ମୋଟା ପେଟ ଓ ବଢୁଥିବା ଚର୍ବିକୁ କରନ୍ତୁ କମ, ବାସ ଏହି ସରଳ ଉପାୟରେ- Dr. Balaji Tambe

ବନ୍ଧୁଗଣ ଉତ୍ତମ ଶରୀର ପାଇଁ ସମସ୍ତେ ତତପର ରହିଥାନ୍ତି । ନିଜ ଶରୀରକୁ ଫିଟ ରଖିବାକୁ ପ୍ରାଣପ୍ରଣେ ଚେଷ୍ଟା କରିଥାନ୍ତି । ମାତ୍ର କେତେକ କ୍ଷେତ୍ରରେ ଶରୀରର ମୋଟାପକୁ କମାଇବାକୁ ଯାଇ ବହୁତ ଅର୍ଥ ବ୍ୟୟ କରିଥାନ୍ତି ମାତ୍ର ତାହାର ସୁଫଳ କିଛି ପ୍ରାପ୍ତ ହୋଇନଥାଏ । ଏହିଭଳି ପରିସ୍ଥିତିରେ ଆପଣ ମାନେ ଚିନ୍ତା କରିଥାନ୍ତି ଯେ ଆପଣଙ୍କ ପେଟର ଚର୍ବି କିଭଳି କମିବ । ବନ୍ଧୁଗଣ ଆମ ଶରୀରରେ ୭ଟି ଧାତୁ ମଧ୍ୟରୁ ମେଧ-ଧାତୁ ଆମ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ ।

ମେଧ ଧାତୁ ଆମ ଶରୀର ପାଇଁ ଉଚିତ ଅଟେ ମାତ୍ର ତାହାର ସନ୍ତୁଳନ ହୋଇ ଆମ ଶରୀର ମଧ୍ୟରେ ରହିବା ମଧ୍ୟ ଅଧିକ ମହତ୍ବପୂର୍ଣ ଅଟେ । କେତେଜଣ କୁହନ୍ତି ଯେ ଆମେ ପୁରା ଜିରୋ ଫିଗର ମେଣ୍ଟେନ କରିବା କିନ୍ତୁ ବନ୍ଧୁଗଣ ଜିରୋ ଫିଗର ହେବା ଉଚିତ ନୁହେଁ ।  ଆମ ଶରୀର ଯେଉଁ ଭଳି ଭାବରେ ସନ୍ତୁଳିତ ହୋଇ ରହିବା କଥା ସେହିଭଳି ରହିବା ଆବଶ୍ୟକ । ଶରୀରର ଆକୃତି ସଠିକ ରହିବା ଆବଶ୍ୟକ । ଭଗବାନ ମନୁଷ୍ୟକୁ ଏପରି ବନାଇଛନ୍ତି ଯେ ସେ କେଉନଭଳି ସୁନ୍ଦର ଦେଖାଯିବ ତାହା ମନୁଷ୍ୟର ହାତରେ ହୋଇଥାଏ ।

ମାତ୍ର ତାହାକୁ ଧ୍ୟାନ ନରଖି ନିଜ ଅନୁସାରେ ସମସ୍ତ ପ୍ରକ୍ରିୟା କଲେ କିଭଳି ହେବ । ବନ୍ଧୁଗଣ ଆମ ଶରୀରରେ ମେଧ ଧାତୁ ଯଦି ବଢିବାକୁ ଲାଗିଥାଏ ତେବେ ସବୁଠାରୁ ପ୍ରଥମେ ଆମ ପେଟ ବଢିବାରେ ଲାଗିଥାଏ । ଚର୍ବି ବଢିବାରୁ ୩ସ୍ତାନ ବଦଳି ଥାୟେ ବୋଲି ଆୟୁର୍ବେଦରେ କୁହାଯାଇଛି । ଆପଣଙ୍କ ଶରୀରର ସନ୍ତୁଳନ ପାଇଁ ତତ୍ପର ଚେଷ୍ଟା କରିବା ଉଚିତ । ବନ୍ଧୁଗଣ ପ୍ରତ୍ୟକ ଦିନ ସକାଳୁ କିଛି ଗରମ ପାଣିରେ ଆପଣ ଗୋଟେ ଚାମଚ ଲେମ୍ବୁରସ ଏବଂ ଗୋଟେ ଚାମଚ ଅଦା ରସ, ଏବଂ ଗୋଟେ ଚାମଚ ମହୁକୁ ମିଶେଇ ନୀତିଦିନ ସକାଳେ ପିଅନ୍ତୁ ।

ଏହା ଫଳରେ ଆପଣଙ୍କ ପେଟର ଚର୍ବି ସମେତ ଅନ୍ଯାନ୍ଯ ସ୍ଥାନ ଗୁଡିକର ଚର୍ବି ମଧ୍ୟ କ୍ଷୟ ହେବ । ବନ୍ଧୁଗଣ ଅନ୍ୟ ଏକ ଉପାୟ ହେଉଛି ଜୀରା ଗୁଣ୍ଡା, ତେଜପତ୍ର ଗୁଣ୍ଡା, ଲୁଣ, ଚୂଆର ଗୁଣ୍ଡାକୁ ଗୋଟିଏ ପାତ୍ରରେ ମିଶ୍ରିତ କରି ରାଖୀ ଖାଦ୍ଯ ଖାଇବା ପୂର୍ବରୁ ଅଧ ଚାମଚ ଲେଖାଏ ନିଅନ୍ତୁ ଦେଖିବେ ବହୁତ ଉପକାର ମିଳିବ । ବନ୍ଧୁଗଣ ନୀତିଦିନ ବ୍ରେକଫାଷ୍ଟରେ ହଲକା ପେଟ ଖାଆନ୍ତୁ । ଏଭଳି ପଦାର୍ଥ ଖାଆନ୍ତୁ । ଯାହା ଆମ ଶରୀର ପାଇଁ ବହୁତ ଉନ୍ନତ ଧରଣର ହୋଇଥାଏ । ଯାହା ଖାଇବା ଦ୍ଵାରା ଆମକୁ ପ୍ରୋଟିନ ମିଳିଥାଏ ।

ଜେଭଳି କି ଆପଣ ଅଳ୍ପ ମୁଢିରେ କିଛି ମାତ୍ରାରେ କ୍ଷୀର ପକାଇ ଖାଇପାରିବେ । ଏହା ଦ୍ଵାରା ଆପଣଙ୍କୁ ବହୁତ ଶକ୍ତି ମିଳିଥାଏ ଏବଂ ପ୍ରୋଟିନ ପଦାର୍ଥ ଖାଇ ଥିବାରୁ ଆପଣଙ୍କୁ ବହୁତ ଶକ୍ତି ମିଳିବା ସହିତ ଆପଣଙ୍କ ଚର୍ବି ସନ୍ତୁଳିତ ହୋଇ ରହିଥାଏ । ବନ୍ଧୁଗଣ ଆପଣ ଦହିକୁ ଘଷି ସେଥିରୁ ବାହାରୁଥିବା ଲହୁଣିରେ କିଛି ଜିରାଗୁଣ୍ଡା ଏବଂ ବୃଶୁଙ୍ଗା ପତ୍ର ମିଶେଇ ତାଙ୍କୁ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ପେଟର ଚର୍ବିର ଅବସାନ ଘଟିବ । ବନ୍ଧୁଗଣ ଏହି ବିବରଣୀ ଆପଣଙ୍କୁ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *