ବନ୍ଧୁଗଣ ଆପଣ ଜାଣିଛନ୍ତି ଏପ୍ରିଲ 14ରେ ପଡୁଛି ପଣା ସଙ୍କ୍ରାନ୍ତି । ଏହି ଦିନକୁ ମହାବିଷୁବ ସଙ୍କ୍ରାନ୍ତି ମଧ୍ୟ କୁହାଯାଏ । ଏହି ଦିନ ଠାରୁ ନୂତନ ବର୍ଷର ଆରମ୍ଭ ହୋଇଥାଏ । ଯେଉଁ ଶିଶୁ ମାନେ ମେଷ ମାସରେ ଜନ୍ମ ଲାଭ କରିଥାନ୍ତି ସାହାସୀ, ଧର୍ମ ପରାୟଣ, ସ୍ବାଭିମାନୀ, ଜ୍ଞାନୀ, ଗୁଣୀ ହୋଇଥାନ୍ତି । ମେଷ ମାସରେ ରବି ଉଚ୍ଚରେ ଥାନ୍ତି । ଏଣୁ ସେମାନଙ୍କର ଆତ୍ମବଳ ବହୁତ ମାତ୍ରାରେ ରହିଥାଏ । ମେଷ ମାସରେ ଜନ୍ମିତ କନ୍ୟା ରଜସ୍ଵଳା ହୁଏ ତେବେ ସେ ପତି ପରାୟଣ, ସତ୍ୟବାଦିନି ହୋଇଥାଏ । ପଣା ସଙ୍କ୍ରାନ୍ତି ଠାରୁ 12ଟି ରାଶିଙ୍କର ସମୟ କିପରି ରହିବ ଆସନ୍ତୁ ଜାଣିବା ବିସ୍ତାର ଭାବେ ।
ମେଷ ରାଶି : କର୍ମ କ୍ଷେତ୍ରରେ ଉନ୍ନତି ଦେଖାଯିବ । ମାନ ସମାନ ବୃଦ୍ଧି ପାଇବ । ପାରିବାରିକ ଅସାନ୍ତି ଦେଖାଯିବ । ଜନକଲ୍ୟାଣ କାର୍ଯ୍ୟରେ ଲୋକପ୍ରିୟ ହାସଲ କରିବେ ।
ବୃଷ ରାଶି : କର୍ମ କ୍ଷେତ୍ରରେ ଅସାନ୍ତି ଦେଖାଯିବ । ପାରିବାରିକ କଳହ ସୃଷ୍ଟି ହେବ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗରେ ସମସ୍ୟାର ସମଧାନ ହେବ । ଅଚାନକ ଧନ ଲାଭ ହୋଇପାରେ ।
ମିଥୁନ ରାଶି : ବ୍ୟବସାୟରେ ବାଧା ସୃଷ୍ଟି ହେବ । ଶତ୍ରୁ ବୃଦ୍ଧି ହେବେ । କର୍ମ କ୍ଷେତ୍ରରେ ନାନାଦି ସମସ୍ଯା ଦେଖାଯିବ । ସନ୍ତନା ଚିନ୍ତାରେ ମାନସିକ ଅସାନ୍ତି ପାଇବେ ।
କର୍କଟ ରାଶି : କୌଣସି ବ୍ୟକ୍ତିଙ୍କ ହସ୍ତକ୍ଷେପ କାରଣରୁ ବ୍ୟବସାୟରେ ହାନି ହୋଇପାରେ । କର୍ମ କ୍ଷେତ୍ରରେ ଅବମାନନା ହୋଇପାରନ୍ତି । କର୍ମ କ୍ଷେତ୍ରରେ ପରିବର୍ତ୍ତନ ଆସିପାରେ ।
ସିଂହ ରାଶି : ଆପଣଙ୍କ ପାଇଁ ମାନ ସାମନାରେ ବୃଦ୍ଧି ପାଇବ । ଆକସ୍ମିକ ଧନ ଲାଭ ହେବ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ ।
କନ୍ୟା ରାଶି : ଆପଣଙ୍କ ପାଇଁ ବ୍ୟବସାୟରେ ଉନ୍ନତି ଦେଖାଯିବ । ଆର୍ଥିକ ସ୍ଥିତି ଭଲ ରହିବ । ଚାକିରିରେ ଜରୁରୀ ଦାୟିତ୍ଵ ନେବେ । ନୂତନ କର୍ମ ସଂସ୍ଥା ଆପଣଙ୍କୁ ଦେଖାଦେବ ।
ତୁଳା ରାଶି : ଅଧିକ ପରିଶ୍ରମ ଦ୍ଵାରା ଆପଣ ଲାଭବାନ ହେବେ । ଆର୍ଥିକ ସ୍ଥିତି ସ୍ଵଛଳ ରହିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମିଳିବ ।
ବିଛା ରାଶି : କର୍ମ କ୍ଷେତ୍ରରେ ସଫଳତା ମିଳିବ । ମାନ ସମ୍ମାନରେ ବୃଦ୍ଧି ହେବ । ବ୍ୟାପାରରେ ପରିଶ୍ରମ ଦ୍ଵାରା ଲାଭବାନ ହେବେ । ଶାରୀରିକ ଅସୁସ୍ଥତା ଭୋଗ କରିବେ ।
ଧନୁ ରାଶି : ମେଷ ମାସରେ ପୂର୍ବ ଶତ୍ରୁତାର ନାସ ହେବ । ବ୍ୟବସାୟରେ ସାମାନ୍ଯ ଲାଭ ଦେଖାଯିବ । ଶାରୀରିକ ପୀଡା ଭୋଗ କରିବେ ।
ମକର ରାଶି : କର୍ମ କ୍ଷେତ୍ରରେ ମିଥ୍ୟା ଅପବାଦ ଦେଖାଦେଇପାରେ । ଲାଭ କମ ପାଇବେ । ସହଯୋଗୀ ହଇରାଣ କରିପାରନ୍ତି । ଶାରୀରିକ ପୀଡା ଭୋଗ କରିବେ ।
କୁମ୍ଭ ରାଶି : ବ୍ୟବସାୟରେ ଉନ୍ନତି ଦେଖାଯିବ । ରୋଜଗାରର ନୂତନ ପନ୍ଥା ମିଳିବ । ଅଭିଳାଷା ପୂରଣ ହେବ ।
ମୀନ ରାଶି : ବ୍ୟବସାୟ ପାଇଁ ଅଧିକ ପରିଶ୍ରମ କରିବେ । ଆର୍ଥିକ ସ୍ଥିତି ମଜବୁତ ହେବ । ନୂତନ ନିଯୁକ୍ତି ପାଇବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।