ପ୍ରେମୀଙ୍କ ସହ ବିଲରେ ଦେଖା କରିବାକୁ ଯାଇଥିଲେ ଯୁବତୀ, କିନ୍ତୁ ହଟାତ ହେଲା କିଛି ଏମିତି କି ସେମାନଙ୍କ…

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଖବର ଯାହା ଜାଣି ଆପଣଙ୍କ ହୋସ ଉଡିଯିବ । ଘଟଣାଟି ହେଉଛି ଚୁର ଜିଲ୍ଲା ସଦର ଥାନା ଅଞ୍ଚଳ ନିକଟବର୍ତୀ ରାଜସାଗର ବିକାନ ଗ୍ରାମ ର । ଏହି ଗ୍ରାମର ଜଣେ ଯୁବତୀ ନିଜ ପ୍ରେମୀଙ୍କ ସହ ଦେଖା କରିବାକୁ କ୍ଷେତକୁ ଯାଇଥିଲେ । କିନ୍ତୁ ହଟାତ ସେଠି ଏମିତି କଣ ଘଟିଲା ଯାହା ଚଳ ସୃଷ୍ଟି କରିଦେଲା ସେହି ଗ୍ରାମବାସୀଙ୍କ ମଧ୍ୟର ଆସନ୍ତୁ ଜାଣିବା । ଆପଣ ମାନେ ତ ଜାଣି ଛନ୍ତି ଆଜି କାଲୀ ଝିଅ କୌଣସି ପୁଅ ଠାରୁ କମ ନୁହେଁ । ସ୍କୁଲ କଲେଯ ନାଁ ରେ ନିଜ ପ୍ରେମିକ ମାନଙ୍କ ସହ ବୁଲିବାରେ ବ୍ୟସ୍ତ ଆଜି କାଲୀର ଆଧୁନିକ ଝିଅ ମାନେ । କେବଳ ସେତିକି ନୁହେଁ ନିଜର ଲାଜକୁ ପରିତ୍ୟାଗ କରି ବିବାହ ପୂର୍ବରୁ ଅନ୍ୟ ସହ ଶାରୀରିକ ସମ୍ବନ୍ଧ ମଧ୍ୟ ରଖିବାକୁ ପଛଉ ନାହାନ୍ତି ସେମାନେ ।

ତେବେ ଆଜି ଆମେ ସେହି ଭଳି ଏକ ପ୍ରେମୀ ଯୁଗଳଙ୍କ ବିଷୟରେ ଆପଣଙ୍କୁ କହିବୁ ଯିଏ ବର୍ତ୍ତମାନ ସୋଶଲ ମିଡିୟରେ ବହୁତ ଭାଇରାଲ ହେଉଛନ୍ତି । ଆଜିକାଲିର ଯୁବ ପିଢୀ ଆଉ କୌଣସି ସ୍ଥାନ ମାନୁ ନାହାନ୍ତି, କେଉଁଠି ବି ସେମାନେ ନିଜର ରୋମାନ୍ସ ଆରମ୍ଭ କରି ଦେଉଛନ୍ତି । ତେବେ ସେହିଭଳି ଜଣେ ପ୍ରେମୀ ଯୁଗଲ ଖେତକୁ ନିଜର ରୋମାନ୍ସ କରିବାର ସ୍ଥାନ ବାଛିଥିଲେ । ପ୍ରତ୍ୟକ ଦିନ ସେମାନେ ସେଠାରେ ଦେଖା ହୁଅନ୍ତି ଓ କିଛି ନା କିଛି ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ରୁହନ୍ତି । ଏହା ବହୁତଦିନ ଧରି ଚାଲିଥିଲା କିନ୍ତୁ ଏହି କିଛି ଦିନ ତଳେ ସେମାନେ ସେହିଭଳି ଦେଖା କରିବାକୁ ଯାଇଥିଲେ କିନ୍ତୁ ତାଙ୍କର ସେହି ଦେଖା ଦେଖି ବହୁତ ଆଗକୁ ବଢି ଅନୈତିକ ପ୍ରେମ ସମ୍ବନ୍ଧ ପାଲଟିଯାଇଥିଲା ।

ଯାହାକୁ ଜଣେ ଗ୍ରାମବାସୀ ଦେଖି ନେଇଥିଲେ ଓ ସେ ଅନ୍ୟ ଗ୍ରାମବାସୀ ମାନଙ୍କୁ ଏ ବିଷୟରେ ଜଣାଇଥିଲେ । ଏହାପରେ ସେଠାର ଗ୍ରାମବାସୀ ସେମାନଙ୍କୁ ତାଙ୍କର ଏହି କର୍ଜ୍ୟାକଳାପ ପାଇଁ ବହୁତ ମରାଧରା କରିଥିଲେ । କିନ୍ତୁ ଏହା କରିବା ସେମାନଙ୍କର ଉଚିତ ମଧ୍ୟ । କାହିଁକି ନା ଏମାନେ ଯେଉଁଭଳି କୌଣସି ବି ସ୍ଥାନକୁ ନିଜର ପର୍ସୋନାଲ ରୋମାନ୍ସ ସ୍ଥାନ ବନାଇ କିଛି ବି ଅନୈତିକ କାର୍ଯ୍ୟ କରୁଛନ୍ତି ସେଥିପାଇଁ ସେମାନଙ୍କୁ ଏହିଭଳି ଶାସ୍ତି ଦେବା ଉଚିତ ।  କାହିଁକି ନାଁ ଆଗକୁ ଯେମିତି କୌଣସି ଝିଅମାନେ ଏହିସବୁ କରିବା କଥା ଚିନ୍ତା ନ କରନ୍ତି । ଏହି ସଂକୀର୍ଣ୍ଣ ଚିନ୍ତା ଧାରା ସମାଜ ପାଇଁ ଠିକ ନୁହେଁ । ପ୍ରେମ କରିବା ପାପ ନୁହେଁ କିନ୍ତୁ ଏଭଳି ପ୍ରେମ ନାଁ ରେ କଳଙ୍କ ବୋଳିବା ବହୁତ ବଡ ପାପ ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *