ଟିଭି ରେ ଆସୁଥିବା ଏକତା କପୁରଙ୍କ ସିରିୟଲ “ଯୋଦ୍ଧା ଅକବର” ଆପଣ ସମସ୍ତଙ୍କୁ ମନେ ଥିବ, ଏହି ସିରିୟଲ ରେ ମୁଖ୍ୟ ଅଭିନେତ୍ରୀ ଅଭିନୟ ଯୋଦ୍ଧା ବାଇ ବହୁତ ସୁନ୍ଦର ଥିଲେ ତାଙ୍କ ନା ପରିଧି ଶର୍ମା ଅଟେ । ଯୋଦ୍ଧା ଅକବର ରେ ଅଭିନୟ କରିଥିବା ଏହି ଅନ ସ୍କ୍ରିନ ଯୋଡି ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା, ଓ ଟିଭି ରେ ଆସୁଥିବା ଏହି ଶୋ ନଂ ୧ ଶୋ ହୋଇ ଯାଇଥିଲା । ଏହି ଶୋ ରେ ଯୋଦ୍ଧା ଭୂମିକାରେ ଅଭିନୟ କରୁଥିବା ପରିଧି ବହୁତ ସୁନ୍ଦର ଦେଖା ଯାଉଥିଲେ କିନ୍ତୁ ଏବେ ଯଦି ଆପଣ ପରିଧିଙ୍କୁ କେଉଁଠି ଦେଖନ୍ତି ତେବେ ଆପଣ ତାଙ୍କୁ ଚିହ୍ନି ପାରିବେ ନାହିଁ ।

“ଯୋଦ୍ଧା ଅକବର” ଶୋ ୨୦୧୩ରେ ଟିଭି ରେ ଦେଖା ଯାଇଥିଲା, ଏହି ସିରୟଲ ଦ୍ଵାରା ଘରେ ଘରେ ଲୋକ ତାଙ୍କୁ ଯୋଦ୍ଧା ନା ରେ ଜାଣୁ ଥିଲେ । ତାଙ୍କ ଜନ୍ମ ୧୯୮୭ ରେ ହୋଇଥିଲା ଓ ତାଙ୍କୁ ଯେତେ ପପୁଲାରୀଟି ଏହି ସିରିୟଲ ଦ୍ଵାରା ପ୍ରାପ୍ତ ହୋଇଥିଲା ସେତେ ଅନ୍ୟ କୌଣସି ଶୋ ଦ୍ଵାରା ତାଙ୍କୁ କେବେ ହୋଇ ନଥିଲା ।

ପରିଧି ଯେତିକି ଦେଖିବା ପାଇଁ ସୁନ୍ଦର ସେତିକି ତାଙ୍କ ଅଭିନୟ ଭଲ ଥିଲା କିନ୍ତୁ ଏବେ ଆପଣ ପରିଧିଙ୍କୁ ଦେଖିଲେ ଜାଣି ପାରିବେ ନାହିଁ ଯେ ସେ ସେଇ ପରିଧି ଯିଏ ଅଭିନେତ୍ରୀ ଥିଲେ । ଏବେ ପରିଧି ଗୋଟେ ବିବାହିତା ସ୍ତ୍ରୀ ଓ ତାଙ୍କର ଗୋଟେ ପୁଅ ମଧ୍ୟ ଅଛି, କେବଳ ଏତିକି ନୁହଁ ବିବାହ ପରେ ପରିଧି କୌଣସି ସିରିୟଲ ରେ କାମ କରି ନାହାନ୍ତି ଓ ପୁଅ ଜନ୍ମ ହେଲା ପରେ ସେ ବହୁତ ଓଜନ ବଢେଇ ନେଇଛନ୍ତି ।

ପରିଧି ଶର୍ମା ଏବେ ନିଜ ସ୍ଵାମୀ ଓ ପୁଅ ସହ ବହୁତ ସୁନ୍ଦର ଓ ସୁଖ ଜୀବନ ବ୍ୟତୀତ କରୁଛନ୍ତି । ପରିଧିଙ୍କ ଅନୁଯାଇ ଏବେ ସେ ଟିଭି ଦୁନିଆ ଠାରୁ ଟିକେ ଦୂରେଇ ରହିବା ପାଇଁ ଚାହନ୍ତି କାହିଁକିନା ଏବେ ତାଙ୍କ ପୁଅ ବହୁତ ଛୋଟ ଅଛି ଓ ସେ ନିଜ ପୁରା ସମୟ ନିଜ ପୁଅକୁ ଦବା ପାଇଁ ଚାହାନ୍ତି । ଏବେ ସେ ନିଜ ପର୍ଶନଲ ଲାଇଫ ଏନଜୟ କରିବା ପାଇଁ ଚାହାଁନ୍ତି ଓ ନିଜ ଛୁଆ ସହ ତା ପିଲାବେଳ ଦେଖିବା ପାଇଁ ଚାହାଁନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।