ପାଠ ଶୀଘ୍ର ମନେ ରଖିବା ପାଇଁ ସହଜ ଉପାୟ- ଥରେ କରିକି ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ କିଛି ଟିପ୍ସ ଦେବୁ ଯାହା କରିବା ଦ୍ଵାରା ଆପଣଙ୍କ ପିଲାର ପାଠ ଶୀଘ୍ର ମାନେ ରହିବ । ଏମିତ ବହୁତ ପିଲା ଅଛନ୍ତି ଯେଉଁମାନେ ଯେତେ ପଢିଲେ ବି ସେମାନଙ୍କର କିଛି ପାଠ ମନେ ରୁହେନି । ସେଥିପାଇଁ ସେମାନେ ବହୁତ ହଇରାଣ ମଧ୍ୟ ହୁଅନ୍ତି । ଆଜି ଆମେ ଆପଣଙ୍କ ଉସେହି ବିଷୟରେ କିଛି ସହଜ ଉପାୟ କହିବୁ ଯାହା କରିବା ଦ୍ଵାରା ପିଲାମାନଙ୍କର ପାଠ ସହଜରେ ମନେ ରହିବ ।ଆଜିକାଲିର ଛାତ୍ର ଛାତ୍ରୀ ମାନଙ୍କ ଉପରେ ପାଠ ପଢାର ଖୁବ ଚିନ୍ତା । ଅନ୍ୟ ମାନଙ୍କ ଠାରୁ ବହଳ ନମ୍ବର ଆଣିବା ପାଇଁ ସମସ୍ତେ ଚାହାଁନ୍ତି ।

Image Courtesy: Google

ଏହି ସବୁ ଚିନ୍ତା ରେ କେନମେତି ସେମାନେ ଏତେ ପାଠ ପଢିବେ ଓ ତାକୁ ମନେ ରଖିବେ ସେ ବିଷୟରେ ଭାବୁ ଭାବୁ ପରୀକ୍ଷା ସମୟ ଆସିଯାଏ । ଏବଂ ସେମାନେ ପରୀକ୍ଷାରେ ଭଲ କରି ପାରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ତାକୁ କରିବା ଦ୍ଵାରା ଆପଣ ନିଶ୍ଚୟ ସଫଳତା ପାଇବେ ।

Image Courtesy: Google

ପ୍ରକୃତରେ ପିଲାମାନେ ପାଠ ଜଲ୍ଦି ମାନେ ରଖିବା ପାଇଁ ଏହାକୁ ଘୋଷିବା ଆରମ୍ଭ କରି ଦିଅନ୍ତି କିନ୍ତୁ ଏହା ସବୁଠୁ ଭୁଲ ତରିକା ଅଟେ । ଜଲ୍ଦି ମାନେ ରଖିବା ପାଇଁ ଯାହା ଆମେ ଘୋଶୁ ତାହା ଶୀଘ୍ର ଭୁଲି ବି ଯାଉ । ଆଜି ଆମେ ଆପଣଙ୍କୁ କହିବୁ କିଛି ଏଭଳି ଉପାୟ ଯାହା ଦ୍ଵାରା ଆପଣ ଜଲ୍ଦି ମନେରଖି ପାରିବେ ।

Image Courtesy: Google

1- ପ୍ରଥମେ ମନରୁ କାଢି ଦିଅନ୍ତୁ କି ଜଲ୍ଦି ମାନେ ରଖିବା ପାଇଁ ଆପଣଙ୍କୁ ଏହାକୁ ଘୋଷିବାକୁ ପଡିବ । ନଚେତ ଯଦି ଆପଣ ଏହି ଚିନ୍ତା କରନ୍ତି କି ଆପଣ ସବୁ ଘୋଷିକି ମାନେ ରଖିବେ ତେବେ ଆପଣଙ୍କ ଧ୍ୟାନ ପଥରେ ରହିବନି ।

2- ପାଠ ପଢିବାକୁ ଆସିବା ଆଗରୁ ଆପଣଙ୍କର ଯାହା ବି କାମ ଥିବ ସବୁ ସାରିକି ଆସିବେ, ଯାହା ଫଳରେ ପଢା ମଝିରୁ ଆପଣଙ୍କୁ ଉଠିବାକୁ ପଡିବ ନାହିଁ । ନଚେତ ଯଦି ଆପଣ କୌଣସି କାମ ଅଧ ଛାଡି ଆସିଥିବେ ଆପଣଙ୍କ ମନ ଶେଠୀ ଥିବା ପାଠ ରେ ନୁହେଁ ।

Image Courtesy: Google

3- ଏହା ପରେ ଯେଉଁ ବିଷୟ ପଢୁଛନ୍ତି ତାକୁ ଥରେ ଦୁଇ ଥର ଭଲରେ ପଢନ୍ତୁ । ଏହା ପରେ ତାକୁ ନିଜ ଭାଷାରେ ଭଲଭାବେ ଟ୍ରାଂସଲେଟ କରି ବୁଝନ୍ତୁ ।

4- ଏମିତି କରିଲେ ଅପାନ ସେହି ବିଷୟ କୁ ଭଲଭାବେ ବୁଝି ଯିବେ ଓ ଅନ୍ୟଙ୍କୁ ମଧ୍ୟ ବୁଝାଇ ପାରିବେ ।

Image Courtesy: Google

5- ଯେଉଁ ବିଷୟ ପଢୁଛନ୍ତି ବା ଟପିକ ପଢୁଛନ୍ତି ତାକୁ ନ ଦେଖି 2 ରୁ 3 ଥର ଲେଖିବାକୁ ଚେଷ୍ଟା କରନ୍ତୁ । ଯେଉଁ ପର୍ଯ୍ୟନ୍ତ ଆପଣ ସେ ଟପିକ ବୁଝି ନାହାନ୍ତି ସେ ପର୍ଯ୍ୟନ୍ତ ଲେଖନ୍ତୁ ଓ ତାର ଉତ୍ତର କୁ ବୁଝନ୍ତୁ ।

6- ସବୁଠୁ ଅଧିକ ଜରୁରୀ ହେଲା ରିଭିଜନ । ଯେବେ ବି ଆପଣ ଯେଉଁ ଟପିକ ପଢୁଛନ୍ତି ତାର ରିବାଇଜ ଠାରେ ନିଶ୍ଚୟ କରନ୍ତୁ । ଏମିତି କଲେ ଆପଣ ସେହି ଟପିକକୁ ଶୀଘ୍ର ମାନେ ର୍କାହୀ ପାରିବେ ଓ କେବେ ଭୁଲିବେ ନାହିଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *