ଦେଖନ୍ତୁ ମୃତ୍ୟୁ ପରେ ନିଜ ପରିବାର ପାଇଁ କେତେ ସମ୍ପତି ଛାଡିଗଲେ Satish Kaushik

ବନ୍ଧୁଗଣ ଅଭିନେତା ସତିଶ କୌଶିକ ଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । କିନ୍ତୁ ଦୁଖର ବିଷୟ ଆଜି ସକାଳୁ ତାଙ୍କର ଦେ-ହା-ନ୍ତ ଘଟିଛି ମାତ୍ର 67 ବର୍ଷ ବୟସରେ । ତେବେ ଆଜି ଆମେ ଆପଣଙ୍କୁ ତାଙ୍କର ଲାଇଫ ଷ୍ଟାଇଲ, ବାୟୋଗ୍ରାଫି, ଇନକମ, ଘର, ସମ୍ପତି ବିଷୟରେ କହିବାକୁ ଯାଉଛୁ ।  ସେ ପ୍ରୋଫେସନରେ ଅଭିନେତା, ପ୍ରଡ୍ୟୁସର, ଡାଇରେକ୍ଟର ଓ ସ୍କ୍ରିନ ଲେଖକ ଅଟନ୍ତି ।

ତାଙ୍କର ଜନ୍ମ ଏପ୍ରିଲ 13 1956 ମସିହାରେ ଧନଉନ୍ଦ୍ରା ମହେନ୍ଦ୍ରଗଡ ହରିୟାନା ରେ ହୋଇଥିଲା । ସେ ତାଙ୍କର ପଢା କିରୋରୀ ମଲ କଲେଜରୁ ଆରମ୍ଭ କରିଥିଲେ । ସେ ତାଙ୍କର ଅଭିନୟର ପଢା ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଦିଲ୍ଲୀ ରୁ କରିଛନ୍ତି । ସେ ଡିପ୍ଲୋମା ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ ଇଣ୍ଡିଆରୁ କରିଛନ୍ତି । ସେ ତାଙ୍କର ଅଭିନୟ କ୍ୟାରିୟାର “ଜାନେ ଭି ଦୋ ୟାରୋ” ଫିଲ୍ମରୁ କରିଥିଲେ 1983 ରେ ।

ସେ ଅଭିନେତାର ଡେବ୍ୟୁ “ମାସୁମ” ଫିଲ୍ମରୁ କରିଥିଲେ ଯାହା 193ରେ ରିଲିଜ ହୋଇଥିଲା । ଅଭିନେତା ସତିଶ 1987ରେ “ମିଷ୍ଟର ଇଣ୍ଡିଆ” ଫିଲ୍ମରୁ ଲାଇମଲାଇଟରେ ଆସିଥିଲେ । ଏହା ପରେ ସେ ଅନେକ ସାରା ମୁଭି ଓ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ସେ କରିଥିବା ଫିଲ୍ମ ଗୁଡିକର ନାଁ ହେଉଛି “ୱୋ ସାତ ଦିନ, ସାଗର, ଜଲୱା, ଏକ ନୟା ରାସ୍ତା, ପ୍ରେମ ପ୍ରତିଜ୍ଞା, ସ୍ଵର୍ଗ, ଜମାଇ ରାଜା, ମିଷ୍ଟର ଆଣ୍ଡ ମିସେସ ଖିଲାଡ଼ି, ରାମ ଲକ୍ଷଣ, ଦିୱାନା ମସ୍ତାନା, ଆଣ୍ଟି ନମ୍ବର-1, ବଡେ ଦିଲୱାଲା, ହମାରା ଦିଲ ଆପକେ କେ ପାସ ହେ, କ୍ୟୁଇଁକି ନହିଁ ବୋଲତା” ଇତ୍ୟାଦି ।

ସେ ଟେଲିଭିଜନ ଜଗତରେ 1986ରେ ପ୍ରସାରିତ ହୋଇଥିବା “କଥା ସାଗର” ସିରିଏଲରୁ ଡେବ୍ୟୁ କରିଥିଲେ । ସେ ଡାଇରେକ୍ଟର ଭାବେ 1993ରେ ରିଲିଜ ହୋଇଥିବା ଫିଲ୍ମ “ରୂପ କି ରାଣୀ ଚୋର କା ରାଜା” ରୁ ଡେବ୍ୟୁ କରିଥିଲେ । ସେ ପ୍ରଡ୍ୟୁସର ଭାବେ 1996ରେ ରିଲିଜ ହୋଇଥିବା ଫିଲ୍ମ “ମିଷ୍ଟର ବିଚାରା” ରୁ ଡେବ୍ୟୁ କରିଥିଲେ ।

ସ୍କ୍ରିନ ରାଇଟର ଭାବେ ଅଭିନେତା ସତିଶ 1992ରେ ରିଲିଜ ହୋଇଥିବା “ହମ ଆପକେ ଦିଲ ମେ ରେହତେ ହେ” ଫିଲ୍ମ ରୁ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସେ ନୋମିନେଟ ବି ହୋଇଥିଲେ । ସେ “ରାମ ଲକ୍ଷନ” ଫିଲ୍ମରେ ବେଷ୍ଟ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ କମେଡିଆନ ଭାବେ 1990 ରେ । ତାଙ୍କ ସ୍ତ୍ରୀ ଙ୍କ ନା ହେଉଛି ଶଶୀ କୌଶିକ । ଦୁହିଙ୍କର ମ୍ୟାରେଜ 12 ମେ 1985ରେ ହୋଇଥିଲା ।

ତାଙ୍କର ଗୋଟେ ଝିଅ ଅଛି ଯାହାର ନାଁ ବଂଶିକା କୌଶିକ । ଏହା ସହ ସତିଶଙ୍କର ଦୁଇ ଭାଇ ଓ 3 ଭଉଣୀ ଅଛନ୍ତି । ସତିଶଙ୍କର ମୁମ୍ବାଇ ମହାରାଷ୍ଟ୍ରରେ ଏକ ଲକଜରି ଘର ଅଛି ଯେଉଁଠି ସେ ତାଙ୍କ ପରିବାର ସହ ରୁହନ୍ତି । ତାଙ୍କର କାର କଲେକସନ ହେଉଛି ଅଡି-Q7, Q3, MG HECTOR । ସତିଶ ଗୋଟେ ଫିଲ୍ମ କରିବା ପାଇଁ 1 କୋଟି ଟଙ୍କା ଡିମାଣ୍ଡ କରନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି 28 କୋଟି ଟଙ୍କା । ବନ୍ଧୁଗଣ ଆପଣ ମାନଙ୍କୁ ସତିଶ କୌଶିକ କେମିତି ଲାଗନ୍ତି ଅମାକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *