ବିବାହ ପରେ ଏହି 5 ଟି ଅଭିନେତ୍ରୀଙ୍କୁ ମିଳିନି ମା ବନିବାର ସୌଭାଗ୍ୟ, ଜଣକ ବିବାହକୁ ହେଲାଣି 53 ବର୍ଷ

ମା ହେବା ସବୁ ଝିଅଙ୍କ ସ୍ଵପ୍ନ ଥାଏ । ଏହା ଦୁନିଆର ସବୁଠୁ ବଢିଆ ଅନୁଭୂତି ମଧ୍ୟରୁ ଗୋଟେ । ଯଦି ଆପଣଙ୍କ ନିଜର ସନ୍ତାନ ହୋଇଥାଏ ତ ବୃଦ୍ଧ ଅବସ୍ଥାରେ ମନ ଲାଗିରହିଥାଏ । ପରିବାର ଓ ବଂଶକୁ ଆଗକୁ ବଢାଇବା ପାଇଁ ଝିଅ ଓ ପୁଅ ରହିବାର ଆବଶ୍ୟକ ଅଟେ । ବିବାହ ପରେ ଏହି ସୌଭାଗ୍ୟ ସମସ୍ତଙ୍କୁ ମିଳେନି । ଆଜି ଆମେ ବଲ୍ଲୀଉଡର ସେହି ଅଭିନେତ୍ରୀଙ୍କ ସହିତ ମିଳାଇବାକୁ ଯାଉଛୁ ଜିଆ କେବେ ବିବାହ ପରେ ମା ହୋଇପାରିଲେନି ।

Image Courtesy: Google

ସବାନା ଆଜମି

ପୂର୍ବ ସମୟର ଅଭିନେତ୍ରୀ ସବାନା ଆଜମିଙ୍କ ନାମ ବଲ୍ଲୀଉଡର ବହୁତ ଭଲ ଅବିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ତାଙ୍କ ଅଭିନୟ ସମୟରେ ତାଙ୍କୁ 5 ଥର ନେସନଲ ଆୱାର୍ଡ ମିଳିଛି । ଏଥିରୁ ଆପଣ ତାଙ୍କ ଅଭିନୟର ଅନୁମାନ କରିପାରିବେ । ସବାନା ଆଜମି ଫିଲ୍ମ କ୍ୟାରିଆରରେ ବହୁତ ସୁଖ ମିଳିଛି ସତ କିନ୍ତୁ ନିଜ ଛୁଆ ପୁଅ କି ଝିଅଙ୍କ ସୁଖ ମିଳିପାରିନି । ଆପଣଙ୍କ ଜାଣିବା ପାଇଁ କହିବାକୁ ଚାହୁଞ୍ଚୁକି ସବାନା ଆଜମି ବଲ୍ଲୀଉଡର ଜଣାଶୁଣା ଲେଖକ ଜାଭେଦ ଅଖତରଙ୍କୁ 1994 ରେ ବିବାହ କରିଥିଲେ । ସେତେବେଳେ ଜାଭେଦ ପ୍ରଥମରୁ ବିବାହିତା ଥିଲେ, ସେ ବିବାହରେ ସେ ଦୁଇଟି ସନ୍ତାନର ପିତା ହୋଇଥିଲେ ଫରହାନ ଅଖତର ଓ ଜୋୟା ଅଖତର ହୋଇଥିଲେ । ସେ ସବାନା ସହିତ ବିବାହ କରିବା ପରେ କିଛି ବି ସନ୍ତାନ ହୋଇନଥିଲା । ମାନେ ସବାନାଙ୍କୁ ନିଜ ଛୁଆର ସୁଖ ମିଳିଲାନି ।

Image Courtesy: Google

ସଂଗୀତା ବୀଜଲାନି

ସଂଗୀତା ବୀଜଲାନି ଭାରତର ପୂର୍ବ ମିସ ଇଣ୍ଡିଆ ହୋଇସାରିଛନ୍ତି । ବଲ୍ଲୀଉଡର ବହୁତ ଫିଲ୍ମରେ ବି କମ କରିଛନ୍ତି । ତାଙ୍କର ବିବାହ ପୂର୍ବ କ୍ରିକ୍କେଟର ଓ ପଲିଟିକସିଅନ ମହମ୍ମଦ ଆଝରୁଦିନଙ୍କ ସହିତ ହୋଇଥିଲା । ପୁଣି 2010 ରେ ଟଙ୍କାର ତଲାକ ହୋଇଗଲା । ଦୁର୍ଭାଗ୍ୟବଶତଃ ଏତେ ଦିନ ରହିଲାପରେବି ସଂଗୀତାକୁ ଛୁଆର ସୁଖ ମିଳିଲାନି ।

Image Courtesy: Google

ସାଇରା ବାନୁ

ସାଇରା ବାନୁଙ୍କୁ ବଲ୍ଲୀଉଡର ସବୁଠୁ ବଡ ଅଭିନେତା ସହିତ ପ୍ରେମ ହୋଇଥିଲା । ଯେତେବେଳେ ତାଙ୍କ ବିବାହ ହୋଇଥିଲା ସାଇରାଙ୍କ ବୟସ ଦିଲୀପ ସାହେବଙ୍କର ଅଧା ଥିଲା । ୨୨ବର୍ଷର ସାଇରା ବାନୁ ୪୪ ବର୍ଷରେ ଦିଲୀପ କୁମାରଙ୍କ ବିବାହ ହୋଇଥିଲା ଓ ଆଜି ପର୍ଯ୍ୟନ୍ତ ସୁଖଦ ଜୀବନ ବିତାଉଛନ୍ତି । ବାସ୍ତବରେ ସେ ସମୟରେ ବହୁତ ଭଲ ଅଭିନେତ୍ରୀ ଥିଲେ ।

Image Courtesy: Google

ଜୟା ପ୍ରଦା

ବଲ୍ଲୀଉଡର ବହୁତ ସୁନ୍ଦରୀ ଅଭିନେତ୍ରୀ ଜୟା ପ୍ରଦା ଶ୍ରୀକାନ୍ତ ନାହଟାକୁ ପ୍ରେମ କରୁଥିଲେ । କହିବାକୁ ଯାଉଛୁ କି ଶ୍ରୀକାନ୍ତ ପ୍ରଥମରୁ ବିବାହିତା ଥିଲେ ଓ ଟଙ୍କାର ୩ ଟି ପିଲା ଥିଲେ । ଏହା ପରେ ଜୟା ୧୯୮୬ ରେ ତାଙ୍କ ସହିତ ବିବାହ କରିଥିଲେ । ଏବେ ତାଙ୍କ ବିବାହ ୩୨ ବର୍ଷ ପୁରିଲାଣି କିନ୍ତୁ ଜୟା ଏବେ ପର୍ଯ୍ୟନ୍ତ ମା ବନିପାରିଲେନି ।

Image Courtesy: Google

କିରଣ ଖେର

କିରଣ ପ୍ରଥମ ବିବାହରେ ମା ବନିଥିଲେ କିନ୍ତୁ ଦିତୀୟ ବିବାହରେ ପିଲକୁ ଜନ୍ମ ଦେଇପାରିଲେନି । କିରଙ୍କ ପ୍ରଥମ ବିବାହ ଗୌତମ ବୋରେଙ୍କ ସହିତ ହୋଇଥିଲା । ସେଥିରେ ଟଙ୍କାର ସିକନ୍ଦର ନାମରେ ଗୋଟେ ପୁଅ ହୋଇଥିଲା । ତଲାକ ପରେ ସେ ଅନୁପମ ଖେର ସହିତ ବିବାହ କରିଥିଲେ । କିରଣ ଓ ଅନୁପମ ଙ୍କ ବିବାହ ପରେ କିଛି ବି ପିଲା ହୋଇନି । ସିକନ୍ଦର ସାବତ ପୁଅ ହିସାବରେ ତାଙ୍କ ପାଖରେ ରହୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *