ବାଛନ୍ତୁ କୌଣସି ଗୋଟେ ରଙ୍ଗ ଆପଣଙ୍କୁ ନିଜ Lover କେଉଁଠି ମିଳିବ ? Love Quiz

ପସନ୍ଦ କରନ୍ତୁ ଗୋଟିଏ ରଙ୍ଗ ଦେଖିବା ଆପଣଙ୍କୁ ଆପଣଙ୍କର ଲଭର କେଉଁଠି ମିଳିବ । କୁହାଯାଇଚିକି ବ୍ଯକ୍ତିର ପସନ୍ଦ ନା ପସନ୍ଦ ତାର ବ୍ୟକ୍ତିତ୍ବ ବା ସ୍ଵଭାବର ଆଇନା ହୋଇଥାଏ । କାହାର ପସନ୍ଦ ତାର ଜୀବନ ଓ ସ୍ଵଭାବ ସହିତ ଜଡିତ କିଛି ଲୁଚି ରହିଥିବା ରହସ୍ୟ ବିଷୟରେ ବତାଇ ଥାଏ ।

ଏହା ଗୋଟିଏ ବହୁତ ମଜାଦାର ପିକ୍ଚର ଗେମ ଅଟେ । ଆଜି ଏହି ଲେଖାରେ ଆମେ ଆପଣଙ୍କୁ ଅଲଗା ଅଲଗା ଟାଇପର ରଙ୍ଗ ଦେଖେଇବୁ ଯାହା ଦ୍ଵାରା ଆପଣଙ୍କୁ ନିଜ ପସନ୍ଦର ଗୋଟିଏ ରଙ୍ଗ ପସନ୍ଦ କରିବାକୁ ହେବ । ଶେଥି ପାଇଁ ଆପଣଙ୍କୁ ୫ସେକେଣ୍ଡ ଦିଆଯିବ । ତାପରେ ଆମେ ଆପଣଙ୍କୁ ପସନ୍ଦ କରିଥିବା ରଙ୍ଗ ଦ୍ଵାରା କହିବୁ ଆପଣଙ୍କ ପ୍ରେମୀ ଆପଣଙ୍କୁ କେଉଁଠି ମିଳିବ ।

ଆସନ୍ତି ଜାଣିବା । ଯିଏ ପ୍ରଥମେ ହରା ରଙ୍ଗକୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ସାଥି ପାର୍କରେ ମିଳିପାରନ୍ତି । ଏବେ ଆମେ ଆଲୋଚନା କରିବୁ ଯେଉଁମାନେ ଦିତୀୟ ନମ୍ବର ମାନେ ହଳଦୀ ରଙ୍ଗ ପସନ୍ଦ କରିଛନ୍ତି । ତେବେ ଆପଣଙ୍କୁ ଆପଣଙ୍କ ସାଥି କଲେଜରେ ମିଳିପାରନ୍ତି । ଆଉ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ମଧ୍ୟ, ତାଙ୍କର ଇଛା ବହୁତ ଦିନ ପରେ ପୂରଣ ହେବାକୁ ଯାଉଛି ।

ଆମେ ଜାଣିବା ଯେଉଁ ମାନେ ତୃତୀୟ ନମ୍ବର ମାନେ ନୀଳ ରଙ୍ଗ ପସନ୍ଦ କରିଛନ୍ତି । ତେବେ ଆପଣଙ୍କ ସାଥି ଆପଣଙ୍କୁ କୌଣସି ଟୂର ବା କୌଣସି ଅନ୍ୟ ଜାଗାରେ ମିଳିପାରନ୍ତି । ସେ ମନେ ମନେ ଆପଣଙ୍କୁ ବହୁତ ଖୋଜୁଥିଲେ ଆଉ ପାଇଲେ ମଧ୍ୟ । ଏବେ ଆଲୋଚନା କରିବା ତାଙ୍କର ଯେଉଁ ମାନେ ଚତୁର୍ଥ ନମ୍ବର ନାଲି ପସନ୍ଦ କରିଛନ୍ତି । ତେବେ ଆପଣଙ୍କୁ ଆପଣଙ୍କ ସାଥି କୌଣସି ବିବାହ ଉଶ୍ଚବରେ ମିଳିପାରନ୍ତି ।

ଆଉ ସେ ବହୁତ ରୋମାଣ୍ଟିକ ମଧ୍ୟ ସେ ଆପଣଙ୍କୁ ବହୁତ ଭଲ ପାଇବା ଦେବେ ମଧ୍ୟ । ଏବେ ଆଲୋଚନା କରିବାର ତାଙ୍କର ଯିଏ ନାରଙ୍ଗି ରଙ୍ଗ ପସନ୍ଦ କରିଛନ୍ତି । ତେବେ ଆପଣଙ୍କୁ ଆପଣଙ୍କ ସାଥି ଅଫିସରେ ମିଳିପାରନ୍ତି । ସେ ବହୁତ ଦିନ ଧରି ଆପଣଙ୍କ ବାଟକୁ ଅପେକ୍ଷା କରି ବସିଥିଲେ । ତାଙ୍କର ବହୁତ ଦିନର ଆଶା ଏବେ ପୂରଣ ହେବାକୁ ଯାଉଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *