ଯଦି ପେଟରେ ଏହି ଗଡବଡ ହେଉଛି ତେବେ ବୁଝିଜାଆନ୍ତୁ ଆପଣ Pregnant ଅଛନ୍ତି, ଏବେ ହିଁ ଜାଣନ୍ତୁ ଗର୍ଭ ଧାରଣ କରିଛନ୍ତି ନା ପିରିୟଡ୍ସ ଆସିବାକୁ ଯାଉଛି- Pregnancy Tips

ଆପଣ ମାନେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ଗର୍ଭବତି ହବା ସବୁ ମହିଳାଙ୍କ ସ୍ବପ୍ନ ହୋଇଥାଏ । ଝିଅ ବିବାହ ପରେ ସେ ମା ହବାକୁ ଇଛା କରିଥାଏ କିନ୍ତୁ ଗର୍ଭବତି ହବା ଓ ଗର୍ଭ ସମ୍ଭାଳିବା ବହୁତ୍ କଷ୍ଟକର ହୋଇଥାଏ ଯେତେବେଳେ ନୂଆ ନୂଆ ଗର୍ଭ ରହିଥାଏ ସେତେବେଳେ ମହିଳା ମାନେ ଏହା ଜାଣି ପାରନ୍ତି ନାହିଁ ଯେ କେଉଁ ପ୍ରକାର କାର୍ଯ୍ୟ କଲେ ଠିକ ରହିବ ଓ କଣ କରିବା ଉଚିତ୍ ନୁହ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯେ ଯଦି ଆପଣଙ୍କ ପେଟରେ ଅସହଜ ଲାଗୁଛି ବା ଗ୍ୟାସ ହେଉଛି ତେବେ ଆପଣଙ୍କୁ କଣ୍ ହେଇଛି ମାସିକ ଧର୍ମ ଆସିବାକୁ ଯାଉଛି ନା ଗର୍ଭ ରହିଛି ।

ଗର୍ଭବତି ହେବା ପରେ ମହିଳାଙ୍କ ଶରୀର ଗୋଟେ ପ୍ରକାର ହର୍ମୋନ ରିଲିଜ୍ କରିଥାଏ ଯାହାକୁ ପ୍ରୋଜେଷ୍ଟ୍ରନ କୁହା ଯାଏ ଏହି ହର୍ମୋନ ରିଲିଜ୍ ହବା ପରେ ମହିଳାଙ୍କ ଶରୀରରେ ପାଚନ ପ୍ରକ୍ରିୟା ବହୁତ୍ ଧୀରେ ହୋଇଥାଏ ଯେଉଁ କାରଣରୁ ଗ୍ୟାସ ଓ ଅନ୍ୟ ବହୁତ୍ ପ୍ରକାର ସମସ୍ୟା ହୋଇଥାଏ କିନ୍ତୁ ଅଜାଣତରେ କରା ଯାଇଥିବା କାର୍ଯ୍ୟ ମଧ୍ୟ ଗର୍ଭ କୁ ହାନି କରିପାରେ ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଆବଶ୍ୟକ ଅଟେ ।

ଯଦି ଆପଣଙ୍କୁ ଏହା ଜାଣିବାର ଅଛି ଯେ ଆପଣଙ୍କ ମାସିକ ଧର୍ମ ଆସିବାକୁ ଯାଉଛି ବା ଗର୍ଭ ରହିଛି । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗି ପାରେ କିନ୍ତୁ ଗର୍ଭ ହେଉ ବା ନାହିଁ ଯଦି ଆପଣଙ୍କ ହାର୍ମୋନ ଚେଞ୍ଜ ହୋଇଥାଏ ତେବେ ଆପଣଙ୍କୁ ଏହି ଭଳି ସମସ୍ୟା ଆରମ୍ଭ ହୋଇଥାଏ କିନ୍ତୁ ଅଜାଣତ ରେ କିଛି ବି କରିବା ଉଚିତ୍ ନୁହ ସେଥିପାଇଁ ଆପଣଙ୍କୁ ଏମିତି କିଛି ବି କାମ କରିବାର ନାହିଁ ଯାହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ ।

ଆପଣଙ୍କୁ ଘରୋଇ ଉପଚାର କରିବାକୁ ହବ ଆପଣଙ୍କୁ ଜୁଆଣି ବିଷୟରେ ବେସ ଭଲ ଭାବରେ ଜଣା ଅଟେ, ଆପଣଙ୍କୁ ଜୁଆଣି ନବାର ଅଛି ଓ ତାକୁ ଗୋଟେ ଛୋଟ ତାଟିଆରେ ଅଳପ ପାଣି ନେଇ ଅଧା ଚାମଚ ଜୁଆଣି ପକାଇବାର ଅଛି ଆକୁ ରାତିସାରା ଛାଡି ଦିଅନ୍ତୁ ଓ ସକାଳେ ଉଠି ଏହାର ସେବନ କରନ୍ତୁ ।

ଦେଖନ୍ତୁ ଯଦି ପାଣି ବହୁତ୍ ଥଣ୍ଡା ଅଛି ତେବେ ତାକୁ ଅଳପ ଉଷୁମ କରନ୍ତୁ କିନ୍ତୁ ତାକୁ ଫୁଟେଇବେ ନାହିଁ ଓ ମନେ ରଖନ୍ତୁ ଆପଣଙ୍କୁ କେବଳ ଜୁଆଣି ପାଣି ସେବନ କରିବାର ଅଛି । ଏହି ଉପାୟ ଆପଣ ସବୁଦିନ କରି ପାରିବେ ଓ ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଯେ ଆପଣ ନିଜ ସ୍ବାସ୍ଥ୍ୟ ଧ୍ୟାନ ରଖିବେ ତେବେ ଏହା ଆପଣଙ୍କ ପାଈଁ ଉତ୍ତମ ଉପାୟ ଅଟେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *