କ୍ଷୀରରେ ପାନମଧୁରୀ ମିଶାଇ ପିଇବା ଦ୍ଵାରା ମିଳିଥାଏ ଥାଏ ଏହି ଅଦ୍ଭୁତ ଲାଭ, ପୁରୁଷ ମାନେ ଥରେ ନିଶ୍ଚୟ ଦେଖନ୍ତୁ- Health Tips

ଆଜି ଆମେ ଆପଣଙ୍କୁ ପାନମଧୁରୀ ମିଶ୍ରତ କ୍ଷୀର ପିଇବାର ଲାଭ ବିଷୟରେ କହିବୁ । ଏହା ସହିତ କହିବୁ କି ପାନମଧୁରୀ ମିଶ୍ରତ କ୍ଷୀର କେମିତି ପ୍ରସ୍ତୁତ ହୋଇଥାଏ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ଗରମ ଦିନ ଚାଲିଛି ଏମିତିରେ ଆପଣଙ୍କୁ ବର୍ତ୍ତମାନ ପାନମଧୁରୀ ମିଶ୍ରତ କ୍ଷୀର ପିଇବା ଉଚିତ । କାରଣ ପାନମଧୁରୀ ଥଣ୍ଡା ହୋଇଥାଏ ଓ ଥଣ୍ଡା ଜିନିଷ ଆପଣ ଯଦି ଗରମ ଦିନରେ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ ।

କେବଳ ଏହି କ୍ଷୀରକୁ ସେବନ କରି ଆପଣ ନିଜ ଶରୀରର ୯୦ ପ୍ରତିଶତ ରୋଗକୁ ଭଲ କରି ପାରିବେ । ପାନମଧୁରୀ ପୋଷାକ ତତ୍ଵର ଖଜଣା ଅଟେ । ପାନମଧୁରୀରେ ମାଗ୍ନେଜିୟମ, ପୋଟାସିୟମ, ଜିଙ୍କ ଭିଟାମିନ ସି ଆଇରନ ଭଳି ମିନିରଲ୍ସ ମିଳିଥାଏ ।

ଯାହା ଶରୀରରେ ହେଉଥିବା କେତେକ ରୋଗର ଚିକିତ୍ସା କରିବା ପାଇଁ ସାହାର୍ଯ୍ୟକାରୀ ହୋଇଥାଏ । ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ପାନମଧୁରୀ ମିଶ୍ରତ କ୍ଷୀର ସେବନ କରୁଛନ୍ତି ତେବେ ଆପଣଙ୍କର ହଜମ ସହ ସମ୍ବନ୍ଧ ସମସ୍ତ ସମସ୍ୟା ଠିକ ହୋଇଯିବ । ଆପଣଙ୍କ ଖାଦ୍ୟ ଯଦି ସଠିକ ରୂପରେ ହଜମ ହେବ ତେବେ ଆପଣ ନିରୋଗୀ ରହିବେ । ଯଦି ଆପଣ ଦିନକୁ ଦୁଇ ଥର ପାନମଧୁରୀ ମିଶ୍ରତ କ୍ଷୀର ସେବନ କରୁଛନ୍ତି ତେବେ ପେଟ ସମ୍ବନ୍ଧିତ ସମସ୍ତେ ରୋଗ ବି ଆପଣଙ୍କର ଭଲ ହୋଇଯିବ ।

ଆପଣଙ୍କ ଆଖିରେ ଚଷମା ଲାଗିଛି ଓ ଆପଣ ନିଜର ଚଷମାକୁ ହଟାଇବାକୁ ଚାହୁଁଛନ୍ତି ଓ ଆପଣ ନିଜ ଆଖିର ଦ୍ରୁଷ୍ଟିଶକ୍ତି ବୁଦ୍ଧି କରିବାକୁ ଚାହୁଁଛନ୍ତି ତେବେ ରାତିରେ ପାନମଧୁରୀ ମିଶ୍ରତ କ୍ଷୀର ସେବନ କରିବା ଆପଣଙ୍କ ପାଇଁ ବହୁତ ଲାଭକାରୀ ହେବ । ବିପି ସମସ୍ୟା ପାଇଁ, ଗଣ୍ଠି ବ୍ୟଥା ଇତ୍ୟାଦି ଯଦି କୌଣସି ସମସ୍ୟା ଅଛି ତେବେ ପାନମଧୁରୀ ମିଶ୍ରତ କ୍ଷୀର ସେବନ କରନ୍ତୁ ଯାହା ଦ୍ଵାରା ଆପଣ କିଛି ଦିନ ମଧ୍ୟରେ ହିଁ ଫରକ ଅନୁଭବ କରିବେ ।

କିନ୍ତୁ ପାନମଧୁରୀ ମିଶ୍ରତ କ୍ଷୀର ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଗୋଟିଏ ଗ୍ଳାସ କ୍ଷୀର ମଧ୍ୟରେ ଗୋଟିଏ ଚାମଚ ପାନମଧୁରୀ ମିଶ୍ରିତ କରି ଦିଅନ୍ତୁ । ଏହା ପରେ ଏହାକୁ ଭଲ ଭାବରେ ଗରମ କରି ଦିଅନ୍ତୁ । କିନ୍ତୁ ଧ୍ୟାନ ରଖିବେ କି ଏହି କ୍ଷୀରରେ ଚିନି ଦେବେ ନାହିଁ । କାରଣ ଚୀନ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନ ଥାଏ । କିନ୍ତୁ ଆପଣ ମିଶିରିକୁ ଗୁଣ୍ଡ କରି କ୍ଷୀରରେ ଦେଇ ପାରିବେ । ଏହାକୁ ସେହି ସମୟ ପର୍ଯ୍ୟନ୍ତ ଗରମ କରନ୍ତୁ ଯେତେ ସମୟ ପର୍ଯ୍ୟନ୍ତ ଗୋଟିଏ ଗ୍ଳାସ କ୍ଷୀର ଅଧ ଗ୍ଳାସ ନ ହୋଇଯିବ ।

ବର୍ତ୍ତମାନ ଆପଣଙ୍କ କ୍ଷୀର ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ଆପଣ ଏହାକୁ ଅଳ୍ପ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହା ପରେ ରାତିରେ ଶୋଇବା ପୂର୍ବରୁ ଏହାକୁ ସେବନ କରି ନିଅନ୍ତୁ । ଏହିଭଳି କରି ଆପଣ ନିଜ ଶରୀରର ସମସ୍ତ ରୋଗକୁ ଭଲ କରିବା ସହ ଆପଣଙ୍କର ରୋଗ ପ୍ରତି ରୋଧକ ଶକ୍ତି ବି ବୁଦ୍ଧି ହୋଇଯିବ ।

Leave a Reply

Your email address will not be published. Required fields are marked *