ସାଙ୍ଗ ମାନଙ୍କୁ ଘରକୁ ଆସିବାକୁ ମନା କଲେ Shahrukh, ଫୋନ୍ ବନ୍ଦ୍ କରି ଅନୁରୋଧ କଲେ ଓ କହିଲେ କିଛି ଏମିତି…ଦେଖନ୍ତୁ Video

ପୁଅ ଅର୍ୟନଙ୍କ ଆ-ରେ-ଷ୍ଟ ପରେ ଚି-ନ୍ତାରେ ଅଛନ୍ତି କିଙ୍ଗ ଖାନ । ଏମିତିକି ନିଜ ସାଙ୍ଗ ମାନଙ୍କ ଫୋନ ମଧ୍ୟ ଉଠାଇ ନାହାନ୍ତି । ଶାହରୁଖ ଖାନଙ୍କ ପୁଅ ଏନସିବୀ ଦ୍ଵାରା ଆ-ରେ-ଷ୍ଟ ହେବା ପରେ ସତେ ଅବା ଗୋଟିଏ ବଡ ପାହାଡ ଭାଙ୍ଗି ପଡିଛି ତାଙ୍କ ପରିବାର ଉପରେ । ମନ୍ନତ ଯେଉଁ ଘର ଆଗରେ ପ୍ରତିଦିନ ସହ ଲୋକଙ୍କ ଭିଡ ଲାଗୁଥିଲା ଏବେ ସ୍ପେଶଲ ଇଂଷ୍ଟ୍ରକସନ ଦିଆଯାଇଛି । ଦୟାକରି ଆସି କେହି ଏହି ଘର ଆଗରେ ହୋହାଲା କରନ୍ତୁ ନହିଁ । ଶାହରୁଖ ଖାନଙ୍କ ଟିମ ମଧ୍ୟ କହିଛନ୍ତି ଆଉ ତାଙ୍କ ଫ୍ୟାନ ମାନଙ୍କୁ ଅନୁରୋଧ କରିଛନ୍ତି ଯେ ଏଇ ବି-ପ-ଦ ସମୟରେ କେହି ଦୟା କରି ଏମିତି ଅପ୍ରିତି କର ପରିସ୍ଥିତି ସୃଷ୍ଟି କରନ୍ତୁ ନହିଁ ।

ଶାହରୁଖଙ୍କ କ୍ଲୋଜ ସାଙ୍ଗ କରନ ଜୋହର, କାଜୋଲ, ଦୀପିକା, ଏବଂ ଅନ୍ୟ ମାନେ ତାଙ୍କୁ ନିୟମିତ ଭାବେ କନଟ୍ଯାକ୍ଟ କରିବାକୁ ଚେଷ୍ଟା କରିଛନ୍ତି । ଯାହା ଶୁଣା ଯାଉଛି ଶାହରୁଖ କାହା ସହିତ ବେସୀ କଥା ବାର୍ତା ହେଉ ନାହାନ୍ତି । କହୁଛନ୍ତିକି ତାଙ୍କୁ ତାଙ୍କର ଏହି ଅବସ୍ଥାରେ ଛାଡି ଦିଅନ୍ତୁ । ଶାହରୁଖ ନିଜ ପୁଅକୁ ଫେରାଇ ଆଣିବାକୁ ଏନସିବୀର ସବୁଠୁ ଦାମୀ ଓକିଲ ହାୟର କରିଛନ୍ତି । ତେବେ ଯାହା ତାଙ୍କର ଇଛା ଥିଲା ଗତକାଲି ଅର୍ୟନଙ୍କୁ ବେଲ ମିଳିବ ।

କିନ୍ତୁ ତାଙ୍କ ବେଲ ନା ମଞ୍ଜୁର ହେବା ପରେ ମା-ନ-ସି-କ ସ୍ତରରେ ଭା-ଙ୍ଗି ପଡିଛନ୍ତି ଶାହରୁଖ । ଆଉ ଘରକୁ ଆସିବା ପରେ କାହା ସହିତ ଅଧିକ କଥା ହେଉ ନାହାନ୍ତି । ଅନ୍ୟ ପଟେ ଗୌରି ଖାନ ମଧ୍ୟ ନିଜକୁ ଏକୁଟିଆ କରି ରଖିଛନ୍ତି ।

ଆଉ ଏହି ସମୟରେ ଶାହରୁଖଙ୍କୁ ସପୋର୍ଟ ଦେବା ପାଇଁ ପୁରା ବଲ୍ଲୀଉଡ ଇଣ୍ଡଷ୍ଟ୍ରି ସହିତ ନେତା ମନ୍ତ୍ରୀ ମଧ୍ୟ ଟ୍ବିଟ କରିଛନ୍ତି । କିନ୍ତୁ ତଥାପି ମଧ୍ୟ ଶାହରୁଖ ଙ୍କୁ ଏଭଳି ଏକ ଅବସ୍ଥାରେ ଛାଡି ଦେଇ ମନକୁ ବୁଝାଇ ପାରୁ ନାହାନ୍ତି । ଏବଂ ନିଜକୁ ଏକୁଟିଆ କରି ରଖିଛନ୍ତି ।

ଶୁଣାଯାଉଛିକି ଶାହରୁଖ ଙ୍କ ପାଖ ଲୋକ ମାନେ ତାଙ୍କୁ ଫୋନ କରି ତାଙ୍କୁ ସାନ୍ତ୍ଵନା ଦେବାକୁ ଚାହୁଁ ଛନ୍ତି ଆଉ ଶାହରୁଖ ବାଧ୍ୟ ହୋଇ ନିଜର ପର୍ଶନାଲ ଦୁଇଟି ନମ୍ବର ବନ୍ଦ ରଖିଛନ୍ତି । ଆଉ କହିଛନ୍ତି ଦୟା କରି ମୋତେ ଏକୁଟିଆ ରହିବାକୁ ଦିଅନ୍ତୁ । ତେବେ ମା-ନ-ସି-କ ଅବସ୍ଥା ଶାହରୁଖଙ୍କ ଆଗାମୀ କେତେଦିନ ପର୍ଯ୍ୟନ୍ତ ଚାଲିବ ଏବେ କହିହେବ ନହିଁ । ତେବେ ପରବର୍ତୀ ସାତ ତାରିଖରେ ଅର୍ୟନଙ୍କ କଷ୍ଟଡି ସରୁଛି । ତା ପୂର୍ବରୁ ଶାହରୁଖ ନିଶ୍ଚିତ ଭାବରେ ନିଜ ଓକିଲ ସତିଶ ମାନସିନ୍ଧେଙ୍କ ସହିତ କିଛି ଗୋଟିଏ ପ୍ଳାନ କରି ନିଜ ପୁଅକୁ ମୁକୁଳେଇବେ ବୋଲି ଶୁଣା ଯାଉଛି ।

Leave a Reply

Your email address will not be published. Required fields are marked *