“ତମେ ଜଣେ ବାଳ ହୀରୋ” Live ଆସି ଫ୍ୟାନ ମାନଙ୍କୁ ଏମିତି ଯବାବ ଦେଲେ Papu Pam Pam ଦେଖନ୍ତୁ Video

ବର୍ତ୍ତମାନର ଯୁଗ ହେଉଛି ସୋ-ସି-ଆ-ଲ ମି-ଡି-ଆ । ଯେଉଁଠି ଆପଣ ନିଜର ଭାବନାକୁ ବ୍ୟକ୍ତ କରି ପାରିବେ । ଏହା ସହିତ ବହୁତ କିଛି କରି ପାରିବେ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ସବୁ ଷ୍ଟାର ଯେଉଁମାନେ ଫିଲ୍ମରେ କାମ କରନ୍ତି ସେମାନେ ପ୍ରାୟତଃ ନିଜର ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ ଜରିଆରେ ନିଜର ଫ୍ୟାନମାନଙ୍କ ସହ କଥାବାର୍ତ୍ତା କରନ୍ତି ।

ବର୍ତ୍ତମାନ କେବଳ ଫିଲ୍ମ ଜଗତର ଷ୍ଟାରମାନେ ନୁହନ୍ତି ଅନ୍ୟ କିଛି ଖେଳାଳିମାନେ ବି ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ ଜରିଆରେ ନିଜର ଫ୍ୟାନମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଓଲିଉଡ ଜଗତର କିଛି ଷ୍ଟାରମାନେ ବି ଏହିଭଳି କରୁଥିବାର ନଜର ଆସୁଛନ୍ତି । କେତେକ ଷ୍ଟାର ନିଜର ସୋ-ସି-ଆ-ଲ ମି-ଡି-ଆରେ ନିଜର ଫ୍ୟାନମାନଙ୍କ ସହ କଥା ହେଉଛନ୍ତି ତ ଅନ୍ୟ ପଟେ କିଛି ଷ୍ଟାର କୌଣସି ଗୋଟିଏ ମାମଲାରେ ନିଜର ମତ ବ୍ୟକ୍ତ କରୁଥିବାର ନଜର ଆସୁଛନ୍ତି ।

ଏହି କ୍ରମରେ ଓଡିଆ ଜଗର କମେଡିୟାନ ଓ ଅଭିନେତା ପପୁ ପମପମ ବି ନିଜର ଫ୍ୟାନମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି । କିନ୍ତୁ ଏହି ସମୟରେ ତାଙ୍କର ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଯେଉଁଥିରେ ତାଙ୍କର କିଛି ଫ୍ୟାନମାନେ ତାଙ୍କୁ ବାଳ ହିରୋ ବୋଲି କହୁଛନ୍ତି ଓ ଏହାର ଜବାବରେ ପପୁ ପମପମ କଣ କହିଲେ ଜାଣନ୍ତୁ । ଅଭିନେତା ଓ କମେଡିୟାନ ପପୁ ଭାଇଙ୍କୁ ଆପଣ ସମସ୍ତେ ଜାଣିଛନ୍ତି । ତାଙ୍କର କମେଡିକୁ ପ୍ରତ୍ୟକ ଓଡିଆବାସୀ ପସନ୍ଦ କରନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ଯେଉଁଥିରେ ସେ ନିଜର ଫ୍ୟାନମାନଙ୍କ ସହ କଥାବାର୍ତ୍ତା ହେଉଛନ୍ତି ।

ପ୍ରଥମେ ସେ ନିଜର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଲେ କି ତାଙ୍କର ସୁଗାର ବଢି ଯାଇଛି । ତାଙ୍କର ଡାଏବେଟିସ ବଢିଯିବା କାରଣରୁ ସେ ବର୍ତ୍ତମାନ ଇନସୁଲିନ ନେଉଛନ୍ତି । କିନ୍ତୁ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଏହା ପରେ ସେ ନିଜର ଏକ ଫିଲ୍ମ ବିଷୟରେ କଥାବାର୍ତ୍ତା କରି କହିଲେ କି ଆସନ୍ତା କିଛି ଦିନ ମଧ୍ୟରେ ତାଙ୍କର ଗୋଟିଏ ଫିଲ୍ମ ଆସୁଛି, ଯାହାର ନାଁ ‘ପାଣ୍ଡେ ଜି ନମସ୍ତେ’ ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର ଟାଇଟେଲ ଫାଇନାଲ ହୋଇ ନାହିଁ । ଏହି ଫିଲ୍ମରେ ସେ ପୋଲିସ ହୋଇଛନ୍ତି ଓ ଗୋଟିଏ ସିନରେ ଗୋଟିଏ ଗୁଣ୍ଡା ତାଙ୍କ ସାମ୍ନାରେ ଫୁଟାଣି ମାରି କିଛି କହୁଛି । ଏହା ପରେ ପପୁ ତାକୁ ଜବାବ ଦେଉଛନ୍ତି କି,

 

ଶୁଣ ଅଣ୍ଟାରେ ଦୌଡି ବାନ୍ଧି ଘୋଷାରି ଘୋଷାରି ଆଣି ଥାନା ଭିତରେ ପୁରେଇ ଅଣ୍ଟାରେ ଝାଞ୍ଜ ବାନ୍ଧି ବାଡେଇବି, ପଦା ଲୋକ ଭାବିବେ ଅଷ୍ଟପହରି ଚାଲିଛି ନମସ୍କାର କରି ଯିବେ, ବୁଝିଲୁ ବାଗେଇ କି ରହ । ‘ ରେଞ୍ଜ ଭିତରକୁ ଆସେ ନି କହୁଛି, ଯଦି ଆସିବୁ ବିଦ୍ୟାରାଣ ଗୁଳି ଖାଇଯିବୁ । ‘

ଏହା ପରେ ତାଙ୍କୁ ଜଣେ ବ୍ୟକ୍ତି କହିଲେ କି ‘ବାଲ ହିରୋ’ । ଯାହାକୁ ପପୁ ଭାଇ ଭଲ ଜବାବ ଦେଲେ । ସେ କହିଲେ କି ଏହା କଣ ପାଇଁ ଲେଖିଛ । ମୁଁ କଣ ନିଜକୁ ହିରୋ ବୋଲି କହିଛି । ମୁଁ ଯେଉଁ ଜାଗାରେ ଥିଲି ସେହି ଜାଗାରେ ଅଛି । ତମ ବାଲ ତମ ପାଖରେ ରଖ । ଧନ୍ୟବାଦ ତୁମେ ମୋତେ ନିଜର ବିଚାରକୁ ନେଇଚ, ତୁମେ ମୋତେ ତୁମର ବଳ ତୁଲ୍ୟ ମାନି ଥାଅ, କିନ୍ତୁ ହିରୋ ବୋଲି ମାନିଚ ସେଥିପାଇଁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *