ପେଟରେ ଛୁଆ କେମିତି ବଢିଥାଏ – 1 to 9 Month of Baby Growth

ଗର୍ଭବତୀ ହବା ସବୁ ମହିଳାଙ୍କ ସ୍ବପନ ହୋଇଥାଏ ସମସ୍ତେ ନିଜ ଜୀବନରେ ଠାରେ ମା ହବାକୁ ଇଛା ନିଶ୍ଚିନ୍ତ କରନ୍ତି, ତେବେ ମା ଓ ଛୁଆର ସମ୍ପର୍କ ଭଗବାନ ଏମିତି ଗଢିଛନ୍ତି ଯାହା ଅନ୍ୟ କୌଣସି ସମ୍ପର୍କରେ ନଥାଏ ।

ଯେତେବେଳେ କୌଣସି ମହିଳା ମା ହୋଇଥାନ୍ତି ତାଙ୍କ ମନରେ ମମତା ବିକାଶ କରିବାକୁ ଲାଗିଥାଏ । ତେବେ ମହିଳାଙ୍କ ଭିତରେ ମମତା ଆଗରୁ ରହିଥାଏ କିନ୍ତୁ ଯେତେବେଳେ ସେ ଗର୍ଭବତୀ ହୁଅନ୍ତି ସେହି ସମୟରେ ତାଙ୍କ ଶରୀର ଭିତରେ ଏମିତି କିଛି ହର୍ମୋନଲ ପରିବର୍ତନ ହୋଇଥାଏ ଯାହା ପରେ ମହିଳାଙ୍କ ମନ ପରିବର୍ତନ ହୋଇଥାଏ ।

Image Courtesy: Google

୧ ରୁ ୪ ସପ୍ତାହ :

ପ୍ରଥମ ୪ ସପ୍ତାହ ପର୍ଯ୍ୟନ୍ତ ମହିଳାଙ୍କୁ ଏହା ଅନୁଭବ ହୋଇନଥାଏ ଯେ ସେ ଗର୍ଭବତୀ ହୋଇଛନ୍ତି କାହିଁକିନା ଏହି ସମୟରେ ତାଙ୍କ ମାସିକ ଧର୍ମ ସମୟ ଆସିନଥାଏ । ତେବେ ଏହି ସମୟରେ ଶିଶୁ ବିକାଶ ଶାରୀରିକ ଭାବରେ ବହୁତ ଶୀଘ୍ର ହୋଇଥାଏ ପ୍ରଥମ ଦୁଇ ସପ୍ତାହରେ ଭୃଣ ମେରୁଦଣ୍ଡ ବିକାଶ କରିଥାଏ ଓ ତା ଚାରି କଡରେ ପାଣିର ଗୋଟେ କଭର ହୋଇଥାଏ ତେବେ ମା ସହ ଗୋଟେ ରକ୍ତ ସିରା ଯୋଡା ହୋଇଥାଏ ଯାହାକୁ ନ୍ୟୂରଲ ଟ୍ଯୂବ କୁହାଯାଏ ।

Image Courtesy: Google

ଏହି ଟ୍ଯୂବ ସାହାଜ୍ଯରେ ମା ଯାହା ସେବନ କରିଥାନ୍ତି ତା ପ୍ରୋଟିନ ଓ ଅକଶିଜନ ଛୁଆକୁ ପ୍ରାପ୍ତ ହୋଇଥାଏ ଏହି ଟ୍ଯୂବ ବହୁତ ମହତ୍ଵପୂର୍ଣ କାମ କରିଥାଏ । ତେବେ ପ୍ରଥମ ସପ୍ତାହରୁ ଚତୁର୍ଥ ସପ୍ତାହ ପର୍ଯ୍ୟନ୍ତ ଭୃଣ ଚେହେରା ଓ ଆଖି ଜାଗାରେ ଗୋଟେ କଳା ଚିହ୍ନ ହୋଇଥାଏ ଏହା ଛଡା ଭୃଣ ହୃଦୟ ମଧ୍ୟ ବିକାଶ କରିଥାଏ ଯାହା ପ୍ରତି ମିନିଟରେ ୬୦ରୁ ୬୫ଥର ଧକ ଧକ ହୋଇଥାଏ ।

ଗର୍ଭ ଦ୍ଵିତୀୟ ମାସ :

ଏହି ମାସରେ ଶିଶୁ ଚେହେରା ଭଲ ଭାବରେ ବିକାଶ କରିଥାଏ ଓ ଛୁଆର ଗୋଟେ ଲାଞ୍ଜ ମଧ୍ୟ ହୋଇଥାଏ ଯାହା ବଡ ହବା ପରେ ଗାୟବ ହୋଇଥାଏ, ଏହି ମାସରେ ଭୃଣ ହାଡ ହବା ଆରମ୍ଭ ହୋଇଥାଏ ଓ ଭୃଣ ଶରୀର ବଢିବାକୁ ଲାଗିଥାଏ ।

Image Courtesy: Google

ତୃତୀୟ ମାସ :

ତୃତୀୟ ମାସରେ ଭୃଣ ହାତ ଆଙ୍ଗୁଳି ଓ ଗୋଡ ଆଙ୍ଗୁଳି ସବୁ ବିକାଶ କରିଥାଏ । ଏହି ସମୟରେ ଆପାନଙ୍କ ଛୁଆ ଶିଶୁ ଭଳି ଦେଖା ଜୀବ ।

ଚତୁର୍ଥ ମାସ :

ଚତୁର୍ଥ ମାସରେ ଆପଣଙ୍କ ଛୁଆ ନଖ, ଚୁଟି ସବୁ ବିକାଶ କରି ସାରିଲାଣି ଓ ଡକ୍ଟର ସାହାଜ୍ଯରେ ଆପଣ ଭୃଣ ହୃଦୟ ଶୁଣି ପାରିବେ । ତେବେ ଏହି ସମୟରେ ଛୁଆ ୪ଇଞ୍ଚ ଲାମ୍ବା ହୋଇଯାଇଛି ।

Image Courtesy: Google

ପଞ୍ଚମ ମାସ :

ପଞ୍ଚମ ମାସରେ ଛୁଆ ମା ପେଟରେ ବୁଲିବା ଆରମ୍ଭ କରିଥାଏ । ତେବେ ପଞ୍ଚମ ମାସରେ ମା ଛୁଆ ମଧ୍ୟରେ ଅନୁଭୂତି ହୋଇଥାଏ ।

ଷଷ୍ଟ ମାସ :

ଷଷ୍ଟ ମାସରେ ଛୁଆ ସିର ଦେଖା ଯିବା ଆରମ୍ଭ ହୋଇଥାଏ ଓ ଶିଶୁ ଶରୀର ଉପରେ ଲାଇନିଙ୍ଗ ହବା ଆସିବା ଆର୍ଭ ହୋଇଥାଏ । ଏହି ମାସରେ ଆଖି ଖୋଲିବା ଆରମ୍ଭ ହୋଇଥାଏ, ଶିଶୁ ନିଜ ହଲଚଲ ଆରମ୍ଭ କରିଥାଏ ।

ସପ୍ତମ ମାସ :

ସପ୍ତମ ମାସରେ ଛୁଆ ବାହାର କିରଣ ଦେଖିବା ପାଇଁ ଚେଷ୍ଟା କରିଥାଏ ଓ ଏହି ସମୟରେ ଛୁଆ ପେଟରେ ବୁଲିବା ଆରମ୍ଭ କରିଥାଏ । ସପ୍ତମ ମାସ ପର୍ଯ୍ୟନ୍ତ ଛୁଆ ବହୁତ ବିକାଶ କରିଯାଇଥାଏ ।

Image Courtesy: Google

ଅଷ୍ଟମ ମାସ :

ଏହି ମାସରେ ଛୁଆ ୧୮ ଇଞ୍ଚର ହୋଇଥାଏ ଓ ବହୁତ ବିକାଶ କରିଥାଏ ଏହା ପରେ ଶିଶୁ ପ୍ରସବ ନଳିରେ ନିଜ ସ୍ଥାନରେ ପହଞ୍ଚିଥାଏ ।

ନବମ ମାସ :

ନବମ ମାସରେ ଛୁଆ ୩କେଜିର ହୋଇଯାଇଥାଏ । ଛୁଆ ପ୍ରସବ ପାଇଁ ପେଟରେ ପାଣି ରହିବା ବହୁତ ଆବଶ୍ୟକ ଅଟେ । ତେବେ ନବମ ମାସରେ ଛୁଆ ପ୍ରସବ ଦ୍ଵାରା ବାହାର ଦୁନିଆକୁ ଆସିଥାଏ ।

Leave a Reply

Your email address will not be published. Required fields are marked *