୩୨୫ ଏମ୍‌ଜିରୁ ଅଧିକ ଡୋଜ୍‌ର ପାରାସେଟାମଲ୍‌ ମାରାତ୍ମକ, ନେଇଯାଇପାରେ ଜୀବନ

ପାରାଶିଟମଲ ଏମିତି ଏକ ମେଡ଼ିସିନ ଯାହାକୁ ସମସ୍ତେ ଥରେ ହେଉ ପଛେ କିନ୍ତୁ ବ୍ୟବହାର କରିଥାନ୍ତି । ସାଧାରଣତ ଜ୍ଵର ବା ଦେହ ହାତ ବିନ୍ଧା ହେଲେ ଆମେ ପାରାଶିଟମଲ ଖାଇଥାଉ । କିନ୍ତୁ ଏହା ଆମ ଶରୀର ପାଇଁ କେତେ ଠିକ ତାହା ଆପଣ ଏମାନେ ଜାଣିଛନ୍ତି । ନିକଟରେ ବିଶେଷଜ୍ଞ ମାନେ ପାରାଶିଟମଲ ବିଷୟରେ ଏମିତି କିଛି ତଥ୍ୟ ସନ୍ଧାନ କରିଛନ୍ତି ଯାହା ଚିନ୍ତାଜନକ ଅଟେ । ଆଜି ଆମେ ଆପଣ ମାନଙ୍କୁ ପାରାଶିଟମଲ ଅଧିକ ଖାଇବା ଦ୍ଵାରା କେଉଁ ସବୁ କ୍ଷତି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ରିସର୍ଚ ଅନୁସାରେ ୩୦୦ ମିଲିଗ୍ରାମ ରୁ ଅଧିକ ଡୋଜ କମ୍ବିନେଟ ପାରାଶିଟମଲ ଖାଇବା ଦ୍ଵାରା ଆମ ଲିଭର ରେ tକ୍ସିସିଡ ଦେଖାଯାଏ । କମ୍ବିନେଟେଡ ର ଅର୍ଥ ହେଉଛି ଯେଉଁ ଥିରେ ପାରାଶିଟମଲ ସହ ଅନ୍ୟ ସବୁ ଏଡିସିନର ମିଶ୍ରଣ ରହିଥାଏ ।

ଏଥିପାଇଁ D-r-g-u-s Controller Gneral Of India ୩୦୦ ମିଲିଗ୍ରାମ ରୁ ଅଧିକ ଡୋଜ କମ୍ବିନେଟେଡ ପାରାଶିଟମଲ ଖାଇବାକୁ ବ୍ୟା-ନ କରିଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି ଦେଶର ୩୨୫ ଏମ୍ଜିରୁ ଅଧିକ ଡୋଜ ର କମ୍ବିନେଟେଡ ପାରାଶିଟମଲ ଖୋଲା ଖୋଲି ବିକ୍ରୟ ହେଉଛି ।

ଗତ ମାସକ ତଳେ ବିସିଜିଆଇ ସବୁ ହସ୍ପିଟାଲକୁ ଅନ୍ୟ ସ୍ଲ-ଟ ସହ କମ୍ବିନେସନରେ ପାରାଶିଟମଲ ୫୦୦ ଏମଜି ବଦଳରେ ୩୨୫ ଏମଜିର ମିଲିଗ୍ରାମ ବିକ୍ରି କରିବାକୁ ନିର୍ଦେଶ ଦେଇଥିଲା । ଏହି ସବୁ ମେଡ଼ିସିନ ଯେପରି ବିକ୍ରି ଠିକ ଭାବେ ହୁଏ ସେଥିପାଇଁ ଦାୟିତ୍ଵ ଦେଇଥିଲା ବିସିଜିଆଇ । କିନ୍ତୁ କିଛି ଔଷଧ ଦୋକାନୀ ମାନେ ଏହି ସବୁ ନିର୍ଦେଶ ପାଇ ନାହାନ୍ତି ବୋଲି ରାଏ ଦେଇହକନ୍ତି । ଏହା ଛଡା କିଛି ଡାକ୍ତର ଏହି ଭଳି ଔଷଧ ରୋ-ଗୀ-ଙ୍କ ପାଇଁ ଲେଖୁଥିବା ଜଣା ପଡିଛି । ବିସିଜିଆଇ ମତରେ କୌଣସି ବୟସ୍କ ବ୍ୟକ୍ତି ଙ୍କୁ ଗତ ୨୪ ଘଣ୍ଟା ମଧ୍ୟ ରେ ଦୁଇ ଗ୍ରାମ ପାରାଶିଟମଲ ଦିଆଯାଇ ଅପରେ ।

ଏହାର ଅର୍ଥ ହେଉଛି କୌଣସି ବୟସ୍କ ବ୍ୟକ୍ତିଙ୍କୁ ୩ ଥର ଦୁଇ ଗ୍ରାମ ରୁ ଅଧିକ ପାରାଶିଟମଲ ୨୪ ଘଣ୍ଟା ମଧ୍ୟରେ ଦିଆଯିବା ଅନୁଚିତ । ଏହି ମାତ୍ରା ରେ ଆଧିକ ପାରସିଟମଲ ଖାଇବା ଦ୍ଵାରା ଶରୀରର କ୍ଷ-ତି ହୋଇଥାଏ । ସୂଚନା ଅନୁସାରେ କ-ରୋ-ନା ମ-ହା-ମା-ରୀ ଆରମ୍ଭ ହେବା ପରେ ଔଷଧ ଦୋକାନୀ ମାନେ ୧୦,୦୦୦ ରୁ ଅଧିକ ପାରାଶିଟମଲ ବିକ୍ରି କରୁଛନ୍ତି । ଏହାର ଅଧିକ ଡୋଜ ଖାଇଲେ ଲୋକଙ୍କର ଜୀବନ ଚାଲି ଯାଉଛି ।

ତେଣୁ ଏହାର ଅଧିକ ମାତ୍ରା ରେ ସେବନ କରିବା ଅନୁଚିତ । ଯଦି ଆପଣ ପାରାଶିଟମଲ ଖାଉଛନ୍ତି ତେବେ ଏହାର କେତେ ଡୋଜ ଖାଇବେ ତାହା ଡାକ୍ତର ଙ୍କ ସହ ପରାମର୍ଶ କରି ଖାଆନ୍ତୁ । ନଚେତ ଏହା ଆପଣଙ୍କ ଜ୍ଵର ଭଲ ହେବା ବଦଳରେ ଅନ୍ୟ କେତେକ ରୋ-ଗ-କୁ ଆମନ୍ତ୍ରଣ କରିପାରେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *