ସୋନୁ ସୁଦଙ୍କ ପରେ ବର୍ତ୍ତମାନ ଛୋଟ ପରଦାର ଅଭିନେତା ଗୁରମିତ ଚୌଧରି ସମସ୍ତଙ୍କ ପାଇଁ ଭଗବାନ ହୋଇ କାମ କରୁଛନ୍ତି ।
ସେ ଭୂ-ତା-ଣୁ ସହ ଲଢିବାରେ ସାହାର୍ଯ୍ୟ କରିବା ପାଇଁ ଅଟିଏ ନାଗପୁରରେ କୋ-ବି-ଡ ହସ୍ପିଟାଲ ତିଆରି କରିଛନ୍ତି । ଯାହାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।
କିଛି ଦିନ ପୂର୍ବେ ଗୁରମିତ ଚୌଧରି ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ କହିଥିଲେ କି ସେ ଭୂ-ତା-ଣୁରେ ପୀଡିତ ରୋ-ଗୀମାନଙ୍କର ଚିକିତ୍ସା ନିମନ୍ତେ ଲଖନଊ ଓ ପଟନା ଭଳି ଅନ୍ୟ କିଛି ସହରେ କୋ-ବି-ଡ କେୟାର ହସ୍ପିଟାଲ ଖୋଲିଛନ୍ତି ।
ଏହା ସହିତ ସେ ମହାରାଷ୍ଟ୍ରର ନାଗପୁରରେ ଆସ୍ଥା ନାମକ ଏକ ହସ୍ପିଟାଲ ବି ଖୋଲିଛନ୍ତି । ଗୁରମିତ ଚୌଧାରୀ ଡା. ସଯ୍ଯଦ ବଜହାତାଲୀ ଓ ତାଙ୍କର ଟିମ ସହିତ ମିଶି ଏହି କାମକୁ ଅଞ୍ଜାମ ଦେଇଛନ୍ତି ।
ଏକ ନ୍ୟୁଜ ଚ୍ୟାନେଲ ସହ ସାକ୍ଷାତ୍କାରରେ ଖୋଲିଥିବା ଆସ୍ଥା ହସ୍ପିଟାଲ ବିଷୟରେ କଥାବାର୍ତ୍ତା କରି ଗୁରମିତ ଚୌଧାରୀ କହିଲେ କି ଯେତେବେଳେ କିଛି ସମୟ ପୂର୍ବେ ତାଙ୍କର ଜଣେ ମିଡିଆ ଇଣ୍ଡଷ୍ଟ୍ରିର ବନ୍ଧୁ ଭୂ-ତା-ଣୁ ସହ ଜଡିତ ସାହାର୍ଯ୍ୟ ମାଗିଲେ ତେବେ ସେ ସାହାର୍ଯ୍ୟ ପାଇଁ ସୋସିଆଲି ମିଡିଆରେ ସାହାରା ନେଲେ । ସେତେବେଳେ ଦେଖିଲେ କି ଦେଶର ଅବସ୍ଥା ବହୁତ ଖ-ରା-ପ ଅଛି । ସେହି ସମୟରେ ଗୁରମିତ ଚୌଧାରୀ ନିଷ୍ପତି ନେଲେ କି ସେ ବି ଆଗାକୁ ଆସି ସମସ୍ତଙ୍କର ସାହାର୍ଯ୍ୟ କରିବେ ।
କହିଦେଉଛୁ କି ଗୁରମିତ ଚୌଧାରୀ ଛୋଟ ପରଦାର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ଏହା ସହିତ ସେ କେତେକେ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଗୁରମିତ ଚୌଧାରୀ ଛୋଟ ପରଦାରେ ଭଗବାନ ଶ୍ରୀରାମଙ୍କ ଚରିତ୍ରରେ ବି ନଜର ଆସିଥିଲେ ଓ ବର୍ତ୍ତମାନ ବି ସେ ଭଗବାନଙ୍କ ଭଳି ଏକ କୋ-ବି-ଡ ହସ୍ପିଟାଲ କରି ସମସ୍ତଙ୍କର ସାହାର୍ଯ୍ୟ କରୁଛନ୍ତି । ଭୂ-ତା-ଣୁ ରୋ-ଗୀଙ୍କ ସାମ୍ନାରେ ସେ ବର୍ତ୍ତମାନ ଭଗବାନଙ୍କ ଭଳି ଛିଡା ହୋଇଛନ୍ତି ।
ଯେତେବେଳେ ମ-ହା-ମା-ରୀ-ରେ ଆ-କ୍ରା-ନ୍ତ ହୋଇ ରୋ-ଗୀମାନେ ଏହି ହସ୍ପିଟାଲରୁ ସେହି ହସ୍ପିଟାଲ ଯାଉଥିଲେ ସେହି ସମୟରେ ଗୁରମିତ ଏହିଭଳି ମହାନ କାମ କରିଛନ୍ତି । କହିବାକୁ ଗଲେ ଗୁରମିତ ଚୌଧାରୀ ଯେମିତି ପରଦାରେ ହିରୋ ଭୂମିକାରେ ନଜର ଆସନ୍ତି ଠିକ ସେହିଭଳି ବର୍ତ୍ତମାନ ସେ ଅସଲ ଜୀବନରେ ବି ସମସ୍ତଙ୍କ ନଜରରେ ହିରୋ ହୋଇଯାଇଛନ୍ତି । କହିଦେଉଛୁ କି ଗୁରମିତ ନିଜର କିଛି ସାଙ୍ଗମାନଙ୍କ ସହ ମିଶି ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି ।
କହିଦେଉଛୁ କି ଦେଶରେ ଭୂ-ତା-ଣୁର ଦ୍ଵିତୀୟ ଲହରୀ ଦ୍ରୁତ ଗତିରେ ବଢି ଯାଇଛି । ଏମିତିରେ ହସ୍ପିଟାଲରେ ବେଡ ଅଭାବ ସହିତ ଅକ୍ସିଜେନର ଅଭାବ ଲୋକମାନଙ୍କୁ ଆହୁରି ଅଧିକ ଚିନ୍ତାରେ ପକାଇ ଦେଇଛି । ଏହି କ୍ରମରେ ଗୁରମିତ ଚୌଧରୀ ଲୋକମାନଙ୍କର ଦୁଃଖକୁ ବୁଝି ଗୋଟିଏ ୧୦୦ ବେଡ ସ୍ଥିତ ହସ୍ପିଟାଲ ତିଆରି କରିଛନ୍ତି ଓ ସେଥିରେ କୋ-ବି-ଡ ରୋ-ଗୀଙ୍କ ଚିକିତ୍ସା କରୁଛନ୍ତି ।
ମ-ହା-ମା-ରୀ-ରେ ଯେତେବେଳେ ପ୍ରାୟତଃ ସବୁ ଷ୍ଟାର ଘରେ ରହୁଛନ୍ତି ସେହି ସମୟରେ ଛୋଟ ପରଦାର ହିରୋ ଗୁରମିତ ଚୌଧରୀ ସାଧରାଣ ଲୋକମାନଙ୍କ ପାଖରେ ଛିଡା ହୋଇ ଅନ୍ୟ ସମସ୍ତଙ୍କ ପାଇଁ ଉଦାହରଣ ହୋଇଛନ୍ତି । ତାଙ୍କର ଏହିଭଳି କାମ ପାଇଁ ବର୍ତ୍ତମାନ ସମସ୍ତେ ତାଙ୍କୁ ଶୁଭେଚ୍ଛା ଦେଉଛନ୍ତି ।