେଉଁ କଳାକାର ମାନେ ଅଭିନୟ ଦୁନିଆରେ ଅଛନ୍ତି ସେମାନଙ୍କର ନିଜର ରିୟଲ ଲାଇଫ ପରିବାରର କିଛି ସଦସ୍ୟ ମଧ୍ୟ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ କିଛି କଳାକାର ମାନଙ୍କର ରିୟଲ ଲାଇଫ ଭାଇ ମାନେ କିଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ରାଧିକା : ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିବା ସିରିଏଲ “ନୂଆ ବୋହୁ” ଆପଣ ମାନେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଲିଡ ନାୟିକା ଭାବେ ରାଧିକା ଅଭିନୟ କରୁଥିଲେ ଯାହାକୁ ଦର୍ଶକ ଏମାନେ ବେଶ ପସନ୍ଦ କରିଛନ୍ତି । ଏହି ଭିଡିଓ ରେ ରାଧିକା ତାଙ୍କ ଭାଇ ଙ୍କ ସହ ନଜର ଆସୁଛନ୍ତି ଯାହାଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ରହିବା ସହ ରାଧିକା ନିଜ ଭାଇ କୁ ବହୁତ ଭଲ ପାଆନ୍ତି ।

୨- ଶ୍ରଦ୍ଧା : ତରଙ୍ଗ ଚ୍ଯାନେଲ ରେ ପରସାରିତ ହେଉଥିବା ସିରିଏଲ “କୁଆଁରୀ ବୋହୁ” ରେ ଲିଡ ନାୟିକା ଭାବେ ଶ୍ରଦ୍ଧା ଅଭିନୟ କରୁଛନ୍ତି । ତାଙ୍କର ଖୁବ ସୁନ୍ଦର ଅଭିନୟ ପାଇଁ ସେ ଲୋକପ୍ରିୟ ହୋଇ ପାରିଛନ୍ତି । ଏହି ଭିଡିଓ ରେ ଶ୍ରଦ୍ଧା ଙ୍କ ସହ ତାଙ୍କ ଭାଇ ନଜର ଆସୁଛନ୍ତି ।

୩- ଏଲିନା ସାମନ୍ତରାଏ : ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଓଡିଆ ଫିଲମରେ ଅଭିନେତ୍ରୀ ଏଲିନା ସାମନ୍ତରାଏ ଙ୍କୁ ନିଶ୍ଚୟ ଦେଖିଥିବେ । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଏହି ଭିଡିଓ ରେ ଏଲିନା ତାଙ୍କ ଭାଇ ଙ୍କ ସହ ନଜର ଆସୁଛନ୍ତି ।

୪- ରୁଦ୍ରୀ : ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ “ମାୟା” ରେ ମୁଖ୍ୟ ଅଭିନେତ୍ରୀ ଭାବେ ରୁଦ୍ରୀ ନଜର ଆସୁଛନ୍ତି । ତାଙ୍କର ଅଭିନୟ ପାଇଁ ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଭିଡିଓ ରେ ରୁଦ୍ରୀ ତାଙ୍କର ଗୋଟିଏ ମାତ୍ର ସାନ ଭାଇ ଙ୍କ ସହ ନଜର ଆସୁଛନ୍ତି ।

୫- ତାରିଣୀ : ଆପଣ ମାନେ ତରଙ୍ଗ ଟିଭିରେ ପରସାରିତ ହେଉଥିବା ସିରିଏଲ “ତାରିଣୀ ଆଖିରେ ତାରା” ରେ ଅନାଭିନେତ୍ରୀ ତାରିଣୀ ଙ୍କୁ ଲିଡ ନାୟିକା ଭାବେ ଅଭିନୟ କରୁ ଥିବାର ଦେଖିଥିବେ । ସେ ନିଜର ସୁନ୍ଦର ଅଭିନୟ ପାଇଁ ସିରିଏଲ ଟି ଖୁବ ପପୁଲାର ହୋଇ ପାରିଛି । ଏହି ଭିଡିଓ ରେ ତାରିଣୀ ତାଙ୍କ ଭାଇ ଙ୍କ ସହ ନଜର ଆସୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଟିଭି ଜଗତର କଳାକାର ମାନଙ୍କର ଅଭିନୟ କିପରି ଲାଗିଲା ଆମ କୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *