ପସନ୍ଦ କରନ୍ତୁ ଗୋଟିଏ ଲେଟର ଜାଣନ୍ତୁ ଆପଣଙ୍କ ପ୍ରେମିକର Feelings

ଆପଣଙ୍କ ପାଇଁ ବହୁତ ମଜାଦାର ନମ୍ବର କୁଇଜ ନେଇକରୀ ଆସିଛୁ । ଗେମ ଅନୁସାରେ ଆପଣଙ୍କୁ କିଛି ଲେଟର ଦିଆଯାଇଛି । ଯେଉଁଥିରେ ମୁଁ ଆପଣଙ୍କୁ ନିଜ ବେଷ୍ଟ ଫ୍ରେନ୍ଡ ବା ପ୍ରିମିକର ନାମର ପ୍ରଥମ ଅକ୍ଷର ପସନ୍ଦ କରିବାକୁ ହେବ ଶେଥି ପାଇଁ ଆପଣଙ୍କୁ 5 ସେକେଣ୍ଡ ଦିଆଯିବ । ଦେଖିବା ଆପଣ ପସନ୍ଦ କରିଥିବା ଲେଟର ଦ୍ଵାରା ଆପଣଙ୍କ ବେସ୍ତ ଫ୍ରେନ୍ଡ ଓ ଲଭରର ଫିଲ୍ଲିଂସ ? ପସନ୍ଦ କରନ୍ତୁ କିଛି ଗୋଟିଏ ଲେଟର, ଯେଉଁ ମାନେ ଏ ଲେଟର ଚୁଜ କରିଛନ୍ତି  ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଏବେ କହିବା ତାଙ୍କ ବିଷୟରେ ଯେଉଁମାନେ ବି ଲେଟର ଚୁଜ କରିଛନ୍ତି ।


ଯଦି ବି ଲେଟର ଚୁଜ କରିଛନ୍ତି ସେ ଆପଣଙ୍କର ଅପେକ୍ଷା କରିଛନ୍ତି । ଯେଉଁମାନେ ସି ଲେଟର ଚୁଜ କରିଛନ୍ତି ସେ ଆପଣଙ୍କର ବହୁତ ଯତ୍ନ ନେଇଥାନ୍ତି । ଏବେ ଆଲୋଚନା କରିବା ତାଙ୍କ ବିଷୟରେ ଯେଉଁମାନେ ଡି ଲେଟର ଚୁଜ କରିଛନ୍ତି । ଯଦି ଆପଣ ଡି ଲେଟର ଚୁଜ କରିଛନ୍ତି ସେ ଆପଣଙ୍କୁ ବହୁତ ଶଚା ପ୍ରେମ କରିଥାନ୍ତି ।


ଯେଉଁ ମାନେ ଇ ଲେଟର ଚୁଜ କରିଛନ୍ତି ସେ ଆପଣଙ୍କୁ କିଛି କହିବାକୁ ଚହୁଁଛନ୍ତି । ଏବେ କଥା ହେବା ତାଙ୍କ ବିଷୟରେ ଯେଉଁମାନେ ଏଫ ଲେଟର ଚୁଜ କରିଛନ୍ତି । ଉତ୍ତର ହେଲା ସେ ଆପଣଙ୍କ ସହିତ ଦେଖା କରିବା ପାଇଁ ଚହୁଁଛନ୍ତି । ଯଦି ଆପଣ ଜି ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ଅଟେ ସେ ଆପଣଙ୍କୁ ଫୋଲୋ କରୁଛନ୍ତି ।ଏବେ ଆଲୋଚନା କରିବା ତାଙ୍କ ବିଷୟରେ ଯେଉଁମାନେ ଏଚ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି  ସେ ଆପଣଙ୍କୁ ବହୁତ ପସନ୍ଦ କରିଛନ୍ତି ।


ଯେଉଁମାନେ ଆଇ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ସବୁବେଳେ ଆପଣଙ୍କ ପାଖରେ ସବୁବେଳେ ରହିବାକୁ ଚହୁଁଛନ୍ତି । ଯେଉଁମାନେ ଜେ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କୁ ପ୍ରପୋଜ କରିବାକୁ ଚାହୁଁ ଛନ୍ତି । ଯଦି ଆପଣ କେ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କ ବୀନା ବଞ୍ଚିପାରିବେ ନାହିଁ । ଏବେ ଆଲୋଚନା କରିବା ଯେଉଁମାନେ ଏଲ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କୁ କୌଣସି ସର ପ୍ରାଇଜ ଦେବାକୁ ଚହୁଁଛନ୍ତି ।


ଏବେ ଆଲୋଚନା କରିବା ଯେଉଁମାନେ ଏମ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କ ପ୍ରତି ନିଜର ପ୍ରେମ ଭାବ ସୋ କରିପାରନ୍ତି ନହିଁ । ଯଦି ଆପଣ ଏନ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ତୁମକୁ ହରେଇବାକୁ ଚାହୁଁ ନାହାନ୍ତି । ଯଦି ଆପଣ ଓ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କୁ ବିବାହ କରିବାକୁ ଚାହୁଞ୍ଚନ୍ତି । ଯେଉଁ ମାନେ ପି ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କୁ ବହୁତ ବିଶ୍ବାସ କରୁଛନ୍ତି । ଯଦି ଆପଣ କ୍ୟୁ ଲେଟର ଚୁଜ କରିଛନ୍ତି ତେବେ ଉତ୍ତର ହେଉଛି ସେ ଆପଣଙ୍କ ସହିତ କଥା ହେବାକୁ ଚାହୁଞ୍ଚନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *