ପେଟ୍ରୋଲ ପମ୍ପରେ ବାଲା ଏମିତି ବନାନ୍ତି ଆପଣଙ୍କୁ ଉଲ୍ଲୁ, Video ଦେଖି ଉଡିବ ହୋସ

ଆପଣ ମାନେ ଜାଣିଥିବେ ପେଟ୍ରୋଲ ଚୋ-ରୀ କରିବା ସାଧାରଣ କଥା ହୋଇ ଗଲାଣି । କିନ୍ତୁ ଆଜିକାଲି ପେଟ୍ରୋଲ ଚୋ-ରୀ କରିବା ପାଇଁ ନୂଆ ନୂଆ ଉପାୟ ବାହାରିଲାଣି । ଆମ ଦେଶରେ ୬୦,୦୦୦ ରୁ ଅଧିକ ପେଟ୍ରୋଲ ପମ୍ପ ରହିଛି । କିନ୍ତୁ ସମସ୍ତେ ପେଟ୍ରୋଲ ଚୋ-ରୀ କରିନଥାନ୍ତି । ପେଟ୍ରୋଲ ଚୋ-ରୀ କରିବା ସମୟରେ କିଛି ଲୋକ ମାନେ ଧ୍ୟାନ ନ ଦେଉଥିବାରୁ ଏପରି ଘ-ଟୁ-ଛି । ଆଜି ଆମେ ଆପଣ ମାନଙ୍କୁ ପେଟ୍ରୋଲ ପମ୍ପ ରେ କିପରି ସାଧାରଣ ଲୋକଙ୍କୁ ଠ-କା-ମି ର ଶି-କା-ର ହେବାକୁ ପଡୁଛି ସେହି ବିଷୟରେ କିଛି ଜରୁରୀ ସୂଚନା ଦେବାକୁ ଯାଉଛୁ ।

୧- ପେଟ୍ରୋଲ ଚୋ-ରୀ କରିବାର ପ୍ରଥମ ଉପାୟ ହେଉଛି ଯେବେ ଆପଣ ପେଟ୍ରୋଲ ଭ-ରି-ବା ପାଇଁ ଜିରୋ ମିଟରରେ ଦେଖିଥାନ୍ତି ଠିକ ସେହି ସମୟରେ ଯିଏ ପଇସା ରଖୁଥାଏ ସେ ଆପଣଙ୍କୁ କୌଣସି କଥାରେ ଭୁଲାଇଥାନ୍ତି । ଏହା ପରେ ଯେଉଁ ବ୍ୟକ୍ତି ପେଟ୍ରୋଲ ଭାରୁଥିବ ସେ ସଙ୍ଗେ ସଙ୍ଗେ ଦିତୀୟ ରି-ଡିଂ-ରେ ପେଟ୍ରୋଲ ଭରିବ । ଏପରି ଦ୍ଵାରା ଆପଣଙ୍କର ପେଟ୍ରୋଲ ଚୋ-ରୀ ହୋଇଥାଏ ।

୨- ପେଟ୍ରୋଲ ଚୋ-ରୀ କରିବାର ଅନ୍ୟ ଏକ ଉପାୟ ହେଉଛି ଯଦି ଆପଣ ୧୦୦୦ ଟଙ୍କାର ପେଟ୍ରୋଲ ପକାଉଛନ୍ତି ତେବେ ପେଟ୍ରୋଲ ଭରୁଥିବା ବ୍ୟକ୍ତି ନିଜର ଭୁଲ କାରଣରୁ ଅନ୍ୟମନସ୍କ ହୋଇଥାଏ । ଯାହା ଫଳରେ ପ୍ରଥମେ ଆପଣଙ୍କର ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ପେଟ୍ରୋଲ ଭରିଥାଏ । ଏହା ପରେ ଯେବେ ଦିତୀୟ ଥର ପେଟ୍ରୋଲ ଭରାଯାଏ ତେବେ ପେଟ୍ରୋଲ ପମ୍ପରେ ଜିରୋରୁ ଆରମ୍ଭ ନ ହୋଇ ସେହି ୧୫୦ ଟଙ୍କା ରୁ ଆରମ୍ଭ କରାଯାଏ । ଏହା ଦ୍ଵାରା ଆପଣ ଲସରେ ପଡିବେ ।

୩- ପେଟ୍ରୋଲ ଭରିବା ସମୟରେ ବ୍ୟକ୍ତି ପାଇପକୁ ଅନ ଅଫ କରିଥାଏ ଯାହା ଦ୍ଵାରା ପେଟ୍ରୋଲ ପୁଣି ଥରେ ଟାଙ୍କି ଭିତରକୁ ଯାଇଥାଏ । ଏପରି ଭାବେ ଆପଣ ଯେତେ ସା-ବ-ଧା-ନ ଥିଲେ ମଧ୍ୟ ପେଟ୍ରୋଲ ଚୋ-ରୀ ହୋଇଥାଏ ।

୪- ପେଟ୍ରୋଲ ପମ୍ପରେ ଯେଉଁ ପାଇପ ରହିଥାଏ ସେଥିରେ ଏକ ଚିପ ରହିଥାଏ ଯାହା ଦ୍ଵାରା ପେଟ୍ରୋଲ ସହଜରେ ଚୋ-ରୀ ହୋଇପାରେ । ତେଣୁ ସାବଧାନ ସହ ଏଥି ପ୍ରତି ଧ୍ୟାନ ଦେବା ଉଚିତ ।

ଆପଣ ଯେବେ ବି ପେଟ୍ରୋଲ ଭରିବେ କେବେ ବି ଗାଡି ଭିତରେ ନ ବସି ବାହାରକୁ ଆସି ପେଟ୍ରୋଲ କର୍ମଚାରୀ ଙ୍କର ହରକତ ଉପରେ ନଜର ରଖନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ପେଟ୍ରୋଲ ଚୋ-ରୀ ହେବ ନାହି । ଏହା କହଡା ଯେବେ ପେଟ୍ରୋଲ ଭରିବେ ପ୍ରଥମେ ମିଟର ଜିରୋ ଅଛି କି ନାହି ତାହା ଦେଖିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *