ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ ଦୁଇ ମାସ ତଳେ ମୁଣ୍ଡଳୀ ବ୍ରିଜରେ ହାତୀରାଜ ମିସନରେ ହାତୀକୁ ଉଦ୍ଧାର କରିବା ସମୟରେ ଯେଉଁ ଦୁ-ର୍ଘ-ଟ-ଣା ଘଟିଥିଲା ତାହା ଆଜି ବି ଲୋକଙ୍କ ମନରେ ଘର କରି ରହିଛି । ଅଟିଭି ର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଯିଏ ହାତୀକୁ ଉଦ୍ଧାର କରିବାକୁ ଯାଇ ପାଣିରେ ବୁଡି ଯିବାରୁ ତାଙ୍କର ପ-ର-ଲୋ-କ ଘଟିଥିଲା । ହାତୀ ଟି ମୁଣ୍ଡଳୀ ବ୍ରିଜ ରେ ଫସି ଯାଇ ଥିବାରୁ ବାହାରି ପାରି ନ ଥିଲା ।
ଏହି କଥା ଟି ପ୍ରଚାର ହେବା ପରେ ହାତୀକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ସହ ଯୁବ ସାମ୍ବାଦିକ ଅରିନ୍ଦମ ଦାସ କ୍ୟାମେରା ନେଇ ଏହି ଘଟଣା କୁ କ୍ୟାପଚାର କରିବା ପାଇଁ ଯାଇଥିଲେ । କିନ୍ତୁ ପାଣିର ପ୍ରଖର ସ୍ରୋତ ରେ ବୋଟ ଟି ବାଲାନ୍ସ ନ ସମ୍ବାଳି ପାରି ବୁଡି ଯାଇଥିଲା । ଯାହା ପାଇଁ ଅରିନ୍ଦମ ଦାସ ଅନେକ ସମୟ ଧରି ପାଣି ଭିତରେ ବୁଡି ଜୀବନ ମ-ର-ଣ ପଛରେ ସଂ-ଘ-ର୍ଷ ଜାରି ରଖିଥିଲେ । କିନ୍ତୁ ତାଙ୍କର ଅନେକ ଉଦ୍ୟମ ପରେ ମଧ୍ୟ ସେ ବଞ୍ଚି ପାରି ନ ଥିଲେ । ଶେଷରେ ତାଙ୍କର ମୃ-ତ ଶରୀର ପାଣିରୁ ଉଦ୍ଧାର କର ଯାଇଥିଲା ।
ଏମିତି କି ଏହି ଘଟଣା ରେ ଜଣେ ଓଡ୍ରାଫ ଙ୍କ ମଧ୍ୟ ମୃ-ତ୍ୟୁ ଘଟିଥିଲା । ତେବେ ଅରିନ୍ଦମ ଦାସଙ୍କୁ ମାନେ ରଖିବା ପାଇଁ ସୋର ରେ ତାଙ୍କ ସ୍ମୂରତି ରେ ଏକ ମୂର୍ତ୍ତି ସ୍ଥାପନ କରା ଯାଇଛି । ସୋର ରେ ହେଉଥିବା ଏକ ପର୍ବରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ଲୋକ ମାନେ ମତ ଦେଇଛନ୍ତି ଯେ ମୁଣ୍ଡଳୀ ବ୍ରିଜ ଘଟଣା ବହୁତ ଦୁଖଦାୟକ ଥିଲା ଯାହାକୁ କେହି କେବେ ଭୁଲି ପାରିବେ ନାହି । ଏହି ପର୍ବ ରେ ଅରିନ୍ଦମଙ୍କ ସ୍ମୂରତିରେ ସୁନ୍ଦର ଡେକୋରେସନ କରା ଯାଇଛି ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ବସ୍ତୁ ହୋଇ ପଡିଛି ।
ଏହି ମେଳାରେ ଲୋକ ମାନଙ୍କର ଭିଡ ଜମିବା ସହ ଅରିନ୍ଦମ ଦାସଙ୍କ ପ୍ରତିମୂର୍ତ୍ତି ଦେଖିବା ପାଇଁ ମଧ୍ୟ ଲୋକ ମାନଙ୍କର ଗହାଳି ଦେଖା ଯାଉଛି । ଏହି ସ୍ମୃ-ତି କୁ ଯେଉଁ ଶିଳ୍ପୀ ତିଆରି କରିଛନ୍ତି ତାଙ୍କୁ ସଲାମ କରିବା ଉଚିତ । ଓଡିଶାରୁ ଜଣେ ଭଲ ସାମ୍ବାଦିକ ଚାଲି ଯାଇଛନ୍ତି ବୋଲି ଲୋକ ମାନେ ରାଏ ଦେଇଛନ୍ତି । ତେବେ ବାସ୍ତବରେ କହିବାକୁ ଗଲେ ଯେଉଁ ଶିଳ୍ପୀ ମାନେ ଏହି ପ୍ରତିମୂର୍ତ୍ତି କି ନିର୍ମାଣ କରିଛନ୍ତି ତାହା ପ୍ରଶଂସା ଯୋଗ୍ୟ ଅଟେ । ଏହା ଦ୍ଵାରା ଚିର ଦିନ ପାଇଁ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଲୋକ ମାନଙ୍କ ଅମନରେ ସ୍ମୃ-ତି ହୋଇ ରହିବେ ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।