ଦେଖନ୍ତୁ Video: Ollywood ଷ୍ଟାର Sritam Dasଙ୍କ ଏହି କମ ଦେଖି ଆପଣ ବି କରିବେ ପ୍ରଶଂସା

କରୋନା ମହାମାରୀ କାରଣରୁ ସରକାରଙ୍କ ଲକଡାଉନ ସଟଡାଉନ ଭଳି କଟକଣା ସମସ୍ତଙ୍କୁ ଦରିଦ୍ରତା ମଧ୍ୟକୁ ଠେଲି ଦେଇଛି । ପ୍ରାୟତଃ କରୋନା କାରଣରୁ ୧.୫ ବର୍ଷ ହେବ ନିଜର କାମଧନ୍ଦା ଛାଡି ଘରେ ବସିଛନ୍ତି । ଅନ୍ୟ ପଟେ କରୋନାର ଭୟ ତ ଲୋକମାନେ ବାହାରକୁ ବି କୌଣସି କାମ ପାଇଁ ଯାଇ ପାରୁ ନାହାନ୍ତି ।

କାମ ନ ମିଳିବାରୁ ଘରେ ଆର୍ଥିକ ସମସ୍ୟା ଦେଖା ଦେଉଛି । ଏମିତିରେ ଲୋକମାନେ ନାହିଁ ନଥିବା ମଧ୍ୟରେ ଚାଲୁଛନ୍ତି । କିନ୍ତୁ ଏହି ଅଭାବନୀୟ ପରିସ୍ଥିତି ମଧ୍ୟରେ ବହୁତ ସ୍ଵେଚ୍ଛାସେବୀ ସଂଗଠନ ଓ କେତେକ ଷ୍ଟାର ଓ ନେତାମାନେ ନିଜ ନିଜ ସାମର୍ଥ୍ୟ ହିସାବରେ ଗରିବ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ବସ୍ତ୍ର ଇତ୍ୟାଦି ଦାନ କରୁଛନ୍ତି । ଏହିଭଳି କିଛି ବର୍ତ୍ତମାନ ଓଲିଉଡ ଷ୍ଟାର ଶ୍ରୀତମ ଦାସ କରିଛନ୍ତି ।

କହିଦେଉଛୁ କି ଓଲିଉଡ ଦୁନିଆରେ ଶ୍ରୀତମ ଦାସ ଜଣେ ଜଣାଶୁଣା ନାଁ ଅଟନ୍ତି । ଶ୍ରୀତମ ଦାସ ଓଲିଉଡର ବହୁତ ଓଡିଆ ଫିଲ୍ମରେ ନଜର ଆସିସାରିଛନ୍ତି । ତାଙ୍କର ଅଭିନୟ ଦର୍ଶକମାନଙ୍କୁ ବହୁତ ପସନ୍ଦ ବି ଲାଗେ । ଏହା ସହିତ ସେ କେତେକ ରିୟାଲିଟି ଶୋରେ ବି ଜଜ ରୂପରେ ବି ନଜର ଆସିସାରିଛନ୍ତି । ଶ୍ରୀତମ ଦାସଙ୍କ ଲୋକପ୍ରିୟ ଓଡିଶାରେ ବହୁତ । ଶ୍ରୀତମ ଦାସ ଏହା ମଧ୍ୟରେ ସେ କିଛି ଗରିବ ଲୋକମାନଙ୍କୁ ଖାଇବା ବାଣ୍ଟୁଥିବାର ନଜର ଆସିଛନ୍ତି ।

ସେ ପ୍ରଥମେ କିଛି ଗରିବ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ । ଏହା ପରେ ଅନ୍ୟ କିଛି ଲୋକମାନଙ୍କୁ ନିଜେ ରୋଷେଇ କରି ଖାଦ୍ୟ ଦେଇଛନ୍ତି । ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି ଶ୍ରୀତମ ଦାସ ଗରିବ ଲୋକମାନଙ୍କୁ ଖାଦ୍ୟ ଜିନିଷ ବାଣ୍ଟିଛନ୍ତି ।

ସେ କିଛି ବସ୍ତି ଅଞ୍ଚଳକୁ ଯାଇ ଲୋକମାନଙ୍କର ଅଭାବ ଓ ଅସୁବିଧା ବିଷୟରେ ମଧ୍ୟ ପଚାରି ବୁଝିଛନ୍ତି । କହିଦେଉଛୁ କି ଶ୍ରୀତମ ଦାସ କଟକରେ ଯେମିତି କି କୋଭିଡ ସଂଖ୍ୟା କମ ହେବ ସେଥିପାଇଁ ସମସ୍ତ ବସ୍ତି ବୁଲି ବୁଲି ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି ।

ଏହାକୁ ନେଇ ଶ୍ରୀତମ ଦାସ କହିଲେ କି ମୋ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମୁଁ ଗରିବ ଲୋକମାନଙ୍କ ସେବା କରିବି । ରାମ କ୍ରିଷ୍ଣ ୟଙ୍ଗ କ୍ଳବର ସଭାପତି ସଂଜୀବ କୁମାର ବନିକ ନିଜ କ୍ଲବର ସମସ୍ତ ମେମ୍ବରଙ୍କ ସହ ମିଶି ଶ୍ରୀତମ ଦାସଙ୍କୁ ଏହି କାମରେ ସାହାର୍ଯ୍ୟ କରିଛନ୍ତି । ରାମ କ୍ରିଷ୍ଣ ୟଙ୍ଗ କ୍ଳବର ମେମ୍ବରମାନେ ଲକଡାଉନ ଆରମ୍ଭରୁ ହିଁ ଏହିଭଳି କାମ କରି ଆସୁଛନ୍ତି ।

ରାମ କ୍ରିଷ୍ଣ ୟଙ୍ଗ କ୍ଳବର ମେମ୍ବରମାନେ ଓ ଶ୍ରୀତମ ଦାସ ମିଶି କେତେକ ରିକ୍ସାବାଲାଙ୍କୁ ମଧ୍ୟ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ଶ୍ରୀତମ ଦାସ ଆଗକୁ କହିଛନ୍ତି କି ସେ ଏହିଭଳି ଆହୁରୁ ଅଧିକରୁ ଅଧିକ ଲୋକମାନଙ୍କର ସାହାର୍ଯ୍ୟ କରିବା ଇଚ୍ଛୁକ ଅଛନ୍ତି ଓ ସେ ସାହାର୍ଯ୍ୟ ମଧ୍ୟ କରିବେ । ତାଙ୍କର ଏହି ମହାନତା ପାଇଁ ଗୋଟେ ଲାଇକ ଓ ଶେୟାର କରନ୍ତୁ ଏବଂ ଆଗକୁ ଆମ ସହ ରହିବା ପାଇଁ ଆମ ଏଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *