ଅଭିନୟ ଦୁନିଆରେ ପାଦ ଦେଲେ Papu Pom Pomଙ୍କ ପୁଅ, ଏହି ସବୁ ଆଗାମୀ ଫିଲ୍ମରେ ତାଙ୍କ Look ଦେଖି ହେବେ ଆଶ୍ଚର୍ଯ୍ୟ !

ଓଲିଉଡ ଇଣ୍ଡଷ୍ଟ୍ରିର କମେଡିୟାନ ପପୁ ପମ୍ପ ପମ୍ପଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ଚର୍ଚିତ ଓ ଲୋକପ୍ରିୟ ହାସ୍ୟ ଅଭିନେତା ଅଟନ୍ତି । ଯେତେବେଳେ ସେ ବଡ ପରଦାରରେ ଅଭିନୟ କରନ୍ତି ତେବେ ଦର୍ଶକମାନେ ତାଙ୍କର ଅଭିନୟକୁ ଦେଖି ଖୁବ ମନୋରଞ୍ଜନ ହୋଇଥାନ୍ତି । ସେ କେବଳ ଫିଲ୍ମି ଦୁନିଆରେ ନୁହେଁ ଅନ୍ୟ କେତେକ ଶୋରେ ବି କମେଡି କରୁଥିବାର ନଜର ଆସନ୍ତି । ଦର୍ଶକମାନଙ୍କୁ ତାଙ୍କର ଅଭିନୟ ଓ କମେଡି ବହୁତ ପସନ୍ଦ ଲାଗେ । ସେ କେତେକ ଆଲବମ ଗୀତରେ ବି ନଜର ଆସିଛନ୍ତି ।

ଯାହାକି ବହୁତ ହିଟ ମଧ୍ୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ପପୁ ପମ୍ପ ପମ୍ପଙ୍କ ପରିବାର ବିଷୟରେ କହିବୁ । ପପୁଙ୍କ ପରିବାରରେ ତାଙ୍କର ପତ୍ନୀ ପୁଅ ଓ ଝିଅ ଅଛନ୍ତି । ଯାହାଙ୍କୁ ଆପଣମାନେ ଦେଖି ପାରୁଥିବେ ।

ପପୁଙ୍କ ପୁଅ ପୂରାପୂରି ପପୁଙ୍କ ଉପରେ ଯାଇଛନ୍ତି । ଅନ୍ୟ ପଟେ ପପୁଙ୍କ ଝିଅ ଭଲ ଅଭିନୟ କରନ୍ତି । ସେ କରୋନା ଲକଡାଉନ ସମୟରେ ନିଜ ପିତାଙ୍କ ସହ ଛୋଟ ଛୋଟ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରୁଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ପରିବାର ତରଫରୁ କେହି ବି ଅଭିନୟ କ୍ଷେତ୍ରକୁ ଆସି ନାହାନ୍ତି । କିନ୍ତୁ ବର୍ତ୍ତମାନ କୁହାଯାଉଛି କି ବହୁତ ଜଲ୍ଦି ପପୁଙ୍କ ପୁଅ ଓଲିଉଡ ଇଣ୍ଡଷ୍ଟ୍ରିରେ ଗୋଡ ରଖିବାକୁ ଯାଉଛନ୍ତି ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବିଷୟରେ ନା ହିଁ ପପୁ ଓ ନା ହିଁ ତାଙ୍କର ପୁଅ କିଛି କହିଛନ୍ତି । ଆପଣ ଦେଖି ପାରୁଥିବେ କି ପପୁଙ୍କ ପୁଅ ପୂରାପୂରି ପପୁଙ୍କ ଭଳି ଦେଖା ଯାଉଛନ୍ତି । ପପୁଙ୍କ ପୁଅ ଅବିକଳ ନିଜ ପିତାଙ୍କ ଭଳି । ପପୁ ସେହି ଅଭିନେତାମାନଙ୍କ ମଧ୍ୟରେ ଜଣେ ଅଟନ୍ତି ଯିଏକି ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚାରେ ରହିଥାନ୍ତି । ନିଜର ପରିବାରକୁ ନେଇ ନିଜର ଅଭିନୟକୁ ନେଇ କିମ୍ବା ଅନ୍ୟ କୌଣସି କାରଣରୁ ।

ଯଦି ପପୁଙ୍କ ଅଭିନୟ ବିଷୟରେ କହିବା ତେବେ ତାଙ୍କର ପ୍ରତ୍ୟକ ଫିଲ୍ମ ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସିଥାଏ । ମଝିରେ ପପୁଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇ ଥିଲେ କିନ୍ତୁ ପୁଣି କିଛି ପରେ ସ୍ୱାସ୍ଥ୍ୟ ଭଲ ହେବା ପରେ ସେ ଅଭିନୟ କ୍ଷେତ୍ରକୁ ଫେରି ଆସି ଥିଲେ । ବର୍ତ୍ତମାନ ଖବର ଆସୁଛି କି ତାଙ୍କ ପୁଅ ଅଭିନୟ କ୍ଷେତ୍ରରେ ଯୋଗ ଦେଇ ପାରନ୍ତି ।

Leave a Reply

Your email address will not be published. Required fields are marked *