ପଣା ସଂକ୍ରାନ୍ତି (14 April) ମରିଗଲେବି କରନ୍ତୁ ନାହିଁ ଏହି ଭୁଲ୍, ହେବ ସର୍ବନାଶ… ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ପଣା ସଙ୍କ୍ରାନ୍ତି କୁ ଓଡିଆ ନବ ବର୍ଷ ଭାବେ ପ୍ରତି ବର୍ଷ ପାଳନ କରାଯାଇଥାଏ । ଏହା ସାଧାରଣତ ଏପ୍ରିଲ 14 ତାରିଖରେ ପଡିଥାଏ । ଏହି ବର୍ଷ ମଧ୍ୟ ଠିକ ଏହି ତାରିଖରେ ପଡିବାକୁ ଯାଉଛି । ଏହି ଦିନ ଠାରୁ ବସନ୍ତ ଋତୁର ଶେଷ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥାଏ । ଏହା ମହାବିଷୁବ ସଙ୍କ୍ରାନ୍ତି ବା ଠେକିବସା ସଙ୍କ୍ରାନ୍ତି ବା ଛତୁଆ ସଙ୍କ୍ରାନ୍ତି ବି କୁହାଯାଏ । ଦିନ ଛୋଟ ମାଠିଆରେ ପଣା ରଖିକି ତୁଳସୀ ଗଛରେ ବାନ୍ଧି ଦିଆଯାଏ । ମାଠିଆରେ ଥିବା କଣାରୁ ପାଣି ବର୍ଷା ହୁଏ ଆଉ ଏହି ଠେକିକି ବସୁନ୍ଧରା ଠେକି ବି କୁହାଯାଏ । ତେବେ ଏହି ଦିନ କେଉଁ କାମ କରିବା ଅନୁଚିତ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- ଯଦି ଆପଣ ଚାହୁଁ ଛନ୍ତି ପ୍ରଭୁ ହନୁମାନ ଙ୍କ କୋପ ଦ୍ରୁଷ୍ଟି ନ ପଡୁ ବୋଲି ତେବେ ଆପଣ ସଙ୍କ୍ରାନ୍ତି ଦିନ କାହା ସହ ଶାରୀରିକ ସମ୍ପକ ରଖନ୍ତୁ ନାହି । ଅନ୍ୟଥା ଅକାରଣରେ ମହାବୀର ଙ୍କ କୋପର ଶିକାର ହେବାକୁ ପଡିଥାଏ । ଏମିତି କରିଲେ ସନ୍ତାନ ବିକଳାଙ୍ଗ ଜନ୍ମ ହୋଇପାରନ୍ତି । ଏଥିପାଇଁ ଏହି ଦିନ ମନକୁ ସଂଯମ କରି ରଖନ୍ତୁ ନଚେତ ବିପଦ ମାଡି ଆସିଥାଏ ।

୨- କ୍ଷୀର ରେ ତିଆରି ଜିନିଷ ଘରକୁ ଆଣନ୍ତୁ ନାହି ପଣା ସଙ୍କ୍ରାନ୍ତି ରେ । ଏହି ଦିନ ମିଠା, ରାବିଡି ଆଦି ବର୍ଜିତ ମାନା ଯାଇଛି । କ୍ଷୀର କୁ ଚନ୍ଦ୍ରମା ଙ୍କ କାରକ ମାନା ଯାଇଛି । ଚନ୍ଦ୍ରମା ଓ ମଙ୍ଗଳ ଉଭୟଙ୍କର ବିରୋଧୀ ଅଟନ୍ତି । ତେଣୁ ଏହି ପବିତ୍ର ଦିନ କ୍ଷୀର ଜାତୀୟ ଖାଦ୍ୟ ଘରକୁ ଆଣନ୍ତୁ ନାହି ।

୩- ପଣା ସଙ୍କ୍ରାନ୍ତି ରେ ଲୁହା ଜିନିଷ କିଣନ୍ତୁ ନାହି । ଏହା ଅଶୁଭ ମାନାଯାଇଛି । ଷ୍ଟିଲ ଜିନିଷ ବା ଧାର ଥିବା ଧାତୁ କିଣନ୍ତୁ ନାହି । ଏହି ଦିନ ନଖ କି କେଶ କାଟିବା ଉଚିତ ହୋଇନ ଥାଏ । ଏହା କରିବା ଦ୍ଵାରା ହନୁମାନଙ୍କର କୋପ ସୃଷ୍ଟି ର ସମୁଖିନ୍ନ କରିବାକୁ ପଡିପାରେ ।

୪- ମାଛ, ମାଂସ, ମଦ୍ୟପାନ ରୁ ଦୂରେଇ ରୁହନ୍ତି ପବିତ୍ର ପଣା ସଙ୍କ୍ରାନ୍ତି ଦିନ । ଯେଉଁ ଲୋକ ମାନେ ମାଂସ, ମଦ୍ୟପାନ ସେବନ କରନ୍ତି ସେମାନଙ୍କୁ ହନୁମାନ ଜୀ ବରବାତ କରି ଦିଅନ୍ତୁ । ସେହିପରି ଲୋକଙ୍କୁ ଭିକାରୀ କରିଥାନ୍ତି ପ୍ରଭୁ ହନୁମାନ ।

୫- ଏହି ଦିନ କ୍ରୋଧରେ ଅଛନ୍ତି ବା ମନରେ ରାଗ ଅଛି ତେବେ ହନୁମାନ ଜୀ ଙ୍କୁ ଭୁଲରେ ପୂଜା କରନ୍ତୁ ନାହି । ଯେଉଁ ବ୍ୟକ୍ତି ମନରେ କ୍ରୋଧ ରଖିକି ହନୁମାନ ଜୀ ଙ୍କୁ ପୂଜା କରିଥାଏ ତାଙ୍କୁ କିଛି ଫଳ ମିଳେ ନାହି । ଏହି ଦିନ ପ୍ରଭୁ ହନୁମାନ ଙ୍କୁ ସୁଗନ୍ଧିତ ଫୁଲ, ଫଳ, ଲଡୁ ଭୋଗ ଲଗାଇବା ଦ୍ଵାରା ସେ ପ୍ରସନ୍ନ ହୋଇଥାନ୍ତି । ଆଉ ତାଙ୍କର କୃପା ମିଳିଥାଏ । ଏହି ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *