Periods ଠାରୁ Implantation ପର୍ଯ୍ୟନ୍ତ ଏହି କାମ କରନ୍ତୁ, ମାତ୍ର ଗୋଟିଏ ମାସରେ ବନିବେ ଗର୍ଭବତୀ- Pregnancy Tips

ପୁରା ମାସ ପାଇଁ ଡାଏଟ ପ୍ଳାନ, ସଜେସନ ଜାଣିବା । ଆଉ ପୁରା ମାସରେ ସେଇ ଜିନିଷକୁ ଫଲୋ କରିବେ । ସମସ୍ତଙ୍କ ସହିତ ଡାୟେଟ ପ୍ଳାନ କରିବା ସମ୍ଭବ ନୁହେଁ କାରଣ ସମସ୍ତଙ୍କ ଶରୀର ଭିନ୍ନ ଭିନ୍ନ ହୋଇଥାଏ । ଆଉ ସମସ୍ତଙ୍କ ଖାଦ୍ୟପେୟ ମଧ୍ୟ ଅଲଗା ହୋଇଥାଏ । କିନ୍ତୁ କିଛି ଏମିତି ଜିନିଷ ରହିଛି ଯାହାକୁ ଆପଣ ନେଇପାରିବେ ମାସର ଅଲଗା ଅଲଗା ଦିନରେ ଏହା ଆପଣଙ୍କ ଫର୍ଟିଲିଟି ବଢାଇବାରେ ଗର୍ଭ ଧାରଣାକୁ ସଫଳ କରିବାରେ ବହୁତ ଜରୁରୀ ହୋଇଥାଏ । ଯଦି ଆପଣ ସତରେ ଗର୍ଭ ଧାରଣାର ପ୍ରସ୍ତୁତି କରୁଛନ୍ତି କି ଆପଣ ଆଇ ଭି ଏଫ, ଆଇ ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି ।


ଆଜି ତିନୋଟି ସ୍ଟେପରେ ଡ୍ରିଂକ୍ସ ବିଷୟରେ କହିବୁ । କି ପିରିଅଡ ସମୟରେ କଣ ପିଇବା ଦରକାର । କେଉଁ ପ୍ରକାର ଡ୍ରିଂକ୍ସ ନେବା ଦରକାର ଓ ଓଭିଲ୍ୟୁସେନ ସମୟରେ କେଉଁ ଡ୍ରିଂକ୍ସ ପିବା ଦରକାର । ଆଉ ଇମ୍ପ୍ଲାଣ୍ଟେସନ ପାଇଁ କେଉଁ ଡ୍ରିଂକ୍ସ ଦରକାର ହୋଇଥାଏ । ଆସନ୍ତୁ ଜାଣିବା ପିରିଅଡ ସମୟରେ ଆମକୁ କେଉଁ ଡ୍ରିଂକ୍ସ ନେବା ଦରକାର ।

ପିରିଅଡ ସମୟରେ ବହୁତ ଗ୍ଯାସ ହୋଇଥାଏ । ଜୁଆଣୀ ଆପଣଙ୍କର ଗ୍ଯାସ ସମସ୍ଯା ଦୂର କରିବାରେ ବହୁତ ସହାୟକ ହୋଇଥାଏ । ଜୁଆଣିକୁ ରାତିରେ ଭିଜାଇ ସକାଳେ ତାର ପାଣି ଖାଲି ପେଟରେ ପିଇ ପାରିବେ । ପିରିଅଡ ସମୟରେ ବହୁତ ମହିଳାଙ୍କୁ ପେଟରେ ପେନ ହୋଇଥାଏ । ଆପଣ ଏହି ସମୟରେ ଅଦାର ପାଣି ପିଇ ପାରିବେ ଏହାକୁ ଖାଇବା ପରେ ନେଇପାରିବେ ।

ପିରିୟଡ ସମୟରେ ଶରୀର ଡିଟକ୍ସ ହୋଇଥାଏ ଶରୀରର ସଫା କରିବାକୁ ହୋଇଥାଏ । ଆଉ ଆମକୁ ଲିଭରର ସାହାର୍ଯ୍ୟ କରିବାକୁ ହୋଇଥାଏ । ଲିଭରକୁ ସାହାର୍ଯ୍ୟ କରିବା ପାଇଁ କିଛି ଡିଟକ୍ସ ଡ୍ରିଂକ ଆମ ଶରୀରକୁ ସାହାର୍ଯ୍ୟ କରିପାରେ । ଯେମିତିକି ଆପଣଙ୍କୁ ଅଳ୍ପ ଗରମ ପାଣିରେ ଅଳ୍ପ ଲେମ୍ବୁ ରସ ଆଉ ଗୋଟେ ଚାମଚ ମହୁ ମିଶାଇ ସକାଳେ ଖାଲି ପେଟରେ ପିଅନ୍ତୁ ।

ଓଭିଲ୍ୟୁସେଶନ ସମୟରେ ତାକୁ ସ୍ଟୋର କରିବା ପାଇଁ କି ଓଭିଲ୍ୟୁସନ ହେଉନି କୌଣସି ଅସୁବିଧା ଯେମିତିକି ପିସିଓଡି, ଥାଇରଡ, ଡିଶଚାର୍ଜ ହେଉନି, ଡ୍ରାଇନେସ, ଓଜନ ବଢିବାର କାରଣରୁ ଅଭିଲ୍ଯୁସେଶନ ହେଉନି ବା ହରମୋନ ଇମବ୍ଯାଲାନ କାରଣରୁ ମଧ୍ୟ ହୋଇନଥାଏ ।


ଆପଣଙ୍କ ଶରୀରରୁ ହରମୋନ ସ୍ତରକୁ ମେନଟେନ କରିକି ଅଣ୍ଡାଶୟରୁ ଏଗକି ରିଲିଜ କରିକି ଠିକ ଭାବରେ ହରମୋନ ବନାଇବା ପାଇଁ ବହୁତ ଦରକରି ହୋଇଥାଏ ଲବଙ୍ଗ ୱାଟର । ବହୁତ ମହିଳାଙ୍କ ଶରୀରରେ ବହୁତ ଗରମ ହୋଇଥାଏ ଓ ତାକୁ ବହୁତ ହେବି ବ୍ଲିଡିଙ୍ଗ ହୋଇଥାଏ ।

ହରମୋନ ସନ୍ତୁଳନ ପାଇଁ ପାନ ମଧୁରୀ ପାଣି ବା ପାନ ମଧୁରୀର ସରବତ ପିଇ ପାରିବେ । ପ୍ରୋଟିନର ବହୁତ ମହତ୍ଵ ରହିଛି ଶେଠୀ ପାଇଁ ଫ୍ଲାକ୍ସ ପାଉଡରକୁ ପାଣିରେ ପକାଇ ପିଇ ପାରିବେ । ତେବେ କଥା ଆସୁଛି ଇମ୍ପ୍ଲାଣ୍ଟେସନକୁ ସଫଳ ବନାଇବା ପାଇଁ କେଉଁ ପ୍ରକାର ଡ୍ରିଂକ୍ସ ପିଇବା ଦରକାର ।

ଆପଣ ବିଟ ରୁଟର ଜୁଷ ମଧ୍ୟ ପିଇ ପାରିବେ । ତାକୁ ଗରମ କରି କିମ୍ବା ସୂପ କରି ପିଇ ପାରିବେ । ଡାଳିମ୍ବ ସବୁଦିନ ଖାଇବା ଦ୍ଵାରା ଫର୍ଟିଲିଟି ବୁସ୍ଟ ହୋଇଥାଏ ମହିଳା ଓ ପୁରୁଷଙ୍କ ଭିତରେ । ପ୍ରୋଟିନ ଠିକସେ ନେବେ ଆଉ ଟମାଟର ଆଉ ପାଳଙ୍ଗର ସୁପ ମଧ୍ୟ ବନାଇକି ପିଇ ପାରିବେ ।

Leave a Reply

Your email address will not be published. Required fields are marked *