ସାମ୍ନାକୁ ଆସିଲା Archanaଙ୍କ କେସର ନୂଆ ମୋଡ! ପଡ଼ିଆରୁ ଫେରୁଥିଲେ… ସୁନ୍ଦରୀ Archana ଘରକୁ ପଶୁଥିଲେ, କିଏ ସେ ଖେଳାଳି ?

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସାରା ରାଜ୍ୟ ରେ କେବଳ ଗୋଟିଏ ଚର୍ଚା ସୁନ୍ଦରୀ ଅର୍ଚ୍ଚନା ନାଗ କୁ ନେଇ । ଯିଏ ବଡ ବଡ ନେତା ମନ୍ତ୍ରୀ ଙ୍କୁ ନିଜ ପ୍ରେମ ଜାଲରେ ଫସାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଭିଡିଓ କରି ଅନ୍ତରଙ୍ଗ ମୂହୁର୍ତ୍ତ  କୁ ନେଇ ବ୍ଲାକ ଲେଲିଙ୍ଗ କରୁଥିଲା । ଆଉ ରାତା ରାତି ହୋଇ ଯାଇଥିଲା କୋଟିପତି । ଯାହାକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଆଉ ଏକ ନୂଆ ଖବର ଅର୍ଚ୍ଚନା ମାମଲାକୁ ନେଇ ସାମନାକୁ ଆସିଛି ଗତ କିଛି ସମୟ ହେବ ।

ସୂଚନା ଅନୁଯାୟୀ କ୍ରିକେଟ ପଡିଆରେ ଅନେକ ବଲ କୁ ଛକା ମାରିଛନ୍ତି ଏହି ଖେଳାଳୀ ବାବୁ ଜଣକ । ଆଉ ଏମିତି ବି ବୋଲିଙ୍ଗ କରି ଅନେକ ଙ୍କୁ ବୋଲ୍ଡ ବି କରିଛନ୍ତି । ଆଉ ଆଜି କିନ୍ତୁ ଇଡି ର ନଜର ଆଗରେ ନିଜେ ସେ କ୍ୟାଚ ଆଉଟ ହୋଇ ଯାଇଛନ୍ତି । ହଁ ଦର୍ଶକ ଅନ୍ଧୁ ଏବେ ପଦା କୁ ଆସିଲାଣି ଜଣେ ରଞ୍ଜୀ ଙ୍କ ଖେଳାଳି ଙ୍କ ଲିଙ୍କ । ସେ ଖେଳାଳୀ କିଏ ଯିଏ ଖେଳ ଖେଳିଥିଲା ଯାହାକୁ ନେଇ ଏବେ ଚର୍ଚ୍ଚା ଦାଣ୍ଡରେ ପଡି ହାଟରେ ଗଡୁଛି ।

ଆପଣ ମାନେ ଜାଣିଥିବେ ହନି ଟ୍ରାପ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ, ଅର୍ଚ୍ଚନା ର ବନ୍ଧୁ ଖଗା, ଅର୍ଚ୍ଚନର ସହଯୋଗୀ ଶ୍ରଦ୍ଧାଞ୍ଜଳି, ବ୍ୟବସାୟୀ ଅମେୟକାନ୍ତ ଦାସ, ବିଧାୟକ ଙ୍କ ଭାଇ ଗଙ୍ଗାଧର ସାମଲ, ଅର୍ଚ୍ଚନା ର ଡ୍ରାଇହର ଚାନ୍ଦୁ, ଖଗା ର ବ୍ଯବସାୟିକ ବନ୍ଧୁ ଚନ୍ଦନ ଓ ଅଭିନାଶ, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଯୋଜକ ପ୍ରମୋଦ ସ୍ଵାଇଁ, ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ, ଜଗା ର ଭାଇ ବଳିଆ, ଠିକାଦାର ପବିତ୍ର ପାତ୍ର,   ଆର୍କେଟେଚର ରଞ୍ଜିତ ବେହରା ଙ୍କୁ ଜେରା ପରେ ଏବେ ଏହି ମାମଲାରେ ନୂଆ ଖେଳାଳି ଙ୍କ ନାଁ ସାମ୍ନା କୁ ଆସିଲାଣି । ଯିଏ ରଞ୍ଜୀ ଖେଳିଛନ୍ତି ।

ସେହି କ୍ରିକେଟର ଜଣକ ପ୍ରଥମ ଶ୍ରେଣୀ ପାଠ ରଞ୍ଜୀ ଖେଳିଛନ୍ତି । ଏମିତି ଏକ ହେଲ ଯାହାକୁ ନେଇ ଏବେ ଚର୍ଚ୍ଚା ଦାଣ୍ଡରେ ପଡି ହାତରେ ଗଡୁଛି । ଯାହାକୁ ନେଇ ବଡ ଖବର ଆସୁଛି ଅର୍ଚ୍ଚନା ବଲ ରଞ୍ଜୀ ଖେଳାଇ କୁଦାଏ ବ୍ୟାଟ । କିଏ ରେ ସେ ଖେଳାଳି ଯିଏ ସୁନ୍ଦରୀ ହନି ଟ୍ରାପ ମାମଲାରେ ପୁଣି ଏକ ବିସ୍ଫୋରଣ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଅର୍ଚ୍ଚନା ନାଗ ସହ ଜଣେ ପୂର୍ବତନ ରଞ୍ଜୀ ଖେଳାଳି ଙ୍କ ଲିଙ୍କ ଥିବା ଜଣା ପଡିଛି ।

ଆଉ ଏହି ଖେଳାଳି ଜଣକ ଅର୍ଚ୍ଚନା ଙ୍କ ସହ ଦୀର୍ଘ ୩ ବର୍ଷ ଧରି ସମ୍ପର୍କ ରେ ଥିବା ଜଣା ପଡିଛି । ଦିନ ଯେତେ ଗଡୁଛି ନୂଆ ନୂଆ ଚେହେରା ସେତେ ସାମନାକୁ ଆସୁଛି । ତେବେ ଦେଖିବାକୁ ବାକି ରହିଲା ଚର୍ଚ୍ଚା ପରେ କେବେ ସାମ୍ନା କୁ ଆସୁଛି ସେହି ରଞ୍ଜୀ ଖେଳାଳି ଯାହାକୁ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *