OTV ଚ୍ୟାନେଲର ଯୁବ ସାମ୍ବାଦିକ Arindam Das ଙ୍କ ଅନ୍ତିମ ସଂସ୍କାର Live Video

ନମସ୍କାର ବନ୍ଧୁଗଣ । ଗତ କାଲୀ ଶୁକ୍ରବାର ଦିନ ଓଟିଭି ଚ୍ୟାନେଲର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କର ମହାନଦୀରେ ଦନ୍ତା ହାତିକୁ ଉଦ୍ଧାର କରିବା ସମୟରେ ପାଣିରେ ବୁଡି ଯାଇ ମୃ-ତ୍ୟୁ-ବ-ର-ଣ ହୋଇଛି । ଅରିନ୍ଦମ ଉଦ୍ଧାର କର୍ମଚାରୀ ମାନଙ୍କ ସହ ବୋଟରେ ଯାଇଥିବା ବେଳେ ହଟାତ ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ପାଣିରେ ବୁଢିଯିବା ଯୋଗୁ ତାଙ୍କର ଅ-କା-ଳ ବି-ୟୋ-ଗ ଘଟିଛି । ଦାନତା ହାତୀଟି ମହାନଦାୟରେ ଫସି ଥିବାର ଖବର ଶୁଣିବାରେ ODRAF ଟିମ ଉଦ୍ଧାର ପାଇଁ ପାଣି ଭିତରକୁ ଯାଇଥିଲେ । କିନ୍ତୁ ପାଣିର ସ୍ରୋତ ଏତେ ଜୋରରେ ଥିଲା କି ଉଦ୍ଧାର କର୍ମକାହାରୀ ମାନଙ୍କ ସହ ଅରିନ୍ଦମ ମଧ୍ୟ ପାଣିରେ ବୁଡି ଯାଇଥିଲେ ।

ଯେତେବେଳେ ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଗଲା ସେତେ ବେଳକୁ ଅରିନ୍ଦମଙ୍କର ମୃ-ତ୍ୟୁ ହୋଇ ସାରିଥିଲା । ତେବେ ଓଡ୍ରାଫ ଟିମର ଆଉ ଜଣେ ସଦସ୍ୟଙ୍କର ମଧ୍ୟ ରହି ଡଙ୍ଗା ବୁଡି ଘଟଣାରେ ମୃ-ତ୍ୟୁ ହୋଇଛି । ଅରିନ୍ଦମ ଓଡିଶାର ଜଣେ ଜଣାଶୁଣା ସାମ୍ବାଦିକ ଭାବେ ପରିଚିତ ଥିଲେ । ତାଙ୍କର ଶେଷ ରିପୋର୍ଟ କରିବା ଏହି ମହାନଦୀରେ ଶେଷ ହୋଇଛି । ସେ ବନ୍ୟା, ବାତ୍ୟା ଠାରୁ ଆରମ୍ଭ କରି ରାଜନୀତି ଓ ଅପରାଧ କ୍ଷେତ୍ର ରେ ରିପୋର୍ଟିଂ କରିବାରେ ଆଗରେ ରହିଥିଲେ । ମୁଖ୍ୟ ସାମ୍ବାଦିକ ଭାବେ ସେ ଓଟିଭି ଚ୍ୟାନେଲରେ କାର୍ଯ୍ୟ କରୁଥିଲେ ।

ଡାକ୍ତର ମାନଙ୍କ ଅନେକ ଚେଷ୍ଟା ପରେ ମଧ୍ୟ ଅରିନ୍ଦମଙ୍କର ନି-ଧ-ନ ହୋଇଛି । ଏହା ସହ ତାଙ୍କର ଜଣେ ସାଥି ପ୍ରଭାସଙ୍କର ଅବସ୍ଥା ଗମ୍ଭୀର ଅଛି ବୋଲି ସୂଚନା ମିଳିଛି । ଅରିନ୍ଦମ ଜଣେ ଜଣାଶୁଣା ଚେହରା ଥିଲେ ଓଡିଶାର ଯାହାଙ୍କୁ ଟିଭି ରିପୋର୍ଟ କରିବା ସମୟରେ ଗ୍ରାଉଣ୍ଡ ରିପୋର୍ଟରେ ଦେଖା ଯାଉଥିଲା । ତାଙ୍କର ପ-ର-ଲୋ-କ-ରେ ଅନେକ ରାଜନୀତି କରୁଥିବା ନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପଖରୁ ଶୋ- କ ପ୍ରକାଶ କରା ଯାଇଛି । ତାଙ୍କର ନି-ଧ-ନରେ ପୁରା ସାମ୍ବାଦିକ ଜଗତରେ ଶୋ-କର ଛାୟା ଖେଳି ଯାଇଛି ।

ଅରିନ୍ଦମଙ୍କ ଅ-କା-ଳ ମୃ-ତ୍ୟୁରେ ତାଙ୍କ ପରିବାର ଲୋକେ ପୁରା ଭାଙ୍ଗି ପଡିଛନ୍ତି । ଗୋଟେ ହାତୀକୁ ବଞ୍ଚାଇବା ପାଇଁ ଯାଇ ଅରିନ୍ଦମ ନିଜ ଜୀବନକୁ ବାଜି ଲଗାଇ ଦେଲେ ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ । ତାଙ୍କର ଏହି ମହାନ କାମ ପାଇଁ ଓଡିଶା ବାସୀ ତାଙ୍କୁ ସାଲୁଟ କରୁଛନ୍ତି । ଆମେ ସମସ୍ତେ ତାଙ୍କର ଆ-ତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କର ସାମ୍ବାଦିକ ଅରିନ୍ଦମ ଦାସଙ୍କ ସହ ଘଟିଥିବା ଘଟଣା ବିଷୟରେ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପଜେକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *