କରିବାକୁ ଚାହୁଁଛନ୍ତି ଏହି ୯ଟି ଗ୍ରହଙ୍କୁ ଶାନ୍ତି, ତେବେ ଆପାଣନ୍ତୁ ଏହି ସବୁ ଉପାୟ

ଆଜିର ସମୟରେ ସବୁ ମଣିଷ କିଛି ନା କିଛି ଚିନ୍ତାରେ ଘେରି ହୋଇ ରହିଛି ,ଏହି ଚିନ୍ତାର କେତେ ଗୁଡିଏ କାରଣ ହୋଇଥାଇ ପାରେ, କିନ୍ତୁ ଏହି କାରଣ କଉଠି ନା କଉଠି ଗ୍ରହ ଦ୍ଵାରା ବି ଯୋଡା ଥାଏ, ଗ୍ରହ ବିଗିଡି ଯିବାର ସିଧା ସଳଖ ପ୍ରଭାବ ଆମ ଜୀବନ ଉପରେ ପଡି ଥାଏ, ଆସନ୍ତୁ ଜାଣିବା ଗ୍ରହ ବିଗିଡିବା ପରିସ୍ଥିତିରେ କଣ କରିବା ଦରକାର । କେମିତି କରିବା ଏହି ଗ୍ରହ ଶାନ୍ତି ।

ରବିଙ୍କ ଦଶା-

ଯଦି ସୂର୍ଯ୍ୟ ର ଦଶା ଖରାପ ହୋଇଥାଏ, ତେବେ ସୂର୍ଯ୍ୟଙ୍କୁ ପୂଜା କରନ୍ତୁ ।

ପ୍ରତି ଦିନ ସକାଳେ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାନ୍ତୁ ।

‘’ଓଁ ଆଦିତ୍ୟାୟ ନମଃ” ମନ୍ତ୍ର ଜପ କରନ୍ତୁ ବା ଗାୟ।ତ୍ରୀ ମନ୍ତ୍ର ଜପ କରନ୍ତୁ

ନିଜ ବାପାଙ୍କର ଆଶୀର୍ବାଦ ନିଶ୍ଚୟ ନେବେ ।

ରବିବାର ର ଦିନ ଗୁଡ ର ଦାନ କରନ୍ତୁ ।

ଚନ୍ଦ୍ରମା ର ଦଶା –

ସବୁ ଦିନ ସକାଳୁ ଶିବଙ୍କୁ ଜଳ ଚଢାନ୍ତୁ  ।

ସକାଳୁ ନମଃ ଶିବାୟ ଙ୍କ ମନ୍ତ୍ର ଜପ କରନ୍ତୁ  ।

ମାଙ୍କ ଆଶୀର୍ବାଦ ନିଶ୍ଚୟ ନେବେ ।

ସୋମବାର ରେ ଧଳା ଜିନିଷ ଦାନ କରନ୍ତୁ ।

ମୋତି ଭୁଲରେ ବି ଧାରଣ କରନ୍ତୁ ନାହି ।

ମଙ୍ଗଳ ର ଦଶା –

ନିୟମିତ ରୂପେ ରେ ହନୁମାନଙ୍କର ପୂଜା କରନ୍ତୁ ।

ସବୁ ଦିନ ସକାଳୁ ସୂର୍ଯ୍ୟଙ୍କ ଆଗରେ ହନୁମାନ ଚାଳିଶା ର ପାଠ କରନ୍ତୁ ।

ମଙ୍ଗଳବାର ର ଉପାଶ ରଖନ୍ତୁ ।

ମଙ୍ଗଳବାର ରେ ଗୁଡର ଦାନ କରନ୍ତୁ ।

ବୁଧ ର ଦଶା-

ନିୟମିତ ରୂପେରେ ମା ଦୁର୍ଗାଙ୍କର ପୂଜା କରନ୍ତୁ ।

ସବୁ ଦିନ ସନ୍ଧ୍ଯା ରେ ମାଦୂର୍ଗାଙ୍କର ମନ୍ତ୍ର ଜପ କରନ୍ତୁ ।

ସବୁ ବୁଧବାର ରେ ହଳଦିଆ ରଙ୍ଗର ଫଳ ଦାନ କରନ୍ତୁ ।

ନିୟମିତ ରୂପେରେ ଗାଧାନ୍ତୁ ଆଉ ସଫା ସୁତୁରା ରୁହନ୍ତୁ ।

ବୃହଷ୍ପତି ର ଦଶା-

ନିୟମିତ ଭାବେ ବିଷ୍ଣୁ ଠାକୁରଙ୍କୁ ପୂଜା କରନ୍ତୁ ।

ଯଦି ପାରିବେ ବିଷ୍ଣୁଙ୍କର ସହଶ୍ରନାମ ଜପ କରନ୍ତୁ ।

ଗୁରୁବାରରେ ଧର୍ମ ସ୍ଥାନକୁ ଯାଅନ୍ତୁ ଆଉ କଦଳୀ ଦାନ କରନ୍ତୁ ।

ଶୁକ୍ରର ଦଶା-

ନିୟମିତ ରୂପେରେ ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ ।

ସବୁ ଦିନ ଶୁକ୍ରଙ୍କର ମନ୍ତ୍ର ଜପ କରନ୍ତୁ ।

ଆମ କଥା ଯଦି ଆପଣଙ୍କୁ ଭଲ ଲାଗୁଥିବ ତେବେ ଆପଣ ଅନ୍ୟ ମାନଙ୍କୁ ଜଣାନ୍ତୁ । ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *