ପିରିୟଡ୍ସରେ ଏହି ଭୁଲ କରିବା ଦ୍ଵାରା ମହିଳା ମାନେ ନିସନ୍ତାନ ରହିଯାଉଛନ୍ତି- Pregnancy Tips

ପିରିୟର୍ଡରେ ମୁଣ୍ଡ ଧୋଇବା ଠିକ ଅଟେ ଆଉ ଏଥିରେ ଫର୍ଟିଲିଟି ଉପରେ କୌଣସି ପ୍ରଭାବ ପଡିଥାଏ । ମହିଳାଙ୍କ ସ୍ୱାସ୍ଥ୍ୟ ଏହି ଜିନିଷରେ କେମିତି ଯୋଡି ହୋଇ ରହିଥାଏ । ସମସ୍ତେ କୁହନ୍ତୁ ପିରିୟର୍ଡ ମାନେ ହେଲା ବହୁତ ଅସନା କିନ୍ତୁ ଏମିତି ଜମା ବି ନୁହେଁ ।

ଏହାଦ୍ବାରା ଗୋଟେ ମହିଳାଙ୍କ ଶରୀର ପିୟୁରୀଫାଏ ହୋଇଥାଏ । ଶରୀର ଭିତରୁ ଟକସିନ୍ସ ବାହାରି ନଥାଏ । ଏହା ଗୋଟେ ସ୍ଵାଭାବିକ ଓ ପ୍ରାକୃତିକ ପ୍ରକ୍ରିୟା ହୋଇଥାଏ । ଶରୀରରେ ଯେଉଁ ଏକ୍ସଟ୍ରା ହିଟ ଥାଏ ତାକୁ ଦୂର କରିବାର ପ୍ରକ୍ରିୟା ହୋଇଥାଏ ଯାହାକି ବ୍ଲଡ ଫ୍ଲୋ ସହିତ କିଛି ମିକସ, ଟିସୂ, କୁ ରିଲିଜ କରାଯାଇଥାଏ ।

ଏହା ବଡିରୁ ଏକ୍ସତ୍ରା ହିଟ ବାହାର କରିବାର ଗୋଟିଏ ମାଧ୍ୟମ ହୋଇଥାଏ । ମହିଳାର ଶରୀର, ଗର୍ଭାଶୟ ନେକ୍ସ୍ଟ ସାଇକେଲରେ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହୋଇଥାଏ । ପିରିଅଡ ସମୟରେ ଯେତେବେଳେ ମହିଳା ତାର କେସ ଧୋଇଥାଏ ସେତେବେଳେ କଣ ହୋଇଥାଏ । ଆଉ ସେଥିରେ କଣ ପ୍ରଭାବ ପଡିଥାଏ । ଯେତେବେ ଶରୀରରୁ ଅଧିକ ଫ୍ଲୋ ହେଉଛି କେସ ଧୋଇଲେ ଶରୀର ଥଣ୍ଡା ହୋଇଥାଏ ଆଉ କାଉନ୍ଟାର ପ୍ରୋଡକ୍ଟବିଟି ଲୋ ହୋଇଥାଏ । ଯାହା ଶରୀରରୁ ହିଟ ରିଲିଜ ହୋଇଥାଏ ତାହା ସେଇଠି ରହିଜାଇଥାଏ ।

ଯଦି ଶରୀର ଥଣ୍ଡା ହୋଇଥାଏ ତେବେ ଏଥିରେ ସେଇ ପ୍ରକ୍ରିୟା ବାଧିତ ହୋଇଥାଏ । ବହୁତ ସାରା ମହିଳାଙ୍କୁ ହୋଇନଥାଏ କିନ୍ତୁ କିଛି ମହିଳାଙ୍କୁ ହୋଇଥାଏ । ତାଙ୍କର କ୍ଳୋଟ ବନିଥାଏ ନହେଲେ ବ୍ଲଡ ଫ୍ଲୋ କମିଯାଇଥାଏ । ଆଉ ବନ୍ଦ ହୋଇଯାଇଥାଏ ଖୋଲିକି ପିରିଅଡ ହୋଇନଥାଏ । ଏହି କାରଣ ଆଗକୁ ଯାଇ ପିସିଓ ଡି ଓ ଶିଷ୍ଟ ହୋଇଥାଏ । ବହୁତ ପ୍ରକାର ଇନଫର୍ଟିର ଇସୁ ହୋଇଥାଏ । ଏହି କାରଣରୁ ଶରୀରରେ ବାତ ଡୋସା ବନିଥାଏ ।

ଶେଥି ପାଇଁ ପିରିଅଡ ଠିକସେ ହେବା ଦରକାର ନହେଲେ ଅସୁବିଧା ହୋଇପାରେ । ଆମକୁ ତିନିଦିନ କେସ ଧୋଇବା ନାହିଁ, ଆୟୁର୍ବେଦରେ କୁହାଯାଇଛି ପିରିୟଡର ଚତୁର୍ଥ ଦିନ ମୁଣ୍ଡ ଭଲସେ ଧୋଇ ଗାଧୋଇବା ଦରକାର । ଚତୁର୍ଥ ଓ ପଞ୍ଚମ ଦିନ ପିରିୟର୍ଡର ଫ୍ଲୋ କମ ହୋଇଯାଇଥାଏ । ଯଦି ଆପଣଙ୍କର ଇନ ଫର୍ଟିଲିଟିର ଯଦି କୌଣସି ଅସୁବିଧା ରହିଛି ତେବେ ପିରିଅଡ କ୍ଲିୟର କରିବା ଦରକାର । ଏହି ଯେଉଁ କେସ ସଫାର ସୂଚନା ଦିଆଗଲା ତାକୁ ଫଲୋ କରନ୍ତୁ ସବୁ ଠିକ ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *