ପତ୍ନୀଙ୍କ ଦିବାନା ହୋଇଥାନ୍ତି ଏହି ୪ ନାମ ବାଲା ପୁରୁଷ- Jyotish Shastra

ଏହି ଦୁନିଆରେ ସବୁ ପୁଅ ଓ ଝିଅର ଜୀବନରେ ଏମିତି ଗୋଟିଏ ସମୟ ଆସେ ଯେତେବେଳେ ସେ କାହାକୁ ପସନ୍ଦ କରିଥାଏ ଏବଂ ତାକୁ ନିଜର ଜୀବନସାଥି କରିବାକୁ ସ୍ଵପ୍ନ ଦେଖିଥାଏ । ଯେତେବେଳେ ଗୋଟିଏ ଝିଅର ବିବାହ ହୋଇଥାଏ ତେବେ ତାକୁ ଗୋଟିଏ ନୂଆ ଘର ମିଳିଥାଏ ଓ ତାର ପୁରା ଦୁନିଆ ହିଁ ବଦଳିଯାଏ । ସବୁ ଝିଅର ସ୍ଵପ୍ନ ଥାଏ କି ତାହାର ସ୍ଵାମୀ ତାର ସମସ୍ତ କଥା ଶୁଣୁ ଓ ତାକୁ ବହୁତ ଭଲ ପାଇବା ଦେଉ । ସ୍ଵାମୀ ତାର ସମସ୍ତ ଛୋଟ ବଡ ଇଚ୍ଛାର ବିଶେଷ ରୂପରେ ଧ୍ୟାନ ରଖୁ । ଶାସ୍ତ୍ରରେ ଆରମ୍ଭରୁ ହିଁ ଜୀବନରେ ନାଁର ବହୁତ ମହତ୍ଵ ଅଛି ।

ଆଜି ଆମେ ଆପଣଙ୍କୁ ପୁରୁଷଙ୍କ ଏମିତି କିଛି ନାଁ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ଜାଣିଯିବେ ଆପଣଙ୍କ ସ୍ଵାମୀଙ୍କ ସ୍ଵଭାବ କେମିତି ହୋଇଥିବ । ଆଜି ଆମେ ଆପଣଙ୍କୁ ଏମିତି ନାଁ ବାଲା ସ୍ଵାମୀଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ ନିଜ ସ୍ତ୍ରୀଙ୍କ ପଛରେ ଏତେ ଦିବାନା ହୋଇଥାନ୍ତି କି ସେମାନଙ୍କୁ ନିଜ ସ୍ତ୍ରୀ ଛଡା ଏହି ଦୁନିଆରେ କେହି ବି ନଜର ଆସନ୍ତି ନାହିଁ । ଏମାନେ ନିଜ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି ।

K ନାମ ବାଲା ପୁରୁଷ

K ନାମ ବାଲା ପୁରୁଷ ସ୍ଵଭାବରେ ଅଳ୍ପ ଜିଦି ହୋଇଥାନ୍ତି । ଏହା ସତ୍ବେ ସେମାନେ ନିଜର ସ୍ତ୍ରୀକୁ ବହୁତ ଭଲ ପାଆନ୍ତି । ଏମାନେ ବିବାହ ପରେ ନିଜ ସ୍ତ୍ରୀର ସମସ୍ତ କଥା ମାନନ୍ତି । ବିବାହ ପରେ ଏହି ପୁରୁଷ ପ୍ରାୟତଃ ବଦଳି ଯାଆନ୍ତି । ଏମାନେ ନିଜ ପାର୍ଟନର ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତି ।

A ନାମ ବାଲା ପୁରୁଷ

ଏହି ନାଁର ପୁରୁଷ ନିଜ ସ୍ତ୍ରୀର ଭଲ ଦେଖାଶୁଣା କରନ୍ତି । ନିଜ ସ୍ତ୍ରୀ ଆଗରେ ଏମାନଙ୍କୁ କେହି ବି ନଜର ଆସନ୍ତି ନାହିଁ । ପତ୍ନୀର ସବୁବେଳେ ସାହାର୍ଯ୍ୟ କରନ୍ତି । ପୁରା ଦିନ ନିଜ ସ୍ତ୍ରୀର ଦିବାନା ହୋଇ ରହିଥାନ୍ତି ।

R ନାମ ବାଲା ପୁରଷ

ଏହି ନାମର ବ୍ୟକ୍ତି ନିଜ ପତ୍ନୀକୁ ଛୋଟ ଛୋଟ କଥାରେ ଧ୍ୟାନ ରଖିବାରେ ବହୁତ ଆଗରେ ଥାନ୍ତି । ଏହି ବ୍ୟକ୍ତି ନିଜ ପତ୍ନୀର ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି ।

P ନାମ ବାଲା ପୁରୁଷ

ଏହି ନାଁର ପୁରୁଷ ହୃଦୟର ବହୁତ ଭଲ ହୋଇଥାନ୍ତି । ନିଜର ଜୀବନସାଥିଙ୍କ ପ୍ରତି ବହୁତ ବିଶ୍ଵାସୀ ରହିଥାନ୍ତି ଓ ନିଜ ପତ୍ନୀର ପ୍ରେମ ପ୍ରତି ସବୁବେଳେ ପାଗଲ ଥାନ୍ତି । ଏମାନଙ୍କ ବୁଝିବାର ଶକ୍ତି ବହୁତ ହିଁ ଭଲ ହୋଇଥାଏ । ସେଥିପାଇଁ ଏମାନେ ନିଜ ପତ୍ନୀର ସମସ୍ତ କଥାକୁ ବହୁତ ଜଲ୍ଦି ବୁଝି ଯାଆନ୍ତି । ସେଥିପାଇଁ ଏମାନଙ୍କ ସମ୍ପର୍କରେ ଭଲ ପାଇବା ଅଧିକ ଥାଏ ।

Leave a Reply

Your email address will not be published. Required fields are marked *