ଆପଣଙ୍କ ପାଡ଼ର ର ଦୁର୍ଗନ୍ଧରୁ ଜାଣନ୍ତୁ କଣ ରହିଛି ଶରୀରରେ ରୋଗ – ଡେରି କଲେ ବଢି ଯାଇପାରେ ରୋଗ

ପାଡ କୁ ଲୋକେ ମଜାକ ଭାବ ରେ ନେଇଥାନ୍ତି I ଜଣେ ବ୍ୟକ୍ତି ଙ୍କୁ ପାଡୁଥିବାର ଦେଖି ଲୋକେ ପରିହାସ କରିଥାନ୍ତି । ଦୁନିଆ ରେ ଏମିତି କେଉଁ ବ୍ୟକ୍ତି ନାହିଁ ଯେ କି ପାଡି ନଥାନ୍ତି । କିନ୍ତୁ ପାଡିବା ଦ୍ୱାରା ଶରୀର ପାଇଁ ହିତକର ବୋଲି କୁହା ଯାଇଥାଏ । ଏହା ଦ୍ୱାରା ରକ୍ତ ଚାପ ବି ନିୟନ୍ତ୍ରଣ ରେ ରହିଥାଏ ପାଡ ସହ ଦୁର୍ଗନ୍ଧ ଆସିବା ର ଏକ ସୀମା ରହିଥାଏ । କିନ୍ତୁ ଯଦି ପାଡ ରେ ଅଧିକ ଦୁର୍ଗନ୍ଧ ରହିଥାଏ ତେବେ ଏହା ଆପଣ ଙ୍କ ର ଖରାପ ଜୀବନଶୈଳୀ ର ପ୍ରଭାବ ଅଟେ କିମ୍ବା କୌଣସି ଗମ୍ଭୀର ରୋଗ ର ସଂକେତ ଅଟେ –

୧) ଯେଉଁ ଲୋକେ ଜିମ୍ ଯାଇଥାନ୍ତି ଏବଂ ମାଂସପେଶୀ ବଢାଇବା ପାଇଁ ସପ୍ଲିମେଣ୍ଟ ଖାଇଥାନ୍ତି । ତାଙ୍କ ପାଡ ଅଧିକ ଦୁର୍ଗନ୍ଧ ସ୍ୱାଭାବିକ ଭାବେ ହୋଇଥାଏ । କାରଣ ସେହି ଲୋକେ ଅଧିକ ପ୍ରୋଟିନ ର ସେବନ କରିଥାନ୍ତି I

୨) ଯେତେବେଳେ କୌଣସି ବ୍ୟକ୍ତି ଡେ଼ୟରି ପ୍ରଡକ୍ଟ ର ବ୍ୟବହାର କରିଥାନ୍ତି । ତାକୁ ହଜମ ହେବାରେ ଅସୁବିଧା ହୋଇଥାଏ ଯାହା ଦ୍ୱାରା ପେଟ ରୁ ଗ୍ୟାସ ର ଦୁର୍ଗନ୍ଧ ଆସିଥାଏ ।

୩) ମନୁଷ୍ୟ ଶରୀରରେ କ୍ରୁସିଫେରସ୍ ପରିବା ମାନେ କୋବି । ବ୍ରୋକଲି । ଆଦି ମିଳୁଥିବା ରଫଫିନୋସକୁ ଭାଙ୍ଗିବା ଭଳି ଅଞ୍ଜାଇମ୍ ରୁହେ ନାହିଁ । ତେବେ ଏମିତିରେ ଆପଣ ପତ୍ର କୋବି । ଫୁଲ କୋବି । ବ୍ରୋକେଲି ଯେପରି କ୍ରୁସିଫେରସ ପରିବା ଅଧିକା ମାତ୍ରାରେ ଖାଇଲେ ପାଡରେ ଅଧିକା ଦୂର୍ଗନ୍ଧ ଆସିଥାଏ ।

୪) ଯେଉଁ ଲୋକ ଙ୍କ ର ଗ୍ଲୁଟେନ ଆଲର୍ଜି ରହିଛି । ତାଙ୍କ ପେଟ ଭିତରୁ ବାୟୁରୁ ଅଧିକା ଦୁର୍ଗନ୍ଧ ଆସିଥାଏ । ଗ୍ଲୁଟେନ୍ ଗହମ ଯେପରି ଖାଦ୍ୟ ପଦାର୍ଥ ମିଳିଥାଏ । ଯାହାଙ୍କୁ ଏଥିରେ ଆଲର୍ଜି ଅଛି । ଯେବେ ଆପଣ ଏହାର ସେବନ କରୁଛନ୍ତି । ତେବେ ପାଚନ କ୍ରିୟା ଧିମା ପଡିଯାଏ । ଯାହା ଦ୍ୱାରା ଗ୍ୟାସରୁ ଦୂର୍ଗନ୍ଧ ଆସିଥାଏ ।

୫) ଯଦି ଆପଣ ଅଧିକ ମାତ୍ରା ରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଗ୍ରହଣ କରିଥାନ୍ତି ତେବେ ଏହା ସହଜ ରେ ହଜମ ହେଇ ନ ଥାଏ ଏବଂ କିଛି ଅବଶେଷ ରହି ଯାଇଥାଏ ଯାହା କି ପେଟ ରେ ଗ୍ୟାସ ଆରମ୍ଭ କରିଥାଏ I ଏହି ଏହି ଲୋକ ଙ୍କ ର ପାଡ ବି ଅଧିକ ଦୁର୍ଗନ୍ଧ କରିଥାଏ I

୭) ଇରିଟେବଲ ବାଉଲ ସିଣ୍ଡ୍ରୋମ ଖରାପ ପାଚନ ର ଏକ ଲକ୍ଷଣ ଅଟେ I ଏହା ଦ୍ୱାରା ପେଟ ଦରଜ ବି ଦେଖିବାକୁ ମିଳିଥାଏ ଏବଂ ଏହି ସଂକେତ ରୁ ଜାଣିପାରିବେ ଏହା ଦ୍ୱାରା ଆପଣଙ୍କର ଠିକ୍ ଭାବରେ ଖାଦ୍ୟ ହଜମ ହେଇ ନାହି ।

Leave a Reply

Your email address will not be published. Required fields are marked *