ପାଣି ପିଇବାର ସଠିକ ଉପାୟ, ୨୧ ଦିନ ଏହି ଭଳି ପିଅନ୍ତୁ ପାଣି: ଶରୀରରେ ଯାହା ହେବ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ-Swami Ramdev

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ କୌଣସି ମଣିଷ ଜୀବନରେ ପାଣି ବହୁତ ଆବଶ୍ୟକ ହୋଇଥାଏ କାହିଁକିନା ପାଣି ଆମ ଶରୀର ସବୁ ଅଙ୍ଗରେ ପହଞ୍ଚିଥାଏ ଓ ବିନା ପାଣି ଆମ ଶରୀର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ତେବେ ଓଜନ ବଢେଇବା ଠାରୁ ଓଜନ କମେଇବା ପର୍ଯ୍ୟନ୍ତ ପାଣି ବହୁତ ଆବଶ୍ୟକ ହୋଇଥାଏ ଏହା ଛଡା ପାଣି ପିବା ସମୟ ଓ ହଜମ କରିବା ସମୟ ଅନୁଯାଇ ଆମ ଓଜନ ବଢିଥାଏ ବା କମିଥାଏ । ତେବେ ଆଜି ଆମେ ଆପଣଙ୍କୁ ପାଣି ପିବା ସଠିକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ ଜୀବନରେ କିଛି ଅସୁବିଧା ଆସିବ ନାହିଁ ।

Image Courtesy: Google

ସକାଳୁ ଶୋଇକି ଉଠିବା ପରେ ଓ ରାତି ରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା କୁ ଡକ୍ଟର କୁହନ୍ତି । ଆମ ଦେହରେ ୭୦ ଭାଗ ପାଣି ଅଛି ହେଲେ ପାଣି ପିଇବା କମ୍ ପାଇଁ ବହୁତ ରୋଗ ହେଉଛି । ପ୍ରତିଦିନ ଏହି ପାଣିକୁ ପିଇବା ଦ୍ଵାରା ପେଟ ଦରଜ, ଗ୍ୟାସ, ଏସିଡିଟି ଓ ଥଣ୍ଡା ଭଳି ସମସ୍ୟା ଦୁର ହୋଇଥାଏ । ଯଦି ଆପଣ ପ୍ରତିଦିନ ସକାଳୁ ଖାଲି ପେଟରେ ତମ୍ଭାର ବାସନରେ ରଖା ଯାଇଥିବ ପାଣି ପିଇବେ ତେବେ ଆପଣକୁ ‘ ଡାଇରିଆ ‘ ଓ ପେଟର ଅନ୍ୟ କୌଣସି ରୋଗ ହେବନାହିଁ।

Image Courtesy: Google

ଯଦି ଆପଣଙ୍କୁ ଅଧିକ ଅଳସପଣ ଥାଏ ତ କୋୖଣସି କାମରେ ଆପଣଙ୍କ ମନ ଲାଗେନା ତ ଆପଣ ଯେକୌଣସି ବି କାମ କରିବାକୁ ଯାଉଛନ୍ତି ସାଙ୍ଗରେ ଗୋଟେ ପାଣି ବୋତଲ ରଖନ୍ତୁ । କାମ ମଝିରେ ଟିକେ ଟିକେ ପାଣି ପିଅନ୍ତୁ । ତେବେ ସାଧା ପାଣି ପିଇବାରେ ଇଛା ହେଉ ନଥିଲେ କିଛି ଗ୍ଳୁକୋଯ ମିଶାଇ ନିଅନ୍ତୁ । ଏବେ ବହୁତ ପ୍ରକାରର ଫ୍ଲେଭୋର ମଧ୍ୟ ଆସୁଛି ଯାହା ଆପଣଙ୍କ ପସନ୍ଦ ସେଇ ହିସାବରେ ମିଶାଇ ନିଅନ୍ତୁ । କିଛି କିଛି ସମୟ ଅନ୍ତରାଳରେ ସେହି ପାଣିକୁଆ ପିୟନ୍ତୁ ଦେଖିବେ ଆପଣଙ୍କୁ ଫ୍ରେସ ଲାଗିବ ।

Image Courtesy: Google

ଯଦି ଆପଣ ସକାଳୁ ଗରମ ପାଣି ଏକ ଗ୍ଲାସ୍ ପିଇବେ ଆପଣଙ୍କ ଶରୀର ପାଇଁ ବହୁତ ଉପଯୋଗୀ । ପ୍ରତିଦିନ ଉଷୁମ ପାଣି ପିଇଲେ ମେଦବହୁଳତା ଓ ବଦହଜମି ବେମାରୀ ରୁ ରକ୍ଷା ପାଇପାରିବେ । ଏହାଦ୍ବାରା ମୁଡ ଫ୍ରେସ ରହେ ଓ କୌଣସି ଅଳସପଣ ଆସି ନଥାଏ । ଏହା ଆପଣଙ୍କ ଶରୀରର ହାଡକୁ ମଜବୁତ ମାନେ ଟାଣ ବନାଇଥାଏ ଓ ଶରୀରରୁ ବିଶେଷ ତତ୍ଵ ବାହାର କରିଥାଏ ଯାହାଦ୍ଵାରା ଆଣ୍ଠୁ ଗଣ୍ଠିର ବିନ୍ଧବିନ୍ଧି ଓ ଭଙ୍ଗାଭଙ୍ଗି ଭଳି ସମସ୍ୟାରୁ ରିହାତି ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *