EXCLUSIVE : ପିଣ୍ଟୁଙ୍କ ମୃ-ତ୍ୟୁର ମହାଖୁଲାସା, ଗୋଟି ଗୋଟି କରି ସବୁ ବୁଝାଇଥିଲେ ଡାକ୍ତର, କିନ୍ତୁ ସବୁ ଜାଣି ଦେଲେନି ଲିଭର…

ଦର୍ଶକ ବନ୍ଧୁ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିଲା । ଲିଭର ଶିରୋଷିସ ରୋଗରେ ସେ ପୀଡତ ହେଲେ । ତାଙ୍କର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ପଡିଲା । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଲା ଆଉ ତା ପରେ ତାଙ୍କୁ ଦିଲ୍ଲୀ ନିଆଗଲା । ଦିଲ୍ଲୀରେ କିଛି ଦିନ ରହିବା ପରେ ତାଙ୍କର ଯିଏ ଚିକିତ୍ସା କରୁଥିଲେ ସେ ଜଣେ ଓଡିଆ ଡାକ୍ତର । ଆମ ଓଡିଶା ମାଟିର ଡାକ୍ତର ।

ଓଡିଆ ମାଟିକୁ ଭଲ ପାଉଥିବା ଜଣେ କଳାକାରଙ୍କ ଚିକିତ୍ସା କରୁଥିଲେ । ଆଉ ସେ କୁଆଡେ କହିଥିଲେ ଝିଟିପିଟିର ଲାଞ୍ଜ ପରି ଲିଭର । ଯେମିତି ଝିଟିପିଟିର ଲାଞ୍ଜ କଟିଗଲେ ସେ ମରେ ନାହି ଠିକ ସେମିତି ଯିଏ ଲିଭର ଦେବ ତାର ମୃ-ତ୍ୟୁ ହେବ ନାହି । ତଥାପି ଯିଏ ଲିଭର ଦିଏ ତାର ବଞ୍ଚିବାର ଆଶା 99.5% ଥାଏ । ଆଉ ତା ପରେ ଭଗବାନ ଚାହିଁଲେ ସବୁ ବଦଳିଯାଏ ।

ଆଉ ତା ଠାରୁ ବଡ କଥା 24 ଘଣ୍ଟା ଭିତରେ ଲିଭର ଟ୍ରାନ୍ସ ପ୍ଳାଣ୍ଟ କରାଯିବ ଲିଭର ଦେଇଥିବା ବ୍ୟକ୍ତି ପାଖରେ ତାହା ପୁଣି ତିଆରି ହୋଇଯିବ ମାତ୍ର 24 ଘଣ୍ଟା ଭିତରେ । ଏମିତି କିଛି ଓଡିଆ ଡାକ୍ତର ବୁଝାଇ ଥିଲେ । ତା ପରେ ପିଣ୍ଟୁଙ୍କ ପାଇଁ ଲିଭର ଯୋଗାଡ ହୋଇପାରିଲା ନାହି । ଏଠି କହି ରଖିବାକୁ ଚାହିଁବୁ ସୂଚନା ଅନୁଯାୟୀ ତାଙ୍କ ଚିକିତ୍ସା ପାଇଁ ଯାହା ଆର୍ଥିକ ସହାୟତା ତାହା ହୁଏ ତ ଯୋଗାଡ ହୋଇପାରି ଥାନ୍ତା ।

ଯଦି ପିଣ୍ଟୁ ଙ୍କ ପାଇଁ ଲିଭର ମିଳିପାରି ଥାନ୍ତା । ଯଦି ଲିଭର ମିଳିଥାନ୍ତା ତେବେ ଲିଭର ଟ୍ରାନ୍ସ ପ୍ଳାଣ୍ଟ ଆରିବା ପାଇଁ ଲକ୍ଷ ଲକ୍ଷ ନୁହେଁ କୋଟି କୋଟି ଟଙ୍କା ଦରକାର ପଡିଥିଲେ ହୁଏ ତ ସେ ପଇସା ଯୋଗାଡ ହୋଇପାରି ଥାନ୍ତା । କିନ୍ତୁ ପ୍ରଥମ କଥା ହେଉଛି ପିଣ୍ଟୁ ଙ୍କ ପାଇଁ ଲିଭର ଯୋଗାଡ ହୋଇପାରିଲା ନାହି । ଭୁବନେଶ୍ବର ରୁ ଦିଲ୍ଲୀ ଦିଲ୍ଲୀ ରୁ ହାଇଦ୍ରାବାଦ ସମୟ ପରେ ସମୟ ଗଡି ଚାଲିଲା ।

ପିଣ୍ଟୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ଚାଲିଲା । ତଥାପି ଲିଭର ମିଳିପାରିଲା ନାହି । କିନ୍ତୁ ଦିଲ୍ଲୀରେ ଆମ ଓଡିଆ ଡାକ୍ତର କହିଥିଲେ ଲିଭର ଦେଲେ ମରିବା ଠାରୁ ବଞ୍ଚିବାର ଆଶା ଅଧିକ ଥାଏ । ଲିଭର ଦେଲେ କିଛି ବି କ୍ଷତି ହେବ ନାହି । 24 ଘଣ୍ଟା ଭିତରେ ଯେତିକି ଭାଗ ଲିଭର ଦେଇଥିବ ସେତିକି ଭାଗ ଲିଭର ତିଆରି ହୋଇପାରିବ । ତା ପରେ ବି ପିଣ୍ଟୁ ଙ୍କ ପାଇଁ ମିଳି ନ ଥିଲା ଲିଭର ।

ଟଙ୍କା ତ ଦୂରର କଥା ଆଗ ଲିଭର ଇଲିପାରି ଥିଲେ ଲକ୍ଷ ଲକ୍ଷ ନୁହେ କୋଟି କୋଟି ଟଙ୍କା ଯୋଗାଡ ହୋଇପାରି ଥାନ୍ତା । ଏହା ପରେ ବି କାହିଁକି ପିଣ୍ଟୁ ନ ପାଇଁ ଲିଭର ମିଳିପାରିଲା ନାହି ତାହା ସବୁଠୁ ବଡ ପ୍ରଶ୍ନ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *