ପାପାଙ୍କ ପରୀ ହୋଇଥାନ୍ତି ଏହି 4 ଟି ନାମର ଝିଅମାନେ- Jyotisha Shastra

ସବୁବେଳେ କୁହାଯାଏ କି ମା ସବୁଠୁ ଅଧିକ ନିଜ ପୁଅକୁ ଭଲ ପାଏ ଓ ବାପା ସବୁଠୁ ଅଧିକ ନିଜ ଝିଅକୁ ଭଲ ପାଆନ୍ତି । କହିବାକୁ ଗଲେ ସବୁ ପିତା ନିଜ ଝିଅକୁ ସବୁଠୁ ଅଧିକ ଭଲ ପାଆନ୍ତି । କେତେକ ଝିଅମାନଙ୍କ ଆଖିରେ ତାଙ୍କ ପିତା ଦୁଃଖ ଦେଖି ପାରିବେ ନାହିଁ । ସେମାନେ ତାଙ୍କ ଝିଅଙ୍କ ସବୁ ଛୋଟ ବଡ କଥାର ଧ୍ୟାନ ରଖନ୍ତି । ସହଜ ଶବ୍ଦରେ କହିବା ଏମାନେ ନିଜ ପିତାଙ୍କର ଜୀବନ ହୋଇଥାନ୍ତି । ଆପଣଙ୍କର ବ୍ୟବହାର ଓ ଚିନ୍ତାଧାର ଆପଣଙ୍କୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ କରିଥାଏ ।

ଝିଅ ନିଜ ପିତା ପ୍ରତି ଏତେ ବିଶ୍ଵାସୀ ଓ କ୍ୟାୟରିଙ୍ଗ ହୋଇଥାଏ କି ବାପା ବି ତାଙ୍କର ଭଲ ଧ୍ୟାନ ରଖନ୍ତି । ତେବେ ଚାଳନ୍ତୁ ଜାଣିବା କେଉଁ ନାଁର ଝିଅମାନେ ନିଜ ପିତାଙ୍କ ଜୀବନ ହୋଇଥାନ୍ତି ।

A ନାମ ବାଲା ଝିଅମାନେ

ଏହି ନାଁର ଝିଅମାନେ ପିଲାଦିନୁ ହିଁ ନିଜ ପିତାଙ୍କର ସବୁଠୁ ପ୍ରିୟ ଝିଅ ହୋଇଥାନ୍ତି । ପିତା ଓ ଏହି ଝିଅମାନଙ୍କ ମଧ୍ୟରେ ଗଭୀର ଭାବପୂର୍ଣ ସମ୍ପର୍କ ଥାଏ । ପିତା ଏମାନଙ୍କ ସାଥ ସବୁବେଳେ ଦିଅନ୍ତି । ଏହାର ମୁଖ୍ୟ କାରଣ ଏହି ଝିଅମାନେ ନିଜ ପିତାଙ୍କର କିଛି ଖାସ ଧ୍ୟାନ ରଖନ୍ତି । ଏମାନେ ମାଙ୍କ ଠାରୁ ବି ଅଧିକ ନିଜ ପିତାଙ୍କର ଧ୍ୟାନ ରଖନ୍ତି । ଏହି କାରଣରୁ ଦୁଇ ଜଣଙ୍କ ସମ୍ପର୍କ ଆହୁରି ଭଲ ହୋଇଥାଏ ।

S ନାଁ ବାଲା ଝିଅମାନେ

S ନାଁ ବାଲା ଝିଅମାନେ ନିଜ ପିତାଙ୍କୁ ହିରୋ ମାନନ୍ତି । ଏମାନଙ୍କୁ ନିଜ ପିତାଙ୍କ ଉପରେ ବହୁତ ଗର୍ବ ହୋଇଥାଏ । ଏମାନଙ୍କ ପିତା ବି ସବୁ ସନ୍ତାନ ମଧ୍ୟରୁ ଏମାନଙ୍କୁ ଅଧିକ ଭଲ ପାଆନ୍ତି । ପିତାଙ୍କ ହୃଦୟରେ ଏମାନଙ୍କର ଏକ ଖାସ ସ୍ଥାନ ଥାଏ । ପିତା ଏହି ନାଁର ଝିଅମାନଙ୍କର ସବୁ ଜିଦ ପୁରା କରନ୍ତି । ଯେତେବେଳେ ବି ଝିଅକୁ ସାହାର୍ଯ୍ୟ ଦରକାର ହୋଇଥାଏ ତେବେ ସେହି ସମୟରେ ପିତା ନିଜର ସବୁ କାର୍ଯ୍ୟ ଛାଡି ଝିଅର ସାହାର୍ଯ୍ୟ କରିଥାନ୍ତି ।

P ନାଁ ବାଲା ଝିଅମାନେ

ଏହି ନାଁର ଝିଅମାନେ ନିଜ ପିତାଙ୍କ ଭାବନାକୁ ଭଲ ଭାବରେ ବୁଝନ୍ତି । ସମସ୍ତେ ଏମାନଙ୍କର ପିତାଙ୍କ ବିରୁଦ୍ଧରେ ଚାଲିଗଲେ ବି ଏମାନେ ନିଜ ପିତାଙ୍କ ସାଥ ଦେଇଥାନ୍ତି । ଅନ୍ୟ ପଟେ ପିତା ବି ନିଜର ଝିଅର ସବୁ କଥା ଶୁଣନ୍ତି । ଝିଅମାନେ କିଛି ନ କହିବା ପୂର୍ବରୁ ପିତା ଏମାନଙ୍କର ଚେହେରା ଦେଖି ସବୁ ବୁଝି ଯାଆନ୍ତି ।

T ନାଁ ବାଲା ଝିଅମାନେ

ଏହି ଝିଅମାନେ ନିଜ ମା ଙ୍କ ଠାରୁ ଅଧିକ ନିଜ ପିତାଙ୍କ ସହ ଅଧିକ ମିଶି ରହିଥାନ୍ତି । ଏମାନେ ନିଜ ପିତାଙ୍କ ସବୁ ଛୋଟ ବଡ କଥାର ଧ୍ୟାନ ବି ରଖନ୍ତି । ଏହି କାରଣ ଅଟେ କି ଏମାନେ ନିଜ ପିତାଙ୍କ ପାଇଁ ସବୁକିଛି ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *