ସବୁଠାରୁ ପ୍ରସିଦ୍ଧ Ollywood ହିରୋମାନଙ୍କ ରିଅଲ୍ ଲାଇଫ୍ ମା’ଙ୍କୁ ଆଗରୁ କେବେ ଦେଖି ନଥିବେ

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ଯୋଗୁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । କିଛି କଳାକାର ମାନେ ନିଜର ଅନ୍ଦାଜ ଓ ଲୁକ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଓଡିଆ ଜଗତର କଳାକାର ମାନଙ୍କର ରିୟାଲ ଲାଇଫ ଫ୍ୟାମିଲି ମଧ୍ୟ ରହିଛି ଯାହା ବିଷୟରେ ଖୁବ ଲୋକ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଜଗତର ଅଭିନେତା ମାନଙ୍କର ରିୟଲ ଲାଇଫ ମା ମାନେ କିଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଅନୁଭବ ମହାନ୍ତି : ଓଡିଆ ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କୁ ଆପଣ ମାନେ ବେଶ ଭାବ ଭାବେ ଜାଣିଥିବେ । ତାଙ୍କ ମାଙ୍କ ନାଁ ହେଉଛି ମଧୁସ୍ମିତା ମହାନ୍ତି ଯାହାଙ୍କୁ ଅନୁଭବ ବହୁତ ଭଲ ପାଆନ୍ତି ।

୨- ସବ୍ୟସାଚୀ ମିଶ୍ର : ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ଲୋକପ୍ରିୟ ଅଭିନେତା ସବ୍ୟସଚୀ ମିଶ୍ର ଯିଏ ଓଡିଆ ଜାଗାରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କ ମାଙ୍କ ନାଁ ହେଉଛି ସୁଷୁମା ମିଶ୍ର ଯିଏ ଜଣେ ଡାକ୍ତର ଅଟନ୍ତି ।

୩- ଅର୍ଦ୍ଧେନ୍ଦୁ ସାହୁ : ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଯିଏ ଖୁବ କମ ସମୟରେ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ରେ ତାଙ୍କ ରିୟଲ ଲାଇଫ ମାଙ୍କ ଫୋଟୋ ରହିଛି ।

୪- ଦୀପକ କୁମାର : ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଲୋକପ୍ରିୟ ଅଭିନେତା ଦୀପକ କୁମାର ଯିଏ ସିରିଏଲ ଓ ଫିଲ୍ମ ଜଗତରେ ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି । ଏହି ରେ ଦୀପକଙ୍କ ମାଙ୍କର ଫୋଟୋ ରହିଛି ।

୫- ଜ୍ଯୋତି ରଞ୍ଜନ ନାୟକ : ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଓଡିଆ ଫିଲ୍ମରେ ଅଭିନୟ କରି ସାରିଛନ୍ତି ଅଭିନେତା ଜ୍ଯୋତି ରଞ୍ଜନା ନାୟକ । ଏହି ରେ ତାଙ୍କ ମାଙ୍କର ଫୋଟୋ ରହିଛି ।

୬- ବାବୁସାନ ମହାନ୍ତି : ଓଡିଆ ଜଗତର ଚକଲେଟ ହିରୋ ହେଉଛନ୍ତି ବାବୁସାନ ମହାନ୍ତି । ତାଙ୍କ ମା ହେଉଛନ୍ତି ଅପରାଜିତା ମହାନ୍ତି ଯିଏ ଜଣେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ।

୭- ଜଏଜୀତ ଦାସ : ଆପଣ ମାନେ ସମସ୍ତେ ଅଭିନେତା ଜାଏଜିତ ଦାସଙ୍କୁ ଅନେକ ସାରା ଓଡିଆ ସିରିଏଲରେ ଅଭିନୟ କରି ସାରିଛନ୍ତି । ତାଙ୍କ ମାଙ୍କ ନାଁ ହେଉଛି ବାବିତା ଦାସ ।

୮- ସଂବିତ ଆଚାର୍ଯ୍ୟ : ଓଡିଶାର ଲୋକପ୍ରିୟ ଅଭିନେତା ଭାବେ ସଂବିତ ଆଚାର୍ଯ୍ୟ ପରିଚିତ ଅଟନ୍ତି । ଏହି ରେ ତାଙ୍କ ମାଙ୍କ ଫୋଟୋ ରହିଛି ।

୯- ସ୍ଵରାଜ ବାରିକ : ଓଡିଆ ଜଗତରେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଅଭିନେତା ହେଉଛନ୍ତି ସ୍ଵରାଜ ବାରିକ । ତାଙ୍କ ମାଙ୍କ ନାଁ ହେଉଛି କଳ୍ପନା ଦାସ ।

୧୦- ଅରିନ୍ଦମ ରାଏ : ଓଡିଆ ଜଗତରେ ଜବରଦସ୍ତ ଅଭିନୟ କରି ଲୋକପ୍ରିୟ ହାସଲ କରିଥିବା ଅଭିନେତା ହେଉଛନ୍ତି ଅରିନ୍ଦମ ରାଏ । ଏହି ରେ ତାଙ୍କ ମାଙ୍କର ଫୋଟୋ ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *