ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା, ବେଡରୁମର ପଙ୍ଖାରେ ଝୁଳୁଥିବାର ମିଳିଲା ଶବ… Suicide Note ରେ ଯାହା ଲେଖିଛନ୍ତି ଦେଖି ଆପଣଙ୍କ ଆଖିରେ ଆସିଯିବ ଲୁହ

ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରି ପାଇଁ ପୁଣି ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । କନ୍ନଡ ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ସୌଜନ୍ୟା ଆ-ତ୍ମ-ହ-ତ୍ୟା କରିଛନ୍ତି । ଅଭିନେତ୍ରୀଙ୍କ ଶ-ବ ତାଙ୍କର ବାଙ୍ଗଲୋର ସ୍ଥିତ ଘରର ବେଡରୁମରେ ମିଳିଛି । ପୋଲିସ କହିଛି କି ରୁମ ଭିତର ପଟୁ ବନ୍ଦ ଥିଲା । ଯେତେବେଳେ ତାକୁ ଭଙ୍ଗା ଗଲା ତେବେ ଅଭିନେତ୍ରୀଙ୍କ ଶ-ବ ପଙ୍ଖାରେ ଝୁଳୁଥିବା ଅବସ୍ଥାରେ ମିଳିଲା । ଅଭିନେତ୍ରୀଙ୍କ ଗୋଡ ଉପରେ ହୋଇଥିବା ଟାଟୁର ଚିହ୍ନ ଦ୍ଵାରା ତାଙ୍କୁ ଚିହ୍ନଟ କରା ଯାଇଛି ।

ଏହା ସହିତ ଘରୁ ଏକ ସୁସାଇଡ ନୋଟ ମଧ୍ୟ ମିଳିଛି । ସୌଜନ୍ୟା ବାଙ୍ଗଲୋରର ଦକ୍ଷିଣୀ ଜିଲ୍ଲାରେ କୁଂବଲଗୋଡୁର ଏକ ଅପାର୍ଟମେଂଟରେ ଏକୁଟିଆ ରହୁଥିଲେ । ସୁସାଇଡରୁ ଜଣା ପଡୁଛି କି ଅଭିନେତ୍ରୀ ନିଜର ମୃତ୍ୟୁ ପାଇଁ କାହାକୁ ବି ଦାୟୀ କହି ନାହାନ୍ତି ।

ପୋଲିସ ବି ଏହାକୁ ଆ-ତ୍ମ-ହ-ତ୍ୟା ବୋଲି କହୁଛି । ସୌଜନ୍ୟା ମୂଳ ରୂପରେ କୋଡଗୁ ଜିଲ୍ଲାର କୌଶଳନଗରର ବାସିନ୍ଦା ଥିଲା । ଅଭିନେତ୍ରୀ ସୌଜନ୍ୟା ନିଜର ସୁସାଇଡ ନୋଟରେ ପରିବାରକୁ କ୍ଷମା ମାଗିଛନ୍ତି କି ସେ ଏହିଭଳି ପଦକ୍ଷେପ ନେଉଛନ୍ତି । ଏହି ସୁସାଇଡ ନୋଟ ୨୭ ନଭେମ୍ବରକୁ ଲେଖା ଯାଇ ଥିଲା । ଅଭିନେତ୍ରୀ ଏହି ନୋଟରେ ଡିପ୍ରେସନରେ ଥିଲେ ବୋଲି କହିଛନ୍ତି । ପୋଲିସ ଏହି ମାମଲାରେ ବର୍ତ୍ତମାନ ସୌଜନ୍ୟାର ପରିବାର ଓ ତାଙ୍କର ବନ୍ଧୁମାନଙ୍କୁ ଜେରା କରୁଛି ।

ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛି କି ଅଭିନେତ୍ରୀର ଏହିଭଳି ଅବସ୍ଥା ପାଇଁ ସେ ନିଜେ ଦାୟୀ ଥିଲେ ନା ତାଙ୍କୁ ଏଥିପାଇଁ କିଏ ଉସକାଇଛି । ସୌଜନ୍ୟା ସୁସାଇଡ ନୋଟରେ ଏହା ବି ଲେଖିଛନ୍ତି କି ତାଙ୍କୁ କୌଣସି ରୋଗ ନ ଥିଲା । କିନ୍ତୁ ସେ ମାନସିକ ରୂପରେ ବହୁତ ଚିନ୍ତିତ ରହୁଥିଲେ । ସେ ନିଜର ନୋଟରେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି, ଯେଉଁମାନେ ଏହିଭଳି ସମୟରେ ତାଙ୍କର ସାଥ ଦେଇଛନ୍ତି । ସୌଜନ୍ୟା ପ୍ରସିଦ୍ଧ ଟିଭି ସିରିଏଲ ଗୁଡିକରେ କାମ କରିସାରିଛନ୍ତି ।

ସେ କେତେକ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଫିଲ୍ମରେ ବି କାମ କରିଛନ୍ତି । ପୋଲିସ ବର୍ତ୍ତମାନ ସେହି ଲୋକମାନଙ୍କ ଠାରୁ ବି କିଛି ପ୍ରମାଣ ଜୁଟାଇବାରେ ଚେଷ୍ଟା କରୁଛନ୍ତି । ଯାହାଙ୍କ ସହିତ ସୌଜନ୍ୟା କାମ କରିଛନ୍ତି । କନ୍ନଡ ଇଣ୍ଡଷ୍ଟ୍ରି ପାଇଁ ଏହା ଏକ ବହୁତ ବଡ ଆଶ୍ଚର୍ଯ୍ୟ କର ଖବର ଏଥିପାଇଁ କାରଣ କିଛି ଦିନ ପୂର୍ବେ ଅଭିନେତ୍ରୀ ଜୟଶ୍ରୀ ରମୈୟା ବି ଆ-ତ୍ମ-ହ-ତ୍ୟା କରିଥିଲେ । ତାଙ୍କର ସୁସାଇଡରେ ବି ମାନସିକ ଚିନ୍ତା ଓ ଷ୍ଟ୍ରଗଳର କାରଣ କୁହାଯାଇଛି । ଯେତେବେଳେ କି ଏହି ବର୍ଷ ଆରମ୍ଭରେ ବିଗ ବସ କନ୍ନଡର ପ୍ରତିଯୋଗୀ ଚୈତ୍ର କୂଟୂର ବି ଆ-ତ୍ମ-ହ-ତ୍ୟା କରିବାକୁ ଚେଷ୍ଟା କରିଥିଲେ ।

Leave a Reply

Your email address will not be published. Required fields are marked *