ପଡିଆରୁ ମିଳିଛି କୋଟି କୋଟି ଟଙ୍କା, ଦେଖନ୍ତୁ Video କେମିତି ଗଣୁଛନ୍ତି ପୋଲିସ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକେ ଦିନ କିଛି ନା କିଛି ଘଟଣା ଘଟିବାରେ ଲାଗିଛି । ଆମ ଦେଶରେ ଦୁ-ର୍ବୁ-ତ୍ତ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଅନେକ ବ୍ଯାଙ୍କ ଠାରୁ ଆରମ୍ଭ କରି ବଡ ବଡ ଇଣ୍ଡଷ୍ଟ୍ରି ରେ ଲୁଟ ହେଉଛି । ଏହା ସହ ସାଧାରଣ ଜନତା ମାନେ ମଧ୍ୟ ଏହି ଲୁଟେରା ମାନଙ୍କର ଶିକାର ହେଉଛନ୍ତି ।

କିଛି କ୍ଷେତ୍ର ରେ ଟଙ୍କା ଲୋଭରେ ଲୁଟେରା ମାନେ ଲୋକ ମାନଙ୍କୁ ମା-ରି ମଧ୍ୟ ଦେଉଛନ୍ତି । ବର୍ତ୍ତମାନ ଏକ ବଡ ଖବର ସାମନାକୁ ଆସିଛି । ସୂଚନା ଅନୁସାରେ ଆଠଗଡ ATM କୟାସ ଭ୍ୟାନରୁ ଲୁଟ ହୋଇଛି ।

ବ୍ଯାଙ୍କରୁ ଟଙ୍କା ଲୋଡ କରି ଟିଗିରିଆ ଯାଉଥିବା ବେଳେ ଆଙ୍କୁଳା ଛକ ପଟାସ ବାଣୀ ନିକଟରେ ମୁଖା ପିନ୍ଧି ଏକ କାର ରେ ଦୁର୍ବୁତ୍ତ ଆସି ATM ଭାନ କୁ ଅଟକାଇ ଲୁଟି ନେଇଥିଲେ । ବର୍ତ୍ତମାନ ପୋ-ଲି-ସ ଏହି ଟଙ୍କା ଥିବା ସ୍ଥାନରେ ପହଞ୍ଚି ସେଠାରେ ତଦନ୍ତ ଆରମ୍ଭ କରିଛି । ଏହା ସହ ପୋ-ଲି-ସ ସେଠାରେ ରହି କେତେ ଟଙ୍କା ରହିଛି ତାହା ଗଣତି କରିବାରେ ଲାଗିଛି । ଏହି ଭିଡିଓ ରେ ପୋ-ଲି-ସ କର୍ମଚାରୀ ମାନେ ଗୋଟିଏ ଜାଗାରେ ବସି ଟଙ୍କା ଗଣିବାରେ ଲାଗିଛନ୍ତି ।

ଏହା ସହ କିଛି ଲୋକ ମାନେ ମଧ୍ୟ ସେଠାରେ ଭିଡ ଜମାଇଛନ୍ତି । ତେବେ ଏକ ପଡିଆରେ ଏହି ଭଳି କୋଟି କୋଟି ଟଙ୍କା ମିଳିବାର ସୂଚନା ଦେଇଛି ପୋ-ଲି-ସ । ଦୁର୍ବୁତ୍ତ ମାନେ ଧରା ପଡିଯିବା ଭୟରେ ଟଙ୍କା ଗୁଡିକୁ ପଡିଆ ଭିତରେ ମାଟି ତଳେ ପୋତି ଦେଇ ଯାଇଥିଲେ । ଏହାର ସୂଚନା ପାଇବା ପରେ ପୋ-ଲି-ସ ସେଠାରେ ଆସି ଏହାର ଖୋଲା ତାଲା ଆରମ୍ଭ କରିଥିଲା ।

ଏହା ପରେ ଗୋଟେ ଟଙ୍କା ବକ୍ସ ପୋ-ଲି-ସକୁ ମିଳିଥିଲା । ବର୍ତ୍ତମାନ ପୋ-ଲି-ସ ଏହାର ଭଲ ଭାବେ ଯାଞ୍ଚ କରିଛୁ । ଏହି ବକ୍ସ ରେ କେତେ ଟଙ୍କା ରହିଛି ତାହାର ଗଣତି ମଧ୍ୟ ଆରମ୍ଭ ହୋଇଛି । ତେବେ ଏହି ଟଙ୍କା କେଉଁ ବ୍ଯାଙ୍କର ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ପୋ-ଲି-ସ ଏହାର ପ୍ରଥମ ରୁ ସନ୍ଧାନ ଆରମ୍ଭ କରିଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *