ପର ସ୍ତ୍ରୀ ସହ ସମ୍ବନ୍ଧ ରଖନ୍ତି ଏହି 2 ରାଶିର ପୁରୁଷ ମାନେ- Jyotisha Shastra

ଏ ଦୁନିଆରେ ମାତା ପିତାଙ୍କ ସହ ସ-ମ୍ପ-ର୍କକୁ ଛାଡି ଦେଲେ ଆଉ ଏକ ପବିତ୍ର ସ-ମ୍ପ-ର୍କ ହେଉଛି ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସ-ମ୍ପ-ର୍କ । ବିବାହ ଏକ ପବିତ୍ର ବନ୍ଧନ ଯାହା ସାତ ଜନ୍ମ ପାଇଁ ପୁଅ ଓ ଝିଅ ମଧ୍ୟରେ ହୋଇଥାଏ । ବିବାହରେ ଗୋଟେ ଦମ୍ପତିଙ୍କର ମିଳନ ହେବା ସହ ଦୁଇ ପରିବାର ମଧ୍ୟ ମିଳନ ହୋଇଥାଏ । ବିବାହ ସମୟରେ ପୁଅ ଓ ଝିଅ କସମ ନେଇଥାନ୍ତି କି ସାତ ଜନ୍ମ ଯାଏଁ ପରସ୍ପରର ସାଥ ଦେବେ । କିଛି ଲୋକ ମାନେ ଏହି ପବିତ୍ର ସ-ମ୍ପ-ର୍କର ସମ୍ମାନ କରିଥାନ୍ତି ତ ଆଉ କେହି ଏହାର ଅପମାନ କରିଥାନ୍ତି । କିଛି ଯୁବକ ନିଜ ସ୍ତ୍ରୀ ଥାଇ ମଧ୍ୟ ଅନ୍ୟ ସ୍ତ୍ରୀ ସହ ନିଜର ଖରାପ ସ-ମ୍ପ-ର୍କ ରଖିଥାନ୍ତି ଯାହା ସଂପୂର୍ଣ୍ଣ ଭାବେ ଭୁଲ ଅଟେ ।

ଆଜିକାଲି ଯୁବପିଢି ଆରେଞ୍ଜ ମ୍ୟାରେଜ ଅପେକ୍ଷା ପ୍ରେମ ବିବାହ କରିବାକୁ ପସନ୍ଦ କରୁଛନ୍ତି । ଯାହା କିଛି କ୍ଷେତ୍ର ରେ ସଫଳ ହେଉଛି ତ ଆଉ କିଛି କ୍ଷେତ୍ର ରେ ବିଫଳ ହେଉଛି । ଆଜିକା ଡେଟରେ କେହି ବି ନିଜ ସ-ମ୍ପ-ର୍କକୁ ନେଇ ଗୁରୁତ୍ଵ ଦେଉ ନାହାନ୍ତି । ସେ ପୁଅ ହେଉ ବା ଝିଅ ହେଉ କେହି ନିଜର ସ-ମ୍ପ-ର୍କକୁ ଗଢିବା ପାଇଁ ଚେଷ୍ଟା କରୁ ନାହାନ୍ତି । ପୁଅ ଓ ଝିଅ ଉଭୟ ପରସ୍ପର ପ୍ରତି ବିଶ୍ଵାସ ନ ରଖିବାରୁ ବହୁତ ଜଲ୍ଦି ବିବାହ ବନ୍ଧନ ଭାଙ୍ଗି ଯାଉହକି । ବହୁତ କମ ଦମ୍ପତି ଅଛନ୍ତି ଯେଉଁ ମାନେ ନିଜର ବୈବାହିକ ଜୀବନରେ ପରସ୍ପର ପ୍ରତି ସନ୍ତୁଷ୍ଟ ହୋଇ ରହୁଛନ୍ତି ।

ଯେବେ ବିବାହର ହେବା ପରେ କିଛି ବର୍ଷ ହୋଇଯାଏ ତେବେ ପୁରୁଷଙ୍କର ମତିଭ୍ରମ ହୋଇଥାଏ । ଯାହା ଦ୍ଵାରା ପୁରୁଷ ମାନେ ନିଜ ସ୍ତ୍ରୀ କୁ ଛାଡି ଅନ୍ୟ ନାରୀ ପ୍ରତି ଆକର୍ଷିତ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇ ନାମ ଥିବା ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଅନ୍ୟ ନାରୀ ସହ ସ-ମ୍ପ-ର୍କ ରଖିଥାନ୍ତି ।

୧- ମେଶ ରାଶିର ପୁରୁଷ ମାନେ : ଏହି ରାଶିର ପୁରୁଷ ମାନେ ନିଜ ସ୍ତ୍ରୀ ଙ୍କ ପାଖରେ ଖୁସିରେ ରୁହନ୍ତି ନାହି । ଏମାନେ ବିବାହ ପରେ ଅନ୍ୟ ନାରୀ ସହ ସ-ମ୍ପ-ର୍କ ରଖିଥାନ୍ତି । ଏମାନେ ଦେଖିବାକୁ ବହୁତ ସରଳ ହୋଇଥିଲେ ମଧ୍ୟ ଭିତରେ ବହୁତ ଚାଲାକ ହୋଇଥାନ୍ତି ।

୨- ମକର ରାଶିର ପୁରୁଷ ମାନେ : ଏହି ରାଶିର ପୁରୁଷ ମାନେ ଅନ୍ୟ କୁ ଦେଖେଇବା ଭଳି ପ୍ରକୃତି ରହିଥାଏ । ଏମାନେ ଦରକାର ଠାରୁ ଅଧିକ ସ୍ଵପ୍ନ ଦେଖିଥାନ୍ତି । ବିବାହ ପରେ ଏମାନେ ଅନ୍ୟ ନାରୀ ସହ ସ-ମ୍ପ-ର୍କ ରଖିତହନ୍ତି । ଏମାନେ ନିଜ ଜୀବନର ପ୍ରତେକ ନିଷ୍ପତି ଘର ଲୋକଙ୍କ ଠାରୁ ଲୁଚାଇ ରଖିଥାନ୍ତି । ଏହି କାରଣରୁ ଏମାନଙ୍କର ଅନ୍ୟ ନାରୀ ସହ ଥିବା ସ-ମ୍ପ-ର୍କ ବିଷୟରେ କେହି ଜାଣି ପାରନ୍ତି ନାହି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *