ପଇସା ଲୋଭରେ ନର୍କକୁ ଗଲାଣି Prakruti Mishra, ଦେଖନ୍ତୁ Video କଣ କହୁଛନ୍ତି ସମାଜସେବୀ Prabhabati

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଓଲିଉଡ କଳାକାର ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଚାରିଆଡେ ଚାଲିଛି ଯାହା ଥମିବାର ନାଁ ନେଉ ନାହି । ତେବେ ସମସ୍ତେ ନିଜ ନିଜର ମତ ରଖୁଛନ୍ତି । ଏହା ମଧ୍ୟରେ ସମାଜସେବୀ ପ୍ରଭାବତୀ ପଟ୍ଟନାୟକ ନିଜର କିଛି ମତ ରଖିକହନ୍ତି । ସେ କହିଛନ୍ତି କି ପ୍ରକୃତି ମିଶ୍ର ସାଇଟ ହେଲେ ବାବୁସାନ ଆପେ ଆପେ ସାଇଟ ହୋଇଯିବେ । ଯେମିତି ଦୀପରେ ଯେତେ ଯାଏଁ ଘିଅ ଢାଳୁଥିବା ସେ ଜଳୁଥିବ କିନ୍ତୁ ଘିଅ ଢାଳିବା ବନ୍ଦ ହୋଇଗଲେ ଦୀପ ଆପେ ଆପେ ଲିଭିଯିବ ।

ଆଗକୁ ସେ କହିଛନ୍ତି ଗୋଟେ ଗାଡିର ଯେମିତି ବ୍ରେକ ରହିଥାଏ ଠିକ ସେମିତି ପ୍ରକୃତିଙ୍କୁ ବ୍ରେକ ଦିଆଯାଇ ନାହିଁ । ସବୁ ଅଛି କିନ୍ତୁ ସଂସ୍କାର ନାହି । ଇତି ତାଙ୍କ ଘରର ଝିଅ ମାନଙ୍କୁ ସଂସ୍କାର ଦିଆ ଯାଇଛି ସେମାନେ ଗାଡି ଚଢୁଛନ୍ତି ପାଠ ମଧ୍ୟ ପଢୁଛନ୍ତି କେମିତି କେଉଁ ବାଟରେ ଚଳିବେ ଠିକ ଏମିତି ପ୍ରକୃତିଙ୍କୁ ସଂସ୍କାର ମିଳି ନାହି ।

ଝିଅ ମାନେ କୌଣସି କାମ କରିବା ପୂର୍ବରୁ ଭାବିବା ଦରକାର ବାପା ମାଙ୍କର ନିନ୍ଦା ହେବ କି ନାହି । ସମାଜସେବୀ ଆଗକୁ କହିଛନ୍ତି ତାଙ୍କ ଘରେ ମଧ୍ୟ ଝିଅ ଅଛନ୍ତି ଆଉ ବହୁତ ସ୍ମାର୍ଟ ମଧ୍ୟ । କିନ୍ତୁ ଆମେ ଯେଉଁ ସଂସ୍କାର ଦେଇଛୁ ତାହା ଆମେ ଜାଣିଛୁ ବୋଲି ସମାଜସେବୀ ମତ ଦେଇଛନ୍ତି । ଯଦି ମୋ ଝିଅ ହୋଇଥାନ୍ତା ତେବେ ମୁଁ କେବେ ଘରକୁ ପୁରାଇ ନ ଥାନ୍ତି ବୋଲି ସମାଜସେବୀ ମତ ଦେଇଛନ୍ତି ।

ପ୍ରକୃତିଙ୍କୁ ପ୍ରୋଟେକସନ ଦେବା କଥା ସେ କେମିତି ଚେନ୍ନାଇ ଗଲେ ବାପା ମା କଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ସନାଜସେବୀ । ଏତେ ସାହସ ହେଲା କେମିତି ପ୍ରକୃତିଙ୍କର କି ବାପା ମା ବସିଛନ୍ତି ଥାନାରେ ଆଉ ଝିଅ ଯାଇ ଚେନ୍ନାଇ ରେ ଉଠିଲାଣି । ପିଲା ଦିନୁ ସେ ଅଭିନୟ କରୁଛନ୍ତି ଭଲ ପଇସା ମଧ୍ୟ ରୋଜଗାର କରୁଛନ୍ତି ।

ଏଟା ଗୋଟେ ବିକଳଙ୍ଗ ସଂସ୍କୃତି ଆଉ ଏଇ ମାଧ୍ୟମରେ ପଇସା ରୋଜଗାର କରିବାର ବାଟ ପାଇ ଯାଇଛି ବୋଲି ସମାଜସେବୀ କହିଛନ୍ତି । ପଇସା ଭୋକ ତାକୁ ଖାଇଦେଇଛି ଆଉ ସେ ନର୍କକୁ ପଳାଇ ଗଲାଣି । ପ୍ରକୃତିଙ୍କ ବାପା ମା ତାଙ୍କୁ ଆଣି ଧାର୍ମିକ ସ୍ଥାନକୁ ନେଇ ତାର ମାଇଣ୍ଡ ଫ୍ରେସ କରିବା ସହ ଯେତେ ସମ୍ଭବ ଶୋଇବାକୁ ଦିଅନ୍ତୁ । ଯଦି ନିଦ ନ ହାଉଛି ତେବେ ମେଡିସନ ଦିଅନ୍ତୁ ।

ବାପା ମା ତା ପାଖରେ ରହୁ ଶାନ୍ତରେ ରହୁ । ସେ ବାପା ମାଙ୍କ ଠାରୁ ଭଲ ପାଇବା ନାହି ତେଣୁ ଘରକୁ ନ ଆସି ସାଙ୍ଗ ପାଖରେ ରହୁଛି । ନିଶ୍ଚିନ୍ତ ଭାବେ ବାପା ମାଙ୍କର କିଛି ନ କିଛି ପ୍ରତାରଣା ରହିଛି ବୋଲି ସମାଜସେବୀ କହିଛନ୍ତି । ଅପରାଜିତା ହୃଦ୍ୟରୁ କାନ୍ଦୁଛନ୍ତି ତାଙ୍କ ଆଖିର ଲୁହ ନିଶ୍ଚିନ୍ତ ଅହବେ ପଡିବ ବୋଲି ସମାଜସେବୀ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ସମାଜସେବୀଙ୍କ ଏଭଳି ରାଏ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *