ପରିବାରରେ ନିଜ ନିଜ ଭିତରେ କାହିଁକି ଝଗଡା ହୋଇଥାଏ ଓ ତାକୁ ଠିକ କରିବାର ଉପାୟ- Krishna Vani

ସମାଜରେ ସମସ୍ତେ ନିଜ ପ୍ରଭାବକୁ ନେଇ କମ ଓ ବେସୀ ହେବାକୁ ନେଇ ବହୁତ ସାବଧାନ ରହିଥାନ୍ତି । ଜାଣତରେ ଓ ଅଜାଣତରେ ସମସ୍ତେ ଚିନ୍ତାରେ ରହିଥାନ୍ତି ମୋର ପ୍ରଭାବ କାୟମ ରହୁ । ଲୋକ ଭାବନ୍ତି ମୁଁ ଯେଉଁ କଥା କହିବି ସେଇ କଥା ହେବ, ମୋର ସବୁକଥା ସବୁ ପରିସ୍ଥିତିରେ କରିବାକୁ ପଡିବ । ଅର୍ଥାତ ମୋର ସତା ସବୁବେଳେ ରହୁ ଓ ମୋର ପ୍ରଭାବ ସବୁବେଳେ ରହୁ । ଏମିତି ଭାବନା ସମସ୍ତଙ୍କ ଭିତରେ ରହିଥାଏ ।

ଜାଣତରେ ହେଉକି ଅଜାଣତରେ ଆପଣ ମଧ୍ୟ ଏହି କଥାର ଶିକାର ହୋଇଥିବେ । ତେବେ ଏହି ପ୍ରଭାବ କଣ ଅଟେ, ପ୍ରଭାବ ଶାଳି ହେବାର ଅର୍ଥ କଣ ଅଟେ । ଯେଉଁ ଭଳି ଆମେ ଆମ ପ୍ରଭାବର ଚିନ୍ତା କରିବାକୁ ଲାଗିଥାଉ, ସେହିଭଳି ଆମେ ଆମ କଥାକୁ ନେଇ ଅହଂ ଓ ଗର୍ବ କରି ଶିକାରଗ୍ରସ୍ତ ହୋଇଥାଉ ।

ଆମକୁ ଜ୍ଞାନ ନଥାଏ ଆମେ ପ୍ରଭାବ ଭାବ ଲାଗି ଗ୍ରସ୍ତ ହୋଇଥାଉ । ଜିଏବି ଆମ କଥାକୁ ଶୁଣି ନଥାଏ ତାଙ୍କ ସହ ତର୍କ ବିତର୍କ ହୋଇଥାଏ । ଆମେ ତାର ସବୁ କଥାକୁ ରାଗିଥାଉ ଆଉ ଶେଥି ଲାଗି ଅଶାନ୍ତି ହୋଇଥାଏ । ସେ ଆମକୁ ସତୃଭଳି ଦେଖାଯାଇଥାଏ ଓ ଆମେ ତା ସହିତ ପୁରା ଶତ୍ରୁତା ନିଭାଇ ଥାଉ ।

ଦିନରାତି ସେଇ ବ୍ଯକ୍ତିର ପତନ କରିବା ପାଇଁ ଲାଗିଯାଇଥାଉ । ନିଜ ପ୍ରଭାବର ଏମିତି ପରିଣାମ ସାମନାକୁ ଆସିଥାଏ ଆମେ କେବେ କଲ୍ପନା ମଧ୍ୟ କରିପାରୁ ନଥାଉ । ନିଜ ପ୍ରଭାବର ରକ୍ଷା କରିବା ପାଇଁ କେବେ ଆମେ ଆମ ଖରାପ ପ୍ରଭାବ ମଧ୍ୟ ଦେଖେଇ ଥାଉ ।

ଆମେ ନିଜ ପ୍ରଭାବକୁ ନିଜ ପ୍ରତିଷ୍ଠା ବନେଇ ଦେଇଥାଉ । ଓ ସାମ୍ନା ବାଲା ପ୍ରଭାବକୁ କମ କରିବା ପାଇଁ ତାର ପ୍ରତିଷ୍ଠା ସହିତ ଖେଳ କରିବାକୁ ଲାଗିଥାନ୍ତି । ଆମେ ଚେଷ୍ଟା କରିବା ଏହି ପ୍ରଭାବ ଓ ପ୍ରତିଷ୍ଠା ଖେଳରୁ ସହଜରେ ବଞ୍ଚିପାରିବା । ଖାଲି ସାମ୍ନା ବାଲା ପ୍ରଭାବକୁ ନିଜର ଶତ୍ରୁ ମାନନ୍ତୁ ନହିଁ ।ତାଙ୍କୁ ତର୍କ କରିବାକୁ ଦିଅନ୍ତୁ ତର୍କ କରୁଥିବା ଲୋକ ସବୁବେଳେ ଠିକ ରାସ୍ତାରେ ଥାନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *