ପାଇଖାନା ପ୍ୟାନରେ ଳିଚିଥିଲା ନାଗ(Cobra), ତା ପରେ ଯାହା ହେଲା ଦେଖି ବିଶ୍ଵାସ ହେବନି…. ଦେଖନ୍ତୁ Video

ଆମ ଦେଶରେ ଅନେକ ପ୍ରକାର ବି-ଷ-ଧ-ର ସା-ପ ଦେଖିବାକୁ ମିଳିଥାଏ । କିଛି ସା-ପ ଏମିତି ହୋଇଥାନ୍ତି ଯାହାର ଚୋ-ଟରେ ବ୍ୟକ୍ତିର ତୁରନ୍ତ ମୃ-ତ୍ୟୁ ହୋଇଥାଏ । ସେଥି ମଧ୍ୟ ରୁ ନାଗ ସା-ପ ବା କୋବ୍ରା ସା-ପ ହେଉଛି ଅନ୍ୟତମ ଯାହାର ବିସ ବହୁତ ଭୟଙ୍କର ହୋଇଥାଏ । କିଛି ଲୋକ ଏମାନେ ନାଗ ସା-ପକୁ ପୂଜା କରିଥାନ୍ତି । କିନ୍ତୁ ଏହା ଏକ ଅନ୍ଧବିଶ୍ଵାସ ଅଟେ । କାରଣ ସା-ପ ଯେତେବେଳେ ଛୋଟ ମାରିଥାଏ ତେବେ ବ୍ୟକ୍ତିର ଜୀବନ ବାଜି ଲାଗିଯାଏ । ଆଜି ଆମେ ଆପଣ ମାନଙ୍କୁ କଟକ ବାଙ୍କି ରେ ଜଣଙ୍କ ଘରୁ ନାଗ ସା-ପ ଉଦ୍ଧାର କରା ଯାଇଛି ଏହା ପଛରେ କଣ ରହିଛି କାହାଣୀ ସେହି ବି-ଷୟରେ କହିବାକୁ ଯାଉଛୁ ।

କଟକ ବାଙ୍କି ର ଚର୍ଚ୍ଚିକା ଠାରେ ଜଣକ ଘରେ ନାଗ ସା-ପ ବାଥୃମ ଭିତରେ ଲୁଚି ରହିଥିଲା । ସେହି ଘର ଲୋକଙ୍କ କହିବା ଅନୁସାରେ ସେ ଯେତେବେଳେ ଦେଖିଲେ ସା-ପ ଟି ବାଥୃମ ରେ ଅଛି ସେତେବେଳେ ସେ ସେଠାକୁ ଯାଇ ନ ଥିଲେ । ଦିନ ସମୟରେ ସା-ପ ଟି ତାଙ୍କ ଘରର ବାଥୃମ ରେ ପଶିଥିଲା । ଏହା ପରେ ତାଙ୍କୁ ଲାଗିଲା କି ସା-ପ ଟି ଆପେ ଆପେ ସେଠାରୁ ପଳାଇ ଜୀବ । କିନ୍ତୁ ଏପରି ହୋଇ ନ ଥିଲା । ସେମାନେ ରାତି ସାରା ଅନିଦ୍ରା ହୋଇଥିଲେ କିନ୍ତୁ ସା-ପ ଟି ଘରୁ ବାହାରି ନ ଥିଲା । ଏହା ପରେ ତା ପର ଦିନ ସକାଳେ ସେମାନେ ସା-ପ ଧରାଳି କୁ ଡାକି ତାଙ୍କ ଘରୁ ସା-ପ କୁ ବାହାର କରିଛନ୍ତି ।

ସା-ପ ଧରାଳି ଜଣକ କହିବା ଅନୁସାରେ ସା-ପ ଟି ନାଗ ସା-ପ । ନାଗ ସା-ପ ବାଥୁର୍ମ ଭିତରେ ଏମିତି ରହିଥିଲା କି ଶେଷରେ ତାଙ୍କୁଆ କିଛି ଭାଗ ବାଥୃମ ର ଖୋଲିବାକୁ ପଡିଥିଲା । ଏହା ପରେ ଅନେକ ଚେଷ୍ଟା କରିବା ପରେ ସା-ପ ଧରାଳି ଜଣକ ନାଗ ସା-ପ କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ସେମାନେ ନାଗ ସା-ପ କୁ ସୁରକ୍ଷିତ ଭାବେ ସେହି ଘରୁ ନେଇ ବନ୍ୟା ବିଭଗା କୁ ହସ୍ତାନ୍ତର କରିଛନ୍ତି ।

ତେଣୁ ଯଦି ଆପଣ ମାନେ ନିଜ ଘରେ ବା ଘର ଆଖ ପାଖରେ ଯେ କୌଣସି ସା-ପ ଦେଖନ୍ତି ତେବେ ତାକୁ ନ ମାରି ତୁରନ୍ତ ସା-ପ ଧରାଳି ବା ବନ୍ୟ ବିଭାଗ କୁ ସୂଚନା କରନ୍ତୁ । କେବେ ବି କୌଣସି ସା-ପ କୁ ମା-ରି-ବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ନିଜର ହିଁ କ୍ଷତି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *