Ollywood ଇଣ୍ଡଷ୍ଟ୍ରିର ଅଭିନେତ୍ରୀ Elina Samantray ଫିଲ୍ମ ନ ମିଳିବାରୁ କିପରି ସମୟ କାଟୁଛନ୍ତି, ଦେଖନ୍ତୁ

ଓଲିଉଡ ଜଗତରେ ଜବରଦସ୍ତ ଅଭିନୟ କରୁଥିବା କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ଲୁକ ଓ ପର୍ଶନାଲିଟିକୁ ନେଇ ବେଶ ଚର୍ଚ୍ଚା ରେ ରହିଛନ୍ତି । କିଛି ଦିନ ହେବ କୋରୋନା ମହାମାରୀ ଯୋଗୁ ଫିଲ୍ମ ଶୁଟିଙ୍ଗ ବଡ ରହିଥିଲା । କିନ୍ତୁ ବର୍ତ୍ତମାନ କୋରୋନା କଟକଣା କୋହଳ ହେବାରୁ ଫିଲ୍ମ ଶୁଟିଙ୍ଗ ଆରମ୍ଭ ହୋଇଛି । କିନ୍ତୁ ଏ ଯାଏଁ କିଛି କଳାକାର ମାନଙ୍କୁ ଫିଲ୍ମ ମିଳି ନାହି ଯାହା ଫଳରେ ସେମାନଙ୍କର ଅବସ୍ଥା ଶୋଚନୀୟ ହୋଇ ପଡିଛି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ଫିଲ୍ମ ନ ମିଳିବାରୁ ଅବସ୍ଥା କଣ ହୋଇଛି । ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ଅଭିନେତ୍ରୀ ଏଲିନା ସାମନ୍ତରାଏ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଜଗତରେ ଅନେକ ଫିଲ୍ମ ଜବରଦସ୍ତ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ସେ ଓଡିଆ ରିୟାଲିଟି ସୋ ମାଧ୍ୟମରେ ଓଡିଆ ଇଣ୍ଡଷ୍ଟ୍ରି କୁ ଏଣ୍ଟ୍ରି କରିଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡିର କଳାକାର ମାନଙ୍କ ସହ ବହୁତ ସାରା ଫିଲ୍ମ କରି ସାରିଛନ୍ତି । ଯାହା ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେବା ସହ ପ୍ରଶଂସା ମଧ୍ୟ କରିଛନ୍ତି ।

ବର୍ତ୍ତମାନ ଯାଏଁ ଏଲିନାଙ୍କୁ କୌଣସି ଫିଲ୍ମ ନ ମିଳିବାରୁ ସେ ଗରିବ ଲୋକଙ୍କ ଭଳି ଜୀବନ ବିତାଉଛନ୍ତି । ଏହି ଖବର ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ପ୍ରକୃତ କଥା ହେଉଛି ଏଲିନା ଙ୍କର ଆଗକୁ ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି । ଯେଉଁଥିରେ ସେ ଗରିବ ଦୁଖୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଭିଡିଓ ରେ ଯେଉଁ ଦୃଶ୍ୟ ହେଉଛି ତାହା ଏଲିନାଙ୍କର ଫିଲ୍ମ ଶୁଟିଙ୍ଗ କରିବାର ଭିଡିଓ ।

ଏହି ଫିଲ୍ମରେ ଏଲିନା ଗୋଟେ ଗରିବ ସ୍ତ୍ରୀଙ୍କ ଭଳି ଜୀବନ ବିତାଉଛନ୍ତି । ଏହା ସହ ତାଙ୍କ ସ୍ଵାମୀ ଇ ତାଙ୍କ ଜୀବନରେ ଏକ ଜବରଦସ୍ତ ଟ୍ଵିଷ୍ଟ ଆସିବାକୁ ଯାଉଛି ଏହି ଫିଲ୍ମ ରେ । ଏହି ଟ୍ଵିଷ୍ଟ ରୁ ଏଲିନା ତାଙ୍କ ପରିବାରକୁ କିପରି ଭାବେ ରକ୍ଷା କରୁଛନ୍ତି ତାହା ଏହି ଫିଲ୍ମ ରିଲିଜ ହେବା ପରେ ଜଣା ପଡିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏଲିନା ସାମନ୍ତରାଏଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *