ପଇସା ଗଣି ଗଣି ଥକିଯିବେ 172 ବର୍ଷ ପରେ 16 ଏପ୍ରିଲ ରେ “ବରୁଥିନୀ ଏକାଦଶୀ” 6 ଟି ରାଶି ହେବେ କୋଟିପତି

ବନ୍ଧୁଗଣ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପାରୁ ଆସନ୍ତା କାଲି ଏପ୍ରିଲ 16 ରବିବାରରେ ବରୁଥିନୀ ଏକାଦଶୀ ରେ ବନିବାକୁ ଯାଉଛି ଦିବ୍ୟ ଓ ଦୁର୍ଲଭ ମହା ସଂଯୋଗ । ଏହା ଛଡା ଅମୃତ ଯୋଗ, ମହାଲକ୍ଷ୍ମୀ ଯୋଗ କାରଣରୁ କିଛି ରାଶି ହେବାକ ଯାଉଛନ୍ତି ଧନରେ ମାଲାମାଲ । ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଏହି ରାଶିଙ୍କ ଜୀବନରୁ ସବୁ ଦୁଖ କଷ୍ଟ ଦୂର କରିବାକୁ ଯାଉଛନ୍ତି । ଏମାନଙ୍କ ଘରକୁ ସ୍ଵୟଂ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି । ଏମାନଙ୍କ ଜୀବନରେ ଆସିବାକୁ ଯାଉଛି ଅପାର ଖୁସି ହିଁ ଖୁସି । ଆସନ୍ତୁ ଜାଣିବା ବିସ୍ତାର ଭାବେ ସେହି ରାଶିଙ୍କ ବିଷୟରେ ।

ମକର ରାଶି : ଆପଣଙ୍କୁ କହି ରଖୁଛୁ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ ଅପାର କୃପା ପ୍ରାପ୍ତ ହେବ । ଆପଣଙ୍କର ସବୁ ଦୁଖ କଷ୍ଟ ଦୂର ହେବାକୁ ଯାଉଛି । ଯେଉଁ କାର୍ଯ୍ୟ ସଫଳତା ପୂର୍ବକ ପୁରା କରିବାକୁ ଚାହୁଁଛନ୍ତି ତାହା ସଫଳ ହେବ । ଆପଣଙ୍କ ପାଇଁ ସମୟ ଲାଭଦାୟକ ହେବ । ଅଟକିଥିବା କାମ ସମୟ ଅନୁସାରେ ପୁରା ହେବ । ସନ୍ତାନଙ୍କ ଠାରୁ ଶୁଭ ଖବର ପାଇ ମନ ପ୍ରସନ୍ନ ରହିବ ।

ମେଷ ରାଶି : ଆପଣଙ୍କୁ କହି ରଖୁଛୁ ଏହି ସମୟରେ ଶୁଭ ମହା ସଂଯୋଗ କାରଣରୁ ସମୟ ଲାଭଦାୟକ ରହିବ । ଭବିଷ୍ୟ ପାଇଁ ଯେଉଁ ଯୋଜନା କରିଛନ୍ତି ତାହା ସଫଳ ହେବ । ତାହା ଉପରେ କାର୍ଯ୍ୟକାରୀ କରନ୍ତୁ । ବଡ ବଡ ଫାଇଦା ଦେଖିବାକୁ ମିଳିବ । ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ କୃପାରୁ ଖୁଶିର ବର୍ଷା ହେବ ।

ମୀନ ରାଶି : ଆପଣଙ୍କ ଉପରେ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଅତ୍ୟନ୍ତ ମେହରବାନ ଅଛନ୍ତି । ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବ । ନୂଆ ବିଜନେସ ଆରମ୍ଭ କରିଲେ ବଡ ସଫଳତା ପ୍ରାପ୍ତ ହେବ । ସାମାଜିକ ରୂପରେ ଅଲାଗ ପରିଚୟ ସୃଷ୍ଟି କରିବାରେ ସଫଳ ହେବେ । ଶିକ୍ଷା କ୍ଷେତ୍ରରେ ପ୍ରଗତି ହେବ ।

କୁମ୍ଭ ରାଶି : ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପାରୁ ଶୁଭ ସଂଯୋଗର ନିର୍ମାଣ ହେଉଛି । ଆପଣଙ୍କର କାର୍ଯ୍ୟ ଓ ବିଚାରରେ ଅଲଗା ଶାନ୍ତି ଆସିବ । ସଫଳତାର ନୂଆ କୀର୍ତ୍ତିମାନ ସ୍ଥାପନ କରି ସଫଳତା ହାସଲ କରିବେ । ଆପଣଙ୍କୁ ଧନ ଲାଭର ଯୋଗ ଅଛି ।

ତୁଳା ରାଶି : ଆପଣଙ୍କ ଉପରେ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ ଅପାର କୃପା ଦ୍ରୁଷ୍ଟି ରହିବ । ଯାହା କାରଣରୁ ଭାରି ଧନ ଲାଭ ପ୍ରାପ୍ତ ହେବ । ବ୍ୟାପାରରେ ବୃଦ୍ଧି ହେବ । ବ୍ୟବସାୟରେ ଭାରି ଧନ ଲାଭ ହେବ । ନୂଆ ବାହନ ବା ଘର କ୍ରୟ କରିପାରିବେ ।

ବିଛା ରାଶି : ଆପଣଙ୍କ ଘର ପରିବାରରେ ଖୁସିର ବାତାବରଣ ରହିବ । ନୂଆ ଜିନିଷର ଆଗମନ ହେବ । ଆପଣଙ୍କୁ ଧନ ଲାଭର ଭଲ ଯୋଗ ଅଛି । ଘର ପରିବାରରେ ସୁଖର ସ୍ଥିତି ରହିବ । ଜୀବନସାଥିଙ୍କ ସହ ପ୍ରେମ ବଢିବ । ବନ୍ଧୁଗଣ ଆପଣଙ୍କର ଏହି ରାଶି ମଧ୍ୟରୁ କେଉଁ ରାଶି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *