ପର୍ସରେ ଏହି ଜିନିଷ ରଖିଲେ ଘରକୁ ଆସେ ଦାରିଦ୍ର୍ୟତା କଣ ଆପଣ ବି ତ କରୁ ନାହାନ୍ତି ଏହି ଭୁଲ

ଆଜିକା ସମୟରେ ସମସ୍ତେ ପର୍ସ ବ୍ୟବହାର କରୁଛନ୍ତି କିନ୍ତୁ ବହୁତ କମ ଲୋକ ଏହା ଜାଣିଛନ୍ତି ଯେ ପର୍ସରେ କଣ ରଖିବା ଉଚିତ ହୋଇଥାଏ ଆଉ କଣ ରଖିବା ଅନୁଚିତ ହୋଇଥାଏ । ପର୍ସ ମଧ୍ୟ ବାସ୍ତୁ ଅନୁଯାଇ ବ୍ୟବହାର ନକଲେ ଆପଣଙ୍କୁ ଅସୁବିଧା ଆଉ ଆର୍ଥିକ ସମସ୍ୟା ସମ୍ମୁଖିନ ହବାକୁ ପଡ଼ିଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ଯିଏ କାମ କରିଥାନ୍ତି ତାଙ୍କ ଜୀବନରେ କଷ୍ଟ କମି ଯାଇଥାଏ ଆଉ ତାଙ୍କ ଉପରେ ଦେବୀ ଦେବତାଙ୍କ କୃପା ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ପର୍ସ ବିଷୟରେ କହିବାକୁ ଯାଉଛୁ ଯାହା ଜାଣିବା ଆପଣଙ୍କ ପାଇଁ ବହୁତ ଆବଶ୍ୟକ ହୋଇଥାଏ ।

ଶାସ୍ତ୍ର ଅନୁଯାଇ ପର୍ସରେ କେବଳ ଟଙ୍କା ରଖିବା ଆବଶ୍ୟକ ହୋଇଥାଏ ଆଉ କିଛି ଜିନିଷ ରଖିବା ଅଶୁଭ ହୋଇଥାଏ ସେଥିପାଇଁ ଅନ୍ୟ ଜିନିଷ ରଖନ୍ତୁ ନାହିଁ । ବହୁତ ଲୋକଙ୍କୁ ପର୍ସରେ ଧାତୁ ବା ଚାବି ଭଳି ଜିନିଷ ରଖିବାର ଅଭ୍ୟାସ ହୋଇଥାଏ ଯାହା ଯାମାବି ଉଚିତ ନୁହଁ ଏହା ଦ୍ୱାରା ଆପଣଙ୍କ ଧନ ହାନି ହୋଇଥାଏ ଆଉ ଆପଣ ଜିବନ ସର ଆର୍ଥିକ ସମସ୍ୟା ଦେଖିବାକୁ ପାଇଥାନ୍ତି ।

ପର୍ସରେ ଲୋକଙ୍କ ଅଭ୍ୟାସ ହୋଇଥାଏ ଜେ ସେ ଅନ୍ୟ ମାନଙ୍କ ଫଟୋ ରଖି ଥାନ୍ତି କିନ୍ତୁ ମନେ ରଖନ୍ତୁ କେବେ ପୁର୍ବଜ ବା ମୃତକ ବ୍ୟକ୍ତିଙ୍କ ଫଟୋ ପର୍ସରେ ରଖନ୍ତୁ ନାହିଁ ନଚେତ ଆପଣଙ୍କୁ ବଡ ହାନି ଦେଖିବାକୁ ମିଳିଥାଏ ।ପର୍ସରେ ଟଙ୍କା ସହ ବହୁତ ଲୋକ ସବୁ ପ୍ରକାର ବିଲ ରଖିଥାନ୍ତି ଯାହା ଆପଣଙ୍କ ଆର୍ଥିକ ହାନି ର ମୁଖ୍ୟ କାରଣ ହୋଇଥାଏ । ଜୀବନରେ କେତେ ଅସୁବିଧା ହେଲେ ମଧ୍ୟ ବିଲ କେବେ ଟଙ୍କା ସହ ରଖନ୍ତୁ ନାହିଁ ଅଲଗା ରଖନ୍ତୁ ।

ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ପର୍ସରେ ପୂଜା ହୋଇଥିବା ଚାଉଳ ରଖିଲେ ଟଙ୍କା ବିନା କାରଣରେ ଖର୍ଚ୍ଚ ହୋଇନଥାଏ । ଜୀବନରେ ଯଦି ଆପଣ ନିଜ ଖର୍ଚ୍ଚ କମ କରିବାକୁ ଚାହଁନ୍ତି ତେବେ ଆପଣଙ୍କୁ ପୂଜା ହୋଇଥିବା ଚାଉଳ ପର୍ସରେ ରଖିବା ଉଚିତ ହୋଇଥାଏ । ଯଦି ଆପଣ ନିଜ ରୋଜଗାର ଲାଭ ପାଇବାକୁ ଇଛା ରଖନ୍ତି ତେବେ ମାତା ଲକ୍ଷ୍ମୀଙ୍କୁ ସବୁଦିନ ପୂଜା କରନ୍ତୁ ଆଉ ତାଙ୍କ ଛୋଟ ଫଟୋ ନିଜ ପର୍ସରେ ଅବଶ୍ୟ ରଖନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ଲାଭ ଦେଖିବାକୁ ମିଳିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *