ପତଳା କେସକୁ ମୋଟା ଓ ଘନ କରିବାର ସହଜ ଉପାୟ- Get Long & Thick Hair

ଯଦି ଆପଣଙ୍କ କେସ ସହିତ ଜଡିତ କିଛି ସମସ୍ଯା ରହିଛିକି ପତଳା, ଦୋମୁହାଁ, କି କେସ ଘନା ନଥିବ । ଆଜି ଆମେ ଏମିତି କିଛି ଏମିତି ତେଲ ବିଷୟରେ କହିବୁ ଏହାକୁ ତିନିବାର ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ବହୁତ ଭଲ ଫରକ ଦେଖାଦେବ । ଆଉ ଦେଖିବେ ପୂର୍ବ ଅପେକ୍ଷା ଆପଣଙ୍କ ବାଳ ବହୁତ ଭଲ ହୋଇଯିବ । ଭିଟାମିନ ମାନବ ଶରୀର ପାଇଁ ବହୁତ ଅଧିକ ଜରୁରୀ ହୋଇଥାଏ । ଆଉ ମାନବ ଶରୀରରେ କେସ ବହୁତ ଗୁରୁତ୍ଵ ପୂର୍ଣ ହୋଇଥାଏ । ସେଥିପାଇଁ ଭିଟାମିନ ଆମ କେସ ପାଇଁ ବହୁତ ମହତ୍ଵ ରହିଥାଏ ।


କେଶକୁ ସୁସ୍ଥ ଓ କେଶକୁ ସାଇନି ରଖିବା ପାଇଁ ବିଟାମିନ ବହୁତ ମହତ୍ବପୂର୍ଣ ଭୂମିକା ନିଭାଇ ଥାଏ । କେସ ଝଡିବା ଓ ବୟସ ହେବା ପୂର୍ବରୁ କେସ ଧଳା ହେବା ଓ ଚନ୍ଦା ହେବା ଏମିତି ଯେତେବୀ ସମସ୍ଯା ଥିବ ଏହା ଆମ କେସର ମୂଳକୁ ଠିକସେ ପୋଷଣ ନମିଳିବା ଲାଗି ଏମିତି ସମସ୍ଯା ହୋଇଥାଏ ।  କେସର ତିନୋଟି ସମସ୍ଯା ହେଲେ ଏମିତି ହୋଇଥାଏ ଯେମିତିକି ଜିନରୁ ହୋଇଥାଏ ଯେମିତିକ ବାପା ମାଙ୍କ ଠାରୁ ହୋଇଥାଏ ।  ଦିତୀୟ ଜିନିଷ ହେଲା ଆପଣ ଯଦି କେସର ଠିକସେ ଯତ୍ନ ନେଉନଥିବେ ତୃତୀୟରେ ହେଲା ଆପଣଙ୍କ ଖାଇବା ପିଇବା ଉପରେ ନିର୍ଭର କରେ ।


ଯଦି ଭିଟାମିନ ବାଲା ଖାଦ୍ଯ ଖାଇବା ଓ କେସର ଯତ୍ନ ନେବା ତେବେ ଆମର କେସ ଠିକ ହୋଇବ । କେଶକୁ ଠିକ ରଖିବା ପାଇଁ ଭିଟାମିନ ଇ ରେ ଯାହା ଭରପୁର ଅଛି ଯେମିତିକି ଆଲମଣ୍ଡ ଓ କପର ବାସନରେ ପାଣି ରାଖୀ ତାକୁ ପିଅନ୍ତୁ । ଏହି ସବୁ ଖାଇ ଏହାର କମି କରନ୍ତୁ ଓ ଆଉ ଯେଉଁ ତେଲ ବିଷୟରେ ଆଲୋଚନା କରୁଚେ ସେ ମଧ୍ୟ ଭିଟାମିନ ଇ ରେ ଭରପୁର ହୋଇଛି । ନଡିଆ ତେଲ ଆପଣଏନକେ କେସ ପାଇଁ ବହୁତ ଭଲ ହୋଇଥାଏ ।

ନଡିଆ ତେଲ ସହିତ ଗୋଟିଏ ଭିଟାମିନ ଇ କ୍ୟାପସୁଲ ମିଶାଇ ଲଗାନ୍ତୁ ଏହା ଆପଣଙ୍କ କେସର ସବୁ ପ୍ରକାର ସମସ୍ଯାରା ସମାଧାନ କରିଥାଏ । ଆମ ଶରୀର ପାଇଁ ଭିଟାମିନ ଇ ର ବହୁତ ଆବଶ୍ୟକତା ଥାଏ । ଭିଟାମିନ ସି ମଧ୍ୟ ଆବଶ୍ୟକ ହୋଇଥାଏ ସେଥିଲାଗି ଆପଣ ଲେମ୍ବୁର ମଧ୍ୟ ସେବନ କରିପାରିବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *