Ollywood ଜଗତର ଫେମସ ଯୋଡି ମାନଙ୍କ ମଧ୍ୟରେ କେତେ ଅଛି ବୟସର ଅନ୍ତର, Sabya ଓ Archita ଙ୍କ ମଧ୍ୟରେ ଥିବା ଅନ୍ତର ଜାଣି ବିଶ୍ଵାସ ହେବନି!

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳାକାର ମାନେ ଲୋକପ୍ରିୟ ହାସଲ କରିବାରେ ସଫଳ ହୋଇଛନ୍ତି । କିଛି କଳାକାର ମାନେ ନିଜର ସୁନ୍ଦର ଅଭିନୟ ବ୍ଯତୀତ ନିଜର ଷ୍ଟାଇଲିସ ଅନ୍ଦାଜ ଓ ବ୍ୟକ୍ତିତ୍ବ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି । ଓଡିଆ ଜଗତର କଳାକାର ମାନେ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ସେଲିବ୍ରେଟି ଯୋଡି ମାନଙ୍କ ମଧ୍ୟରେ ବଯସର ଅନ୍ତର ଯେତେ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ୧- “ସବ୍ୟସାଚୀ ଓ ଅର୍ଚ୍ଚିତା” : ଓଡିଆ ଇଣ୍ଡଷ୍ଟ୍ରିର ସବୁଠାରୁ ଦମଦାର ଯୋଡି ଭାବେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଯୋଡି ଖୁବ ଲୋକପ୍ରିୟ ଅଟେ । ଦୁହେଁ ରିୟଲ ଲାଇଫରେ ମଧ୍ୟ ପରସ୍ପରକୁ ବିବାହ କରିଛନ୍ତି । ଅର୍ଚ୍ଚିତାଙ୍କ ଠାରୁ ସବ୍ୟସାଚୀ ୧୪ ବର୍ଷ ବଡ ଅଟନ୍ତି । ଅନେକ ଓଡିଆ ଫିଲ୍ମରେ ଦୁହେଁ ଅଭିନୟ କୃ ଫିଲ୍ମକୁ ହିଟ କରିବାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

୨- “ବର୍ଷା ପ୍ରିୟାଦର୍ଶିନୀ ଓ ଅନୁଭବ ମହାନ୍ତି” : ଓଲିଉଡ ଜଗତର ଲୋକପ୍ରିୟ ଯୋଡି ଭାବେ ଅନୁଭବ ଓ ବର୍ଷା ପରିଚିତ ଅଟନ୍ତି । ରିୟଲ ଲାଇଫରେ ଦୁହେଁ ପରସ୍ପରକୁ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅନୁଭବ ବର୍ଷାଙ୍କ ଠାରୁ ବୟସରେ ୩ ବର୍ଷ ବଡ ଅଟନ୍ତି । ଦୁହେଁ ଅନେକ ଓଡିଆ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରି ଖୁବ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ।

୩- “କୋୟଲ ବାନାର୍ଜୀ ଓ ବବି ମିଶ୍ର” : ଅଭିନେତା ବବି ମିଶ୍ର ବଙ୍ଗାଳୀ ନାୟିକା କୋୟଲ ବାନାର୍ଜୀଙ୍କୁ ପ୍ରେମ କରି ବିବାହ କରିଥିଲେ ମଧ୍ୟ ଦୁହେଁ ବର୍ତ୍ତମାନ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ବବି କୋୟଲଙ୍କ ଠାରୁ ବୟସରେ ୬ ବର୍ଷ ବଡ ଅଟନ୍ତି । ଦୁହେଁ ଅନେକ ଫିଲ୍ମରେ ଅଭିନୟ କରିବାର ନଜର ଆସିଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି ।

୪-“ମୋନାଲିସା କାନୁନ ଗୋ ଓ ଦେବାଶିଷ ମହାପାତ୍ର” : ଟିଭି ଜଗତରେ ଅନେକ ଆଲବମ ଓ ଫିଲ୍ମରେ ଏକାଠି କାମ କରି ମୋନାଲିସା ଓ ଦେବାଶିଷ ପରସ୍ପରକୁ ଭଲ ପାଇ ବିବାହ କରିଛନ୍ତି । ମୋନାଲିସାଙ୍କ ଠାରୁ ଦେବାଶିଷ ବୟସରେ ୩ ବର୍ଷ ବଡ ଅଟନ୍ତି । ମୋନାଲିସା ଓ ଦେବାଶିଷଙ୍କ ଯୋଡି ରିୟଲ ଲାଇଫରେ ବେସ ସୁନ୍ଦର ଅଟେ ।

୫- “ମାମା ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର” : ଓଲିଉଡ ଜଗତର ସବୁଠାରୁ ଜବରଦସ୍ତ ଯୋଡି ଭାବେ ମାମା ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର ପରିଚିତ ଅଟନ୍ତି । ଦୁହେଁ ପରସ୍ପରକୁ ଶୁଟିଙ୍ଗ ସେଟରୁ ଭଲ ପାଇଁ ମ୍ୟାରେଜ କରିଛନ୍ତି । ମାମାଙ୍କ ଠାରୁ ସିଦ୍ଧାନ୍ତ ୪ ବର୍ଷ ବଡ ଅଟନ୍ତି । ଦୁହେଁ ଅନେକ ଓଡିଆ ଫିଲ୍ମରେ ଏକାଠି ଅଭିନୟ କରିବାର ନଜର ଆସିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *