ଓଟିଭି ଚ୍ୟାନେଲର ବରିଷ୍ଠ ସାମ୍ବାଦିକ Arindam Dasଙ୍କ ପରିବାର….

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଏକ ଦୁଖ ଖବର ଆସି ପହଞ୍ଚିଛି । ସୂଚନା ମୁତାବକ ଓଟିଭି ର ସାମ୍ବାଦିକ ଅରିନ୍ଦମ ଦାସଙ୍କର ଶୁକ୍ରବାର ଦିନ ମୁଣ୍ଡଳି ଠାରେ ବୋଟ ଓଲଟି ପଡିବାରୁ ପାଣିରେ ବୁଡି ଯାଇ ମୃ-ତ୍ୟୁ-ବ-ର-ଣ ହୋଇଛି । ମୁଣ୍ଡାଳି ଠାରେ ଫସିଥିବା ହାତୀ କୁ ଉଦ୍ଧାର କରିବାକୁ ଯାଇ ଟିମ ପାଣି ଭିତରକୁ ଯାଇଥିଲା । ସେହି ବୋଟରେ ଓଟିଭି ର କ୍ୟାମେରା ମ୍ୟାନ ଓ ଅରିନ୍ଦମ ଦାସ ମଧ୍ୟ ରହିଥିଲେ । ସେହି ସମୟରେ ହାତୀ କୁ ଉଦ୍ଧାର କରିବାକୁ ଯାଇଥିବା ଟିମର ବୋଟ ପାଣି ଭିତରକୁ ଓଲଟି ପଡିଥିଲା । ସେଥିରେ ଥିବା ଅରିନ୍ଦମ ଦାସଙ୍କ ସହ ଓଡ୍ରାପ କର୍ମଚାରୀ ପାଣି ଭିତରେ ବୁଡି ଯାଇଥିଲେ । ପାଣିର ପ୍ରଖର ସ୍ରୋତ ଭିତରେ ସମସ୍ତେ ଫସି ଯାଇଥିଲେ ।

ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପାଣିରୁ ସମସ୍ତଙ୍କୁ ଉଦ୍ଧାର କରା ଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ମେଡିକାଲରେ ପହଞ୍ଚିବା ବେଳକୁ ଅରିନ୍ଦମଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ସାମବାଦିକ ଅରିନ୍ଦମ ଏମତି ଜଣେ ବ୍ୟକ୍ତି ଥିଲେ ଯିଏ ସବୁ କ୍ଷେତ୍ର ରେ କୌଣସି କାମ କରିବା ପୂର୍ବରୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଥିଲେ । ବାତ୍ୟା ହେଉ ବା ବନ୍ୟା ହେଉ ତାଙ୍କୁ ସବୁ କ୍ଷେତ୍ର ରେ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳୁଥିଲା । ଫଣୀ ବାତ୍ୟା ରେ ମଧ୍ୟ ତାଙ୍କୁ ଗ୍ରାଉଣ୍ଡ ଜିରୋ ଭାବେ ଦେଖିବାକୁ ମିଳିଥିଲା । ଏହା ପରେ ସେ ଲୋକଙ୍କ ଆଗରେ ନିଜକୁ ପରିଚିତ କରାଇ ପାରିଥିଲେ ।

ତାଙ୍କର ଅ-ପ-ରା-ଧ ଠାରୁ ଆରମ୍ଭ କରି ରାଜନୀତି ଯାଏଁ ଦକ୍ଷତା ଭାରି ରହିଥିଲା । ତାଙ୍କର ଅ-କା-ଳ ମୃ-ତ୍ୟୁ ହେବା ଦ୍ଵାରା ସାମବ୍ଦିକ ଜଗତରେ ଶୋ-କର ଛାୟା ଖେଳି ଯାଇଛି । ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନି-ଧ-ନ ପରେ ତାଙ୍କ ଅ-କା-ଳ ବି-ୟୋ-ଗ-କୁ ନେଇ ଶୋ-କ ପ୍ରକାଶ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଟ୍ବିଟ କରି ଲେଖିଛନ୍ତି ଯେ “ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନି-ଧ-ନ ହେବା ପାଇଁ ମୁଁ ବହୁତ ଦୁଖିତ” ।

ଓଡିଶାର ସାମ୍ବାଦିକ ମାନଙ୍କ ପାଇଁ ଏହା ଏକ ଅପୂରଣୀୟ କ୍ଷତି ଅଟେ ଯାହା କେବେ ପୁରା ହୋଇ ପାରିବ ନାହି । ତେବେ “ଅରିନ୍ଦମଙ୍କ ଆତ୍ମାର ସଦ୍ଗତି ନିମନ୍ତେ ସମସ୍ତଙ୍କର ମୁଁ ଆସୁ ଆରୋଗ୍ଯ କାମନା କରୁଛି” ଏହି ଭଳି କିଛି ନବୀନ ପଟ୍ଟନାୟକ ଟ୍ବିଟ କରି ଲେଖିଛନ୍ତି । ତେବେ ଆମେ ମାନେ ସମସ୍ତେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଆ-ତ୍ମାର ସଦଗତି ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *