ପେଟ ସମସ୍ଯା ବି କରୋନା ରୋଗର କାରଣ ହୋଇପାରେ- Dr. Ashutosh Mohapatra

କରୋନା ଆକ୍ରାନ୍ତ ଦିନକୁ ଦିନ ବହୁତ ବଢି ବଢି ଯାଉଛି, ତେବେ ଯଦି ଆପଣ ମଧ୍ୟ କରୋନା ଠାରୁ ଦୂରେଇ ରହିବାକୁ ଇଛା କରୁଛନ୍ତି ତେବେ ଆଜି ଏହି କଥା ଧ୍ୟାନ ସହ ଜାଣି ରଖନ୍ତୁ ।

ବହୁତ ଏମିତି ଲୋକ ଅଛନ୍ତି ଯିଏ କରୋନାକୁ ନର୍ମଲ ଥଣ୍ଡା ଜର ଭାବିବାର ଭୁଲ କରୁଛନ୍ତି ତେବେ ଏହା ପରେ ପରିସ୍ଥିତି ଯାହା ହେଉଛି ତାହା ବିଷୟରେ ଆପଣ ମାନେ ଜାଣିଛନ୍ତି । ହଜାର ହଜାର ଲୋକ ଏହି କରୋନା କାଳରେ ମୃ-ତ୍ୟୁ ବରଣ କରିଛନ୍ତି । ତେବେ କେତେ ଘର ଉଜୁଡି ଯାଇଛି କିନ୍ତୁ ତଥାପି ଲୋକ ସତର୍କ ରହୁ ନାହାନ୍ତି ଔ ନିଜ ଜୀବନକୁ ନିଜେ ପାଣି ଛାଡି ଦେଉଛନ୍ତି । ତେବେ ଆଜି ଆମେ ଆପଣଙ୍କୁ କରୋନା ସ୍ଥିତିରେ କଣ କରିବା ଉଚିତ ଆଉ କିଛି ଗ୍ୟାସ୍ତ୍ରୋ ଉପାୟ ମଧ୍ୟ କହିବାକୁ ଯାଉଛୁ ।

ତେବେ କରୋନା ଠାରୁ ବଞ୍ଚିବାକୁ ହେଲେ ଆପଣଙ୍କୁ ପ୍ରଥମେ ଭଲ ଖାଦ୍ୟ ଖାଇବାକୁ ହବ ଏହା ପରେ ଆପଣ ତରଳ ଜିନିଷ ଅଧିକ ମାତ୍ରାରେ ସେବନ କରନ୍ତୁ ଏହା ଆପଣଙ୍କ ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ । ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଞ୍ଚୁ ଯେ ଆପଣଙ୍କ ଶରୀର ଦୁର୍ବଳ ପଡିଲେ କରୋନା ଆପଣଙ୍କ ଉପରେ ହାବି ହୋଇଥାଏ କିନ୍ତୁ ଆପଣଙ୍କ ଶରୀର ସବଳ ରହିଲେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିଥାଏ ।

ଆପଣଙ୍କୁ ଶାରୀରିକ ଏକ୍ସରସାଇଜ କରିବା ଆବଶ୍ୟକ ଅଟେ, ତେବେ ପାଠ ପଢା ଦ୍ଵାରା ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ ଆଉ ସ୍କିପିଙ୍ଗ ଯୋଗା ଭଳି କାମ କଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ତେବେ ବୈଜ୍ଞାନିକ ଆଉ ଡକ୍ଟର ମାନଙ୍କ କହିବା ଅନୁଯାଇ ଲୋକଙ୍କୁ ମାଦକ ଦ୍ରବ୍ୟ ଆଉ ଗୁଟକା, ସିଗାରେଟ ଭଳି ଜିନିଷ ଠାରୁ ଦୂରେଇ ରହିବା ବହୁତ ଆବଶ୍ୟକ ଅଟେ କାହିଁକିନା ଏହା ଦ୍ଵାରା କରୋନା ଆପଣଙ୍କୁ ଆଗ ମାଡି ବସିଥାଏ ।

ଓ ଆପଣ ଏହା ଠାରୁ ବାହାରିବ ବହୁତ କଷ୍ଟ କାହିଁକିନା ଏହି ସବୁ ଜିନିଷ ସେବନ କରି କରି ଆପଣଙ୍କ ଫୁସ ଫୁସ ପୁରା ଖରାପ ହୋଇଥାଏ ଆଉ ଆପଣଙ୍କ ଜୀବନ ଯିବାର ଚାନ୍ସ ସବୁଠାରୁ ଅଧିକ ହୋଇଥାଏ ।ଏହା ଛଡା ଯେଉଁ ଲୋକଙ୍କୁ ଲିଭର ସମସ୍ୟା ଅଛି ବା କ୍ୟାନ୍ସର, ମଧୁ ମେହ ଭଳି ଭୟଙ୍କର ରୋଗ ଅଛି ତାଙ୍କୁ ସଂକ୍ରମଣ ଠାରୁ ବଞ୍ଚାଇ ରଖିବା ବହୁତ ଆବଶ୍ୟକ ହୋଇଥାଏ ନଚେତ ସେମାନଙ୍କୁ ସିରିଏସ କରୋନା ହୋଇପାରେ ଯାହା ତାଙ୍କ ଜୀବନ ମଧ୍ୟ ନେଇ ପାରେ । ଆପଣ ନିଜେ ଚିନ୍ତା କରନ୍ତୁ କିଛି ସମୟ ଆପଣ ନିଜ ଇଚାରେ ନିଶ୍ଵାସ

ଅଟକାଇଲେ ଆପଣଙ୍କୁ କେଉଁ ଭଳି ଲାଗିଥାଏ ଆଉ କରୋନା ହେଲେ ଲୋକ ନିଶ୍ଵାସ ନବାକୁ ଚେଷ୍ଟା କରନ୍ତି କିନ୍ତୁ ତାଙ୍କ ଶରୀରକୁ ଆକ୍ସିଜନ ପ୍ରାପ୍ତ ହୁଏ ନାହିଁ ତେବେ କେତେ କଷ୍ଟ ତାଙ୍କୁ ଭୋଗିବାକୁ ପଡିଥାଏ, ଯଦି ଆପଣ ଏହି ଭଳି ମୃ-ତ୍ୟୁ ଚାହୁଁ ନାହାନ୍ତି ତେବେ ଖାଇବା ଉପରେ ଧ୍ୟାନ ଦିଅନ୍ତୁ, ତରଳ ଜିନିଷ ଅଧିକ ମାତ୍ରାରେ ସେବନ କରନ୍ତୁ ଓ ଏକ୍ସରସାଇଜ ସବୁବେଳେ କରନ୍ତୁ ।

Leave a Reply

Your email address will not be published. Required fields are marked *